Advertisment

smruti sangita giri

ଭୁବନେଶ୍ୱର ସପିଂମଲରେ ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣା । ୨ ଅଭିଯୁକ୍ତ ସୁରକ୍ଷା କର୍ମୀ ଗିରଫ । କାଲି ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ହୋଇଥିଲା ଆକ୍ରମଣ

ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା । ଗାଡି ପାର୍କିଂ ପାଇଁ ପ୍ରସ୍ତୁତ ହେଲା ୨ଦିନିଆ ରୁଟ୍ ଚାର୍ଟ । ୩୧ ଓ ୧ରେ ପୁରୀକୁ ବଡଗାଡି ମନା । ଚାରିଚକିଆ, ତିନିଚକିଆ ଓ ଦୁଇଚକିଆ ଉପରେ ଲାଗିଲା କଟକଣା

ନୂଆ ବର୍ଷ ପାଇଁ ସଜେଇ ହେଉଛି ସିଂହଦ୍ୱାର । ଫୁଲରେ ସଜାଯାଇଛି ନବନିର୍ମିତ ସେଡ୍, ଆକର୍ଷଣୀୟ କରିବାକୁ ଶୁଭିବ ଭକ୍ତିପୂର୍ଣ୍ଣ ଭଜନ। ଭକ୍ତଙ୍କ ଉପରେ ନଜର ରଖିବ କ୍ୟାମେରା

ଆହୁରୀ ୩ ଦିନ ଯାଏଁ ଚାଲିବ ଶୀତର ଥାର୍ଡଡିଗ୍ରୀ। ଏହି ସବୁ ଜିଲ୍ଲାମାନଙ୍କରେ ଅନୁଭୂତ ହେବ ଭୟଙ୍କର ଜାଡ। ୧ରୁ କମିବ ଶୀତ, ବଢିବ ବର୍ଷା !

ହାଡ ଭାଙ୍ଗୁଛି ଜାଡ, ଶୀତରେ ଥରୁଛି ସାରା ଓଡିଶା...ଦାରିଙ୍ଗିବାଡିରେ ବରଫବର୍ଷା...ଘର, ଅଗଣା ଗଛପତ୍ର ସବୁଠି ଢାଙ୍କି ରହିଛି ଧଳା ଆସ୍ତରଣ

ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ । ସମାରୋହ ବାହାନାରେ ବିରୋଧୀ କରିବେ ଶକ୍ତି ପ୍ରଦର୍ଶନ । ସାମିଲ ହେବେ ରାହୁଲ, ମମତା ଓ ଶରଦ ପାୱାରଙ୍କ ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀ

ଆଜି ଓଡିଶା ମିଡିଆ ଆୱାର୍ଡ ସମାରୋହ । ଲୋକଙ୍କ ସମସ୍ୟାକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆଣିବା ସହ ତାର ସମାଧାନ ପାଇଁ ପ୍ରୟାସ କରିଥିବା ସାମ୍ବାଦିକଙ୍କୁ କରାଯିବ ସମ୍ମାନିତ

କଣ୍ଟାବାଞ୍ଜିରେ ନରବଳିର କଳଙ୍କ: ଅମାବାସ୍ୟା ତିଥିରେ ଭାଇ ପାଲଟିଲା ସଇତାନ; ତନ୍ତ୍ରମନ୍ତ୍ର ପାଇଁ ନିଜ ୧୨ ବର୍ଷର ଭଉଣୀକୁ ବଳି ଦେଇଥିବା ଅଭିଯୋଗ

ୟୁପି ପୋଲିସ ବିରୋଧରେ ପ୍ରିୟଙ୍କାଙ୍କ ସାଂଘାତିକ ଅଭିଯୋଗ । ତଣ୍ଟି ଚିପିବା ସହ ଧକ୍କା ମାରି ଅଟକାଇବା ନେଇ ଅଭିଯୋଗ କଲେ କଂଗ୍ରେସ ମହାସଚିବ

ପଦାରେ ପଡିଲା ରେଳବାଇ କର୍ତ୍ତୃପକ୍ଷଙ୍କ ଦୋମୁହାଁ ନୀତି । ଓଡିଆରେ ଛପାଯାଇଥିବା ଫର୍ମକୁ ଓଡିଆରେ ପୂରଣ କଲେ ଟିକେଟ ଦେଉନାହାଁନ୍ତି କର୍ମଚାରୀ

ସବସ୍କ୍ରାଇବ କରନ୍ତୁ