Advertisment

Sunil Bhuyan

ଅତିଥି ଭବନକୁ ଅଧିକାରୀଙ୍କୁ ଡାକରା । ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ୱାନ-ଟୁ-ୱାନ୍ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । post image

ଅତିଥି ଭବନକୁ ଅଧିକାରୀଙ୍କୁ ଡାକରା । ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ୱାନ-ଟୁ-ୱାନ୍ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ନବୀନ ନିବାସରେ ବିଜେଡି ନେତା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ ଓ ଉଷା ଦେବୀ । post image

ନବୀନ ନିବାସରେ ବିଜେଡି ନେତା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ ଓ ଉଷା ଦେବୀ ।

ଉତ୍କଳମଣି ଗୋପବନ୍ଧୁଙ୍କ ଗାଁରେ ନୂଆ ମୁଖ୍ୟମନ୍ତ୍ରୀ । ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ, ଗାଁରେ ବୁଲି ଲୋକଙ୍କ ସହ କଲେ ଆଲୋଚନା ।  post image

ଉତ୍କଳମଣି ଗୋପବନ୍ଧୁଙ୍କ ଗାଁରେ ନୂଆ ମୁଖ୍ୟମନ୍ତ୍ରୀ । ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ, ଗାଁରେ ବୁଲି ଲୋକଙ୍କ ସହ କଲେ ଆଲୋଚନା । 

ନିଟ୍ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ରଦ୍ଦ ହେଲା ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ, ପୁଣି ପରୀକ୍ଷା ଦେବେ ଗ୍ରେସ୍ ମାର୍କ ପାଇଥିବା ଛାତ୍ରଛାତ୍ରୀ । post image

ନିଟ୍ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ରଦ୍ଦ ହେଲା ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ, ପୁଣି ପରୀକ୍ଷା ଦେବେ ଗ୍ରେସ୍ ମାର୍କ ପାଇଥିବା ଛାତ୍ରଛାତ୍ରୀ ।

ନ୍ୟୁଜିଲାଣ୍ଡକୁ ୧୩ ରନରେ ମାତ୍ ଦେଲା ୱେଷ୍ଟଇଣ୍ଡିଜ । ସୁପର-୮ରେ ଏଣ୍ଟ୍ରି ମାରିଲା କାରବିଆନ ଦଳ ।  post image

ନ୍ୟୁଜିଲାଣ୍ଡକୁ ୧୩ ରନରେ ମାତ୍ ଦେଲା ୱେଷ୍ଟଇଣ୍ଡିଜ । ସୁପର-୮ରେ ଏଣ୍ଟ୍ରି ମାରିଲା କାରବିଆନ ଦଳ । 

ମନ୍ତ୍ରୀ ହେବେ ବିଧାୟକ, ଆସୁଛି ଫୋନ୍ କଲ । ଜାଣନ୍ତୁ ଏଯାଏଁ କାହାକୁ ଆସିଲାଣି ଫୋନ୍ କଲ? post image

ମନ୍ତ୍ରୀ ହେବେ ବିଧାୟକ, ଆସୁଛି ଫୋନ୍ କଲ । ଜାଣନ୍ତୁ ଏଯାଏଁ କାହାକୁ ଆସିଲାଣି ଫୋନ୍ କଲ?

ୱାୟନାଡ ନା ରାୟବରେଲି ? କେଉଁ ଆସନରେ ହେବ ଉପ-ନିର୍ବାଚନ, ରାହୁଲ କହିଲେ ଦ୍ୱନ୍ଦ୍ୱରେ ଅଛି । post image

ୱାୟନାଡ ନା ରାୟବରେଲି ? କେଉଁ ଆସନରେ ହେବ ଉପ-ନିର୍ବାଚନ, ରାହୁଲ କହିଲେ ଦ୍ୱନ୍ଦ୍ୱରେ ଅଛି ।

ଆଜିଠୁ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ସରକାର । ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ । post image

ଆଜିଠୁ ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ସରକାର । ଚତୁର୍ଥଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ ।

ନବୀନ ନିବାସ ଯିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ସୌଜନ୍ୟମୂଳକ ସାକ୍ଷାତ ।  post image

ନବୀନ ନିବାସ ଯିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ସୌଜନ୍ୟମୂଳକ ସାକ୍ଷାତ । 

ଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ଛୁଟିଦିନରେ ବି ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ । post image

ଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ଛୁଟିଦିନରେ ବି ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ।

ସବସ୍କ୍ରାଇବ କରନ୍ତୁ