0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Anupama Rout
ନ୍ୟୁଜ୍
ସାମ୍ନାକୁ ଆସିଲା ରାମଲାଲାଙ୍କ ପ୍ରତିମୂର୍ତ୍ତିିର ନୂଆ ଫଟୋ । ପରମ୍ପରା ଅନୁସାରେ ଆଖିରେ ବନ୍ଧାଯାଇଛି ପଟ । ୨୨ ତାରିଖରେ ହେବ ପ୍ରାଣ ପ୍ରତିଷ୍ଠା, ୨୩ଠାରୁ ସାଧାରଣ ଦର୍ଶନ ।
By
Anupama Rout
Jan 19, 2024
13:30
IST
ନ୍ୟୁଜ୍
ଶେଷରେ ସରକାରୀ ବାସଭବନ ଛାଡିଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା ହାଇକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ଖାଲି କଲେ ଘର ।
By
Anupama Rout
Jan 19, 2024
12:38
IST
ନ୍ୟୁଜ୍
ଓଡ଼ିଶାରୁ ଅଧିକ ଚାଉଳ ସଂଗ୍ରହ କରିବ କେନ୍ଦ୍ର । ୧୦ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ହେବ ସଂଗ୍ରହ ।ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ କେନ୍ଦ୍ରର ପଦକ୍ଷେପ ।
By
Anupama Rout
Jan 19, 2024
12:34
IST
ନ୍ୟୁଜ୍
ଡଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ବିଶ୍ୱର ସର୍ବବୃହତ ଜନବସତି ମାଜୁଲି ଦ୍ୱୀପ ଅଭିମୁଖେ ଯାତ୍ରା କରୁଛନ୍ତି କଂଗ୍ରେସ ନେତା । ଅତିକ୍ରମ କଲେଣି ୧୫ଟି ରାଜ୍ୟର ୧୧୦ ଜିଲ୍ଲା ।
By
Anupama Rout
Jan 19, 2024
12:14
IST
ନ୍ୟୁଜ୍
ଭକ୍ତଙ୍କ ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି, ପିଠା । ବିଡିଆ ପାନରେ ବ୍ୟବହୃତ ହେବ ଗୁଆ । ସୁଆର, ମହାସୁଆର ନିଯୋଗର ସଭାପତିଙ୍କ ସୂଚନା ।
By
Anupama Rout
Jan 19, 2024
12:10
IST
ନ୍ୟୁଜ୍
ସୁନ୍ଦରଗଡ଼ କୋଇଲା ବ୍ୟବସାୟୀଙ୍କ ଠିକଣାରେ ଘନ ଘନ ଚଢ଼ଉ । ଓଡ଼ିଶା ଓ ଛତିଶଗଡ଼ର ୧୦ଟି ସ୍ଥାନରେ ଯାଞ୍ଚ, ଶହେରୁ ଅଧିକ ଅଧିକାରୀ ଓ ସିଆରପିଏଫ ଫୋର୍ସ କରୁଛନ୍ତି ରେଡ ।
By
Anupama Rout
Jan 19, 2024
12:06
IST
ନ୍ୟୁଜ୍
ନକଲି ବନ୍ଧୁକରେ ଅସଲି ଲୁଟ୍ । ୨ ଭାଇଙ୍କ ଠାରୁ ଚେନ୍ ଲୁଟିବାର ଦୃଶ୍ୟ ସିସିଟିଭିରେ କଏଦ । ମୁଖ୍ୟ ଅଭିଯୁକ୍ତ ପୁନିଆକୁ ଗିରଫ କଲା କମିଶନରେଟ୍ ପୋଲିସ ।
By
Anupama Rout
Jan 19, 2024
12:01
IST
ନ୍ୟୁଜ୍
ଭୁବନେଶ୍ୱର ୪୬ ନଂ ୱାର୍ଡରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପଦଯାତ୍ରା । ଘର ଘର ବୁଲି ପଚାରି ବୁଝିଲେ ଲୋକଙ୍କ ସମସ୍ୟା ।
By
Anupama Rout
Jan 19, 2024
11:40
IST
ନ୍ୟୁଜ୍
ଜୟପୁରରୁ ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ୍ ବସ୍ । ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ।
By
Anupama Rout
Jan 19, 2024
11:23
IST
ନ୍ୟୁଜ୍
ଆଜି ଦୁର୍ଘଟଣା ପରେ ଦୁର୍ଘଟଣା । ଅନୁଗୁଳ ଟ୍ରାଫିକ୍ ଛକରେ ଆଶାକର୍ମୀଙ୍କ ଉପରେ ଚଢିଗଲା ହାଇୱା ଟ୍ରକ୍ । ଏପଟେ ଚଣ୍ଡିଖୋଲରେ ଘର ଉପରକୁ ମାଡିଗଲା ଗ୍ୟାସ୍ ଟ୍ୟାଙ୍କର ।
By
Anupama Rout
Jan 19, 2024
11:05
IST
Prev
1
...
651
652
653
Next
ସବସ୍କ୍ରାଇବ କରନ୍ତୁ