Advertisment

Sunil Bhuyan

ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ । ସକାଳ ୯ଟା ସୁଦ୍ଧା ୯.୨୫% ହୋଇଛି ମତଦାନ, କୋରାପୁଟରେ ଏବେ ସୁଦ୍ଧା ସର୍ବାଧିକ ମତଦାନ । post image

ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ । ସକାଳ ୯ଟା ସୁଦ୍ଧା ୯.୨୫% ହୋଇଛି ମତଦାନ, କୋରାପୁଟରେ ଏବେ ସୁଦ୍ଧା ସର୍ବାଧିକ ମତଦାନ ।

ବିଜେପି ଫୋକସରେ ଓଡ଼ିଶା । ଆସନ୍ତା ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, କଟକ ଓ ଅନୁଗୁଳରେ କରିବେ ସଭା, ପୁରୀରେ କରିବେ ରୋଡ ସୋ’ । post image

ବିଜେପି ଫୋକସରେ ଓଡ଼ିଶା । ଆସନ୍ତା ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, କଟକ ଓ ଅନୁଗୁଳରେ କରିବେ ସଭା, ପୁରୀରେ କରିବେ ରୋଡ ସୋ’ ।

ବଙ୍ଗୋମୁଣ୍ଡାରୁ ପାଣ୍ଡିଆନଙ୍କ ଭବିଷ୍ୟବାଣୀ । ପ୍ରଥମ ପର୍ଯ୍ୟାୟରେ ୨୪ରୁ ଅଧିକ ଆସନରେ ଜିତିବ ବିଜେଡି । post image

ବଙ୍ଗୋମୁଣ୍ଡାରୁ ପାଣ୍ଡିଆନଙ୍କ ଭବିଷ୍ୟବାଣୀ । ପ୍ରଥମ ପର୍ଯ୍ୟାୟରେ ୨୪ରୁ ଅଧିକ ଆସନରେ ଜିତିବ ବିଜେଡି ।

ୱାର୍ଡମେମ୍ବର ନିର୍ବାଚନରେ ଜିତିପାରିଲେନି, ଜିଲ୍ଲା ପରିଷଦ ଜିତିପାରିଲେନି, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବାକୁ କିଏ ସାହସ ଦେଲା? ଧର୍ମେନ୍ଦ୍ରଙ୍କୁ ବାଣ ମାରିଲେ ପାଣ୍ଡିଆନ । post image

ୱାର୍ଡମେମ୍ବର ନିର୍ବାଚନରେ ଜିତିପାରିଲେନି, ଜିଲ୍ଲା ପରିଷଦ ଜିତିପାରିଲେନି, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବାକୁ କିଏ ସାହସ ଦେଲା? ଧର୍ମେନ୍ଦ୍ରଙ୍କୁ ବାଣ ମାରିଲେ ପାଣ୍ଡିଆନ ।

ବଙ୍ଗୋମୁଣ୍ଡା ସଭାରୁ ବିଜେପିକୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ, ଦିନରେ ଲଣ୍ଠନ ଦେଖାଉଛନ୍ତି ପ୍ରଧାନମନ୍ତ୍ରୀ । post image

ବଙ୍ଗୋମୁଣ୍ଡା ସଭାରୁ ବିଜେପିକୁ ଟାର୍ଗେଟ କଲେ ପାଣ୍ଡିଆନ । କହିଲେ, ଦିନରେ ଲଣ୍ଠନ ଦେଖାଉଛନ୍ତି ପ୍ରଧାନମନ୍ତ୍ରୀ ।

ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର । କହିଲେ, ମୁଁ କଣ୍ଟାବାଞ୍ଜିରୁ ବିଧାୟକ ପ୍ରାର୍ଥୀ ହୋଇଛି, ଆପଣ ମାନେ ଖୁସି ତ । post image

ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର । କହିଲେ, ମୁଁ କଣ୍ଟାବାଞ୍ଜିରୁ ବିଧାୟକ ପ୍ରାର୍ଥୀ ହୋଇଛି, ଆପଣ ମାନେ ଖୁସି ତ ।

କନ୍ଧମାଳରେ ପ୍ରଶ୍ନ, ବୀରମିତ୍ରପୁରରେ ଉତ୍ତର । ଟାଣୁଆ ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ନିଆରା ଉତ୍ତର ଦେଲେ ଭିକେ ପାଣ୍ଡିଆନ । post image

କନ୍ଧମାଳରେ ପ୍ରଶ୍ନ, ବୀରମିତ୍ରପୁରରେ ଉତ୍ତର । ଟାଣୁଆ ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ନିଆରା ଉତ୍ତର ଦେଲେ ଭିକେ ପାଣ୍ଡିଆନ ।

ଭରାସଭାରେ ପାଣ୍ଡିଆନ କହିଲେ, ଓଡ଼ିଶାରେ ନବୀନ ହାୱା ଚାଲୁଛି । କେନ୍ଦ୍ରମନ୍ତ୍ରୀଙ୍କର ଦମ୍ ଅଛି ତ କୁହନ୍ତୁ ବିଜେପି ସରକାର ନ ଆସିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି । post image

ଭରାସଭାରେ ପାଣ୍ଡିଆନ କହିଲେ, ଓଡ଼ିଶାରେ ନବୀନ ହାୱା ଚାଲୁଛି । କେନ୍ଦ୍ରମନ୍ତ୍ରୀଙ୍କର ଦମ୍ ଅଛି ତ କୁହନ୍ତୁ ବିଜେପି ସରକାର ନ ଆସିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି ।

ରଘୁନାଥପାଲ୍ଲୀରେ ବିଜେପିକୁ ପାଣ୍ଡିଆନଙ୍କ ଟାର୍ଗେଟ । କହିଲେ, ନବୀନ ପଟ୍ଟନାୟକ ମାଗଣା ବିଜୁଳି ଘୋଷଣା କଲେ ବିରୋଧୀଙ୍କୁ କରେଣ୍ଟ ଲାଗୁଛି । post image

ରଘୁନାଥପାଲ୍ଲୀରେ ବିଜେପିକୁ ପାଣ୍ଡିଆନଙ୍କ ଟାର୍ଗେଟ । କହିଲେ, ନବୀନ ପଟ୍ଟନାୟକ ମାଗଣା ବିଜୁଳି ଘୋଷଣା କଲେ ବିରୋଧୀଙ୍କୁ କରେଣ୍ଟ ଲାଗୁଛି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡେ ଗଲା? କନ୍ଧମାଳ ସଭାରୁ ବିଜେଡି ସରକାରକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । post image

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡେ ଗଲା? କନ୍ଧମାଳ ସଭାରୁ ବିଜେଡି ସରକାରକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ ।

ସବସ୍କ୍ରାଇବ କରନ୍ତୁ