massive-explosion Photograph: (Internet)
କନକ ବ୍ୟୁରୋ : ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ଇସଲାମାବାଦରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ରୁ ଅଧିକ ଆହତ ହୋଇଛନ୍ତି । ନମାଜ ପାଠ ବେଳେ ବିସ୍ଫୋରଣ ଘଟିଥିବା ନେଇ ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ : ଇରାନ- ଆମେରିକା ଯୁଦ୍ଧ ଏଡ଼ାଇକୁ ଉଦ୍ୟମ : କତାର, ତୁର୍କୀ, ଓମାନର ପଦକ୍ଷେପ
ବିସ୍ଫୋରଣ ପରର କିଛି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଠାରେ ପୋଲିସ ଓ କିଛି ସ୍ଥାନୀୟ ବାସିନ୍ଧା ଆହତଙ୍କୁ ହସ୍ପିଟାଲଙ୍କୁ ନେଉଛନ୍ତି । ଏହି ବିସ୍ଫୋରଣଟି ପାକିସ୍ତାନ ସେନା ଓ ବାଲୁଚିସ୍ତାନ ସେନାଙ୍କ ମୁହାଁମୁହିଁର ଠିକ୍ ଦିନକ ପ ରେ ଘଟିଛି ।
Follow Us