କନକ ବ୍ୟୁରୋ : ଭାରତୀୟ କ୍ରିକେଟର ଯୁବରାଜ ସିଂ ଓ ବ୍ରିଟିସ ଅଭିନେତ୍ରୀ ତଥା ମଡେଲ ହେଜେଲ କିଚଙ୍କ ବାହାଘର ଆଜି ଅନୁଷ୍ଠିତ ହେବ । ଚଣ୍ଡିଗଡ ଠାରୁ ୪୦ କିଲୋମିଟର ଦୁର ଫତେଗଡ ସାହେବ ଗୁରୁଦ୍ୱାରରେ ବହୁ ଆଡମ୍ବରର ଦୁଇ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହେବେ । ଆଜି ଶିଖ ପରଂପରାରରେ ବିବାହ ଶେଷ ହେବା ପରେ ଗୋଆରେ ହିନ୍ଦୁ ରୀତିନୀତିରେ ପୁର୍ନବିବାହ କରିବେ ।
ଏହାପରେ ଦିଲ୍ଲୀରେ ବିବାହ ଭୋଜି ଅନୁଷ୍ଠିତ ହେବ । ଏହି ବିବାହ ଉତ୍ସବରେ ଭାରତୀୟ କ୍ରିକେଟ ଦଳର ବହୁ ସଦସ୍ୟ ଓ ବଲିଉଡର ଅଭିନେତା, ଅଭିନେତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଅନୁଷ୍ଠିତ ସଙ୍ଗୀତ ଉତ୍ସବରେ ଯୁବରାଜ ଓ ହେଜେଲ କିଚ ଏକାଠି ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/h.jpg)