ମୁଁ ପ୍ରଫୁଲ୍ଲ ମଲ୍ଲିକ। ଇଶ୍ୱରଙ୍କ ନାଁରେ ଶପଥ ନେଉଛି…

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ପ୍ରଫୁଲ୍ଲ ମଲ୍ଲିକ ପୁଣିଥରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି । ପୂର୍ବରୁ ଖଣି ଓ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଅଭିଜ୍ଞ ରାଜନେତାଙ୍କୁ ପଞ୍ଚମ ପାଳିରେ ଭରସିଛନ୍ତି ନବୀନ ପଟ୍ଟନାୟକ । ଢ଼େଙ୍କାନାଳ କାମାକ୍ଷାନଗର…

ନବୀନଙ୍କ ନୂଆ ଟିମରେ ଶପଥ ନେଲେ ଉଷା ଦେବୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ।

କନକ ବ୍ୟୁରୋ: ପୁଣି ଥରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଶପଥ ନେଲେ ଉଷା ଦେବୀ । ପୂର୍ବରୁ ୨୦୧୧ରେ ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଉଷାଦେବୀ । ଗଞ୍ଜାମର ହେଭିୱେଟ୍ ନେତ୍ରୀ ଚିକିଟି ବିଧାୟିକା ଭାବେ ରାଜ୍ୟ ରାଜନୀତିରେ ବେଶ୍ ଦବଦବା ରଖିଛନ୍ତି । ୧୯୯୦ରେ ପ୍ରଥମଥର ପାଇଁ…

ମୁଁ ପ୍ରମିଳା ମଲ୍ଲିକ ଇଶ୍ୱରଙ୍କ ନାଁରେ ଶପଥ ନେଉଛି…

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ପ୍ରମିଳା ମଲ୍ଳିକ ପୁଣି ଥରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଯାଜପୁର ବିଞ୍ଝାରପୁର ବିଧାୟିକା ଭାବେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇସାରିଛନ୍ତି । ତେବେ ନବୀନଙ୍କ ଚତୁର୍ଥ ପାଳିରେ…

ନବୀନଙ୍କ ନୂଆ ଟିମରେ ଶପଥ ନେଲେ ନିରଞ୍ଜନ ପୂଜାରୀ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ।

କନକ ବ୍ୟୁରୋ: ପୁଣି ଥରେ ମନ୍ତ୍ରୀ ଭାବେ ଶପଥ ନେଲେ ନିରଞ୍ଜନ ପୂଜାରୀ । ପୂର୍ବରୁ ନବୀନ ସରକାରରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ନିରଞ୍ଜନ । ସୋନପୁର ବିଧାୟକ ଭାବେ ବିଜେଡିର ଗଡ଼ ବଜାୟ ରଖି ନବୀନଙ୍କ ଭରସା ଜିତି ପୁଣି ଥରେ ନବୀନଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ନିରଞ୍ଜନ ପୂଜାରୀ…

ମୁଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ… ଇଶ୍ୱରଙ୍କ ନାଁରେ ଶପଥ ନେଉଛି…

କନକ ବ୍ୟୁରୋ: ନବୀନଙ୍କ ନୂଆ ଟିମରେ ମନ୍ତ୍ରୀ ଭାବେ ଶପଥ ନେଲେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜା ସ୍ୱାଇଁଙ୍କୁ ନବୀନ ନିଜ ନୂଆ ମନ୍ତ୍ରୀମଣ୍ଡଳରେ ପୁଣି ଥରେ ରିପିଟ୍ କରିଛନ୍ତି । ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇ ସମବାୟ ଦାୟିତ୍ୱ ତୁଲାଇଥିବା ରଣେନ୍ଦ୍ର ପ୍ରତାପ…

ନବୀନଙ୍କ ନୂଆ ଟିମର ଶପଥ ସମାରୋହ: ମନ୍ତ୍ରୀମଣ୍ଡଳରେ ପ୍ରଥମେ ଶପଥ ନେଲେ ଜଗନ୍ନାଥ ସାରକା ।

କନକ ବ୍ୟୁରୋ: ବିଷମକଟ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଜଗନ୍ନାଥ ସାରକା ନବୀନଙ୍କ ନୂଆ ଟିମ୍ ର ପ୍ରଥମ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଲୋକସେବା ଭବନର କନଭେକ୍ସନ ହଲରେ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ । ୨୦୧୪ରେ…