Advertisment

Mukesh Sahu

ମହିଳାଙ୍କ ହାତରେ ଭୁବନେଶ୍ୱର ମହାନଗର ନିଗମର ଶାସନ ଡୋରି । ମେୟର ସମେତ ୪୨ ମହିଳା କର୍ପୋରେଟର ନିର୍ବାଚିତ, ନାରୀ ସଶକ୍ତିକରଣ ପାଇଁ ବଡ ସୁଯୋଗ । post image

ମହିଳାଙ୍କ ହାତରେ ଭୁବନେଶ୍ୱର ମହାନଗର ନିଗମର ଶାସନ ଡୋରି । ମେୟର ସମେତ ୪୨ ମହିଳା କର୍ପୋରେଟର ନିର୍ବାଚିତ, ନାରୀ ସଶକ୍ତିକରଣ ପାଇଁ ବଡ ସୁଯୋଗ ।

ସମ୍ବଲପୁରରେ ଜନ୍ମ ହେଲେ ଯୋଡା ଶିଶୁ କନ୍ୟା । ହାତ, ଗୋଡ, ମୁଣ୍ଡ ଅଲଗା..ଯୋଡି ହୋଇରହିଛି ବେକଠାରୁ ପେଟ ପର୍ଯ୍ୟନ୍ତ ଶରୀର । post image

ସମ୍ବଲପୁରରେ ଜନ୍ମ ହେଲେ ଯୋଡା ଶିଶୁ କନ୍ୟା । ହାତ, ଗୋଡ, ମୁଣ୍ଡ ଅଲଗା..ଯୋଡି ହୋଇରହିଛି ବେକଠାରୁ ପେଟ ପର୍ଯ୍ୟନ୍ତ ଶରୀର ।

ଆଜି ପୌର ନିର୍ବାଚନ : ସକାଳ ୮ଟାରୁ ସଂଧ୍ୟା ୫ ଯାଏଁ ମତଦାନ; ଶାନ୍ତିଶୃଙ୍ଖଳାର ପାଇଁ ମୁତୟନ ରହିବେ ୧୯୫ ପ୍ଲାଟୁନ ପୋଲିସ post image

ଟାଣୁଆ ନେତାଙ୍କୁ ସହରୀ ଝଟକା । ନବ, ସୁଶାନ୍ତ, ଟୁକୁନି, ଦିବ୍ୟଶଙ୍କରଙ୍କ ଅଞ୍ଚଳରେ ଜିତିପାରିଲେନି ବିଜେଡି ପ୍ରାର୍ଥୀ ।

ନୂଆଦିଲ୍ଲୀରେ ଉଦଘାଟିତ ହେଲା ଓଡିଶା ପର୍ବ-୨୦୨୨ । ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । post image

ନୂଆଦିଲ୍ଲୀରେ ଉଦଘାଟିତ ହେଲା ଓଡିଶା ପର୍ବ-୨୦୨୨ । ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା । ପରାଜିତ ପ୍ରାର୍ଥୀଙ୍କ ଘର ଆଗରେ ରାତି ଅଧରେ ଦୁର୍ବୃତଙ୍କ ଆତଙ୍କରାଜ । post image

ବ୍ରହ୍ମପୁରରେ ନିର୍ବାଚନ ପରବର୍ତ୍ତୀ ହିଂସା । ପରାଜିତ ପ୍ରାର୍ଥୀଙ୍କ ଘର ଆଗରେ ରାତି ଅଧରେ ଦୁର୍ବୃତଙ୍କ ଆତଙ୍କରାଜ ।

ଭାରତରେ ଆଜିଠୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ । ଦୁଇ ବର୍ଷ ପରେ ହଟିଲା କଟକଣା, କୋଭିଡ ନିୟମ ମାନି ଯାତ୍ରୀଙ୍କୁ ନେଇ ବିଦେଶ ଉଡିବ ବିମାନ । post image

ଭାରତରେ ଆଜିଠୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ । ଦୁଇ ବର୍ଷ ପରେ ହଟିଲା କଟକଣା, କୋଭିଡ ନିୟମ ମାନି ଯାତ୍ରୀଙ୍କୁ ନେଇ ବିଦେଶ ଉଡିବ ବିମାନ ।

ରାଜ୍ୟରେ ଉପର ମୁହାଁ ତେଲଦର । ୫ ଦିନରେ ବଢିଲାଣି ୪ ଥର, ପେଟ୍ରୋଲ ଓ ଡିଜେଲ ଲିଟର ପିଛା ପାଖାପାଖି ସାଢେ ୩ ଟଙ୍କା ବୃଦ୍ଧିି । post image

ରାଜ୍ୟରେ ଉପର ମୁହାଁ ତେଲଦର । ୫ ଦିନରେ ବଢିଲାଣି ୪ ଥର, ପେଟ୍ରୋଲ ଓ ଡିଜେଲ ଲିଟର ପିଛା ପାଖାପାଖି ସାଢେ ୩ ଟଙ୍କା ବୃଦ୍ଧିି ।

ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ୨ ଦିନିଆ ପୋଲାଣ୍ଡ ଗସ୍ତରେ ବାଇଡେନ୍ । କହିଲେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ହେବ । post image

ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ୨ ଦିନିଆ ପୋଲାଣ୍ଡ ଗସ୍ତରେ ବାଇଡେନ୍ । କହିଲେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ହେବ ।

ଆଇପିଏଲରେ ଟୋକିଓ ଅଲମ୍ପିକ୍ସ ଖେଳାଳୀଙ୍କୁ କରାଯିବ ସମ୍ମାନିତ । ନୀରଜ ଚୋପ୍ରାଙ୍କ ସମେତ ଏହି ଖେଳାଳୀଙ୍କ ଉପରେ ହେବ ଟଙ୍କା ବର୍ଷା । post image

ଆଇପିଏଲରେ ଟୋକିଓ ଅଲମ୍ପିକ୍ସ ଖେଳାଳୀଙ୍କୁ କରାଯିବ ସମ୍ମାନିତ । ନୀରଜ ଚୋପ୍ରାଙ୍କ ସମେତ ଏହି ଖେଳାଳୀଙ୍କ ଉପରେ ହେବ ଟଙ୍କା ବର୍ଷା ।

ଆଉ କିଛି ସମୟ ପରେ ଆରମ୍ଭ ହେବ ଆଇପିଏଲ-୨୦୨୨ । ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କୁ ଆଜି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବ କି ଚେନ୍ନାଇ । post image

ଆଉ କିଛି ସମୟ ପରେ ଆରମ୍ଭ ହେବ ଆଇପିଏଲ-୨୦୨୨ । ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କୁ ଆଜି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବ କି ଚେନ୍ନାଇ ।

ସବସ୍କ୍ରାଇବ କରନ୍ତୁ