Advertisment

ଦେଶ ବିଦେଶ

ଭାରତକୁ ଉସୁକାଉଛି ପାକିସ୍ତାନ

ପୁଣି ଭାରତକୁ ଉସୁକାଇଲା ଇସଲାମାବାଦ,  ତାଲିବାନର ନିଷ୍ପତ୍ତି ଦିଲ୍ଲୀରୁ ହେଉଥିବା ସାଂଘାତିକ୍ ଅଭିଯୋଗ ଆଣିଲେ ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ

ବାରମ୍ବାର ବୟାନ ବଦଳାଉଛି ପୁରୁଷବନ୍ଧୁ

ଓଡ଼ିଆ ଡାକ୍ତରୀଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା,  ଜେରା ବେଳେ ବାରମ୍ବାର ବୟାନ ବଦଳାଉଛି ପୁରୁଷବନ୍ଧୁ

କୋଟିଆରେ ରାସନ୍‌ ବାଣ୍ଟିବ ଆନ୍ଧ୍ର!

ପୁଣି ଆନ୍ଧ୍ରର ମନମାନି । କୋଟିଆ ଲୋକଙ୍କୁ ମାଗଣା ରାସନ ଦେବାକୁ ବାଣ୍ଟିଲା ଡିଜିଟାଲ ରାସନକାର୍ଡ

ଟ୍ରମ୍ପ-ପୁଟିନ୍ ଆଲୋଚନା

ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ପୁଣି ପୁଟିନଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି,  ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ସକାରାତ୍ମକ ହୋଇଥିବା ଟ୍ରମ୍ପଙ୍କ ସୂଚନା

୨୦୦ ମାଓ କରିବେ ଆତ୍ମସମର୍ପଣ

ହ୍ରାସ ପାଇବାରେ ଲାଗିଛି ମାଓ ସଂଗଠନ,  ଛତିଶଗଡ଼ ଜଗଦଲପୁରରେ ୨୦୦ ମାଓ କରିବେ ଆତ୍ମସମର୍ପଣ

ବିହାରରେ ପ୍ରଚାର କରିବେ ମୋହନ

ବିହାର ନିର୍ବାଚନ ପ୍ରଚାର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଙ୍କାରେ ବିଜେପି ପାଇଁ କରିବେ ପ୍ରଚାର

ବିହାର ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା

ବିହାର ବିଧାନସଭା ନିର୍ବାଚନ ପାଇଁ ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା, ପ୍ରଥମ ପର୍ଯ୍ୟାୟରେ ୪୮ଜଣିଆ ପ୍ରାର୍ଥୀଙ୍କ ନାଁ ସାମିଲ

ବିରାଟ ବିମାନରେ ବଡ଼ ସାଟେଲାଇଟ୍

ଆମେରିକାରୁ ଚେନ୍ନାଇ ଆସିଲା ବିଶାଳ ସାଟେଲାଇଟ୍‌,  ବ୍ଲ୍ୟୁବର୍ଡ୍ ୬ ଉପଗ୍ରହର ଓଜନ ୬ ହଜାର ୫ଶହ କିଲୋଗ୍ରାମ୍

କାଲି ଗୁଜରାଟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ଆସନ୍ତାକାଲି ଗୁଜରାଟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ,  ଇସ୍ତଫା ଦେଲେ ସମସ୍ତ ୧୬ ଜଣ ମନ୍ତ୍ରୀ

୫ ଲକ୍ଷ ଲାଞ୍ଚ ନେଇ ଡିଆଇଜି ଗିରଫ

ଲାଞ୍ଚ ନେଇ ଧରାପଡ଼ିଲେ ବରିଷ୍ଠ ଆଇପିଏସ୍ ଅଫିସର,  ଅଭିଯୁକ୍ତଙ୍କଠାରୁ ନେଉଥିଲେ ୫ ଲକ୍ଷ ଟଙ୍କା ଲାଞ୍ଚ

Advertisment
ସବସ୍କ୍ରାଇବ କରନ୍ତୁ