Advertisment

Anupama Rout

ପ୍ରଥମଥର ପାଇଁ କ୍ୟାମେରା ଆଗରେ ମୁହଁ ଖୋଲିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । କହିଲେ ଜବତ ଟଙ୍କା ସହ କଂଗ୍ରେସର ନାହିଁ କୌଣସି ସମ୍ପର୍କ  ।

ଜୁନ୍ ୩୦ ସୁଦ୍ଧା ପରିବହନ ଗାଡିରେ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ ବାଧ୍ୟତାମୂଳକ । ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ।

ମଦ ବ୍ୟବସାୟୀଙ୍କ ଠିକଣାରେ ଆଇଟି ଚଢଉକୁ ନେଇ ରାଜନୀତି ଜୋର୍ । ବଲାଙ୍ଗୀର ସମେତ, ବିଭିନ୍ନ ସ୍ଥାନରେ ବିଜେପିର ବିକ୍ଷୋଭ ।

ଫ୍ରିଜ ଖୋଲି ଫ୍ରୁଟି ପିଇଲେ, ଲୁଟି ନେଲେ ସୁନା ଅଳଙ୍କାର । ଭୁବନେଶ୍ୱର ଗାଡ଼କଣରେ ୫ଟି ଫ୍ଲାଟରୁ ଲୁଟ୍ ।

ଚାଷୀଙ୍କୁ ସର୍ତ୍ତ ଅଡୁଆ । ନଳକୂପ ପାଇବା ପାଇଁ ବ୍ୟାଙ୍କ ଆଗରେ ଚାଷୀଙ୍କ ଭିଡ ।

୧୫ ଡିଗ୍ରୀ ତଳେ ଟ୍ୱିନ ସିଟିର ପାରଦ । ସବୁଠୁ ଥଣ୍ଡା ସହର ଜି. ଉଦୟଗିରି । 

ଲଗାତାର ଦ୍ୱିତୀୟ ଦିନରେ ବଢ଼ିଲା ସେୟାର ମାର୍କେଟ । ୭୦ ହଜାର ଉପରେ ସେନସେକ୍ସ, ୨୧ ହଜାର ଉପରେ ନିଫ୍ଟି ।

ଜେଲରୁ ବାହାରି ଲ’ ପରୀକ୍ଷା ଦେବାକୁ ଗଲେ ଅର୍ଚ୍ଚନା ନାଗ । ୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଛନ୍ତି ଅର୍ଚ୍ଚନା । 

କଟକ ପରେ ଭୁବନେଶ୍ୱରରେ ମଧ୍ୟ ସିିରିଜ୍ ଚୋରୀ । ୫ଟି ଫ୍ଲାଟରେ କଳାକନା ବୁଲାଇଲେ ଚୋର ।

ବ୍ୟାଙ୍କ ଲକର ଖୋଲୁଛି ଆୟକର ବିଭାଗ । ବହୁ ପରିମାଣର ସୁନା ଜବତ ସୂଚନା । ଆଜି ବଲାଙ୍ଗୀରରେ ଲକର ଖୋଲିପାରେ ଇଡି ।

ସବସ୍କ୍ରାଇବ କରନ୍ତୁ