Advertisment

Anupama Rout

ନବକଳେବର ହେବେ ମହାପ୍ରଭୁ ଜଗନ୍ନାଥ । ଭୋପାଳ ବିିଦିସାରେ ମହାପ୍ରଭୁଙ୍କୁ ରଥରେ ପାଛୋଟି ନେଉଛନ୍ତି ଲୋକେ ।

୫୬ ବର୍ଷରେ ଦ୍ୱିତୀୟ ବିବାହ କଲେ ଅର୍ବାଜ ଖାନ । ମୁମ୍ବାଇରେ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ସୁରାଙ୍କୁ କଲେ ବିବାହ ।

ଭାରତୀୟ କୁସ୍ତି ସଂଘ ରଦ୍ଦ ପରେ ପରିଚାଳନା ପାଇଁ ଗଠନ ହେବ ଆଡହକ କମିଟି । ଅସ୍ଥାୟୀ କମିଟି ଗଠନ ପାଇଁ ଇଣ୍ଡିଆନ ଅଲମ୍ପିକ ସଂଘକୁ କ୍ରୀଡା ମନ୍ତ୍ରଣାଳୟର ନିର୍ଦ୍ଦେଶ ।

୨୦୨୪ ପାଇଁ ବିଜେପିର ରଣନୀତି । ଗୋଟିଏ ପରିବାର ପାଇଁ ଜଣେ ବିଜେପି କର୍ମୀଙ୍କୁ ଦାୟିତ୍ୱ। ଘରକୁ ଘର ଯିବେ ବିଧାୟକ ଓ ସାଂସଦ ।

କମୁଛି ଶୀତ, ବଢୁଛି କୁହୁଡି । ଘନ କୁହୁଡି ନେଇ ଆଜି ୨୦ ଜିଲ୍ଲାକୁ ଆଲର୍ଟ । ସେପଟେ ୨ରୁ ୩ ଡିଗ୍ରୀ ବଢିଲା ତାପମାତ୍ରା ।

ରାଜଧାନୀରେ ଆତଙ୍କରାଜ । ଏୟାରପୋର୍ଟ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ନିମନ୍ତ୍ରଣ ପ୍ରକ୍ରିୟା ଆରମ୍ଭ । ମହାପ୍ରଭୁ ଲିଙ୍ଗରାଜଙ୍କ ପରେ କାଲିଠୁ ପ୍ରମୁଖ ପୀଠ ଓ ଧର୍ମଗୁରୁଙ୍କୁ କରାଯିବ ନିମନ୍ତ୍ରଣ ।

ମଧ୍ୟ ରାତିରେ ଧରାବତରଣ କଲେ ଯିଶୁଖ୍ରୀଷ୍ଟ । ବଡ଼ଦିନରେ ଭୁବନେଶ୍ୱର ସମେତ ସବୁ ଚର୍ଚ୍ଚରେ ପ୍ରବଳ ଭିଡ ।

ଶିକାରୀଙ୍କୁ ସାବାଡ କରିବା ପାଇଁ ବନବିଭାଗର ଚଢଉ । ଶିମିଳିପାଳରେ ୪ ଶିକାରୀ ସହ ୬ ଅଭିଯୁକ୍ତ ଗିରଫ । ମାରାଣାସ୍ତ୍ର ସହ ଚୋରାକାଠ ଜବତ ।

ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର । କନ୍ଧମାଳ ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ ଜୋରଦାର କମ୍ବିଂ ଅପରେସନ ।

ସବସ୍କ୍ରାଇବ କରନ୍ତୁ