ପାକିସ୍ତାନରେ ଟମାଟୋ କିଲୋ ୬ଶହ ଟଙ୍କା, ଅଦା ୭୫୦ ଟଙ୍କା: ଲୋକଙ୍କୁ କଲବଲ କରୁଛି ପରିବା ଦର

Advertisment

ଏହାର ପ୍ରଭାବ ପାକିସ୍ତାନ ସଂସଦ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଛି । କିଛି ସାଂସଦ ଏବେ ଟମାଟୋ କିଣିବା ପାଇଁ ସରକାରୀ ଋଣ ଦାବି କରୁଛନ୍ତି । ଅନେକ ଲୋକ ଭାରତରୁ ଶସ୍ତା ଟମାଟୋ ଆମଦାନିର ଅତୀତର ସ୍ମୃତିକୁ ମଧ୍ୟ ମନେ ପକାଇଛନ୍ତି ।

ଏହାର ପ୍ରଭାବ ପାକିସ୍ତାନ ସଂସଦ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଛି । କିଛି ସାଂସଦ ଏବେ ଟମାଟୋ କିଣିବା ପାଇଁ ସରକାରୀ ଋଣ ଦାବି କରୁଛନ୍ତି । ଅନେକ ଲୋକ ଭାରତରୁ ଶସ୍ତା ଟମାଟୋ ଆମଦାନିର ଅତୀତର ସ୍ମୃତିକୁ ମଧ୍ୟ ମନେ ପକାଇଛନ୍ତି ।

17

In Pakistan, tomatoes cost 600 Taka per kilogram Photograph: (kanaknews)

କନକ ବ୍ୟୁରୋ : ପାକିସ୍ତାନରେ ଦରଦାମ ବୃଦ୍ଧି ବର୍ତ୍ତମାନ ଶୀର୍ଷରେ ପହଞ୍ଚିଛି । ଟମାଟୋର ମୂଲ୍ୟ କିଲୋ ପିଛା ୬୦୦ ଟଙ୍କାରେ ପହଞ୍ଚିଛି । ହଠାତ୍ ଦରଦାମ୍ ବୃଦ୍ଧି ଜନସାଧାରଣଙ୍କୁ ବିଚଳିତ କରିଛି । ଏହାର ପ୍ରଭାବ ପାକିସ୍ତାନ ସଂସଦ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଛି । କିଛି ସାଂସଦ ଏବେ ଟମାଟୋ କିଣିବା ପାଇଁ ସରକାରୀ ଋଣ ଦାବି କରୁଛନ୍ତି । ଅନେକ ଲୋକ ଭାରତରୁ ଶସ୍ତା ଟମାଟୋ ଆମଦାନିର ଅତୀତର ସ୍ମୃତିକୁ ମଧ୍ୟ ମନେ ପକାଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଜଣେ ପାକିସ୍ତାନୀ ସାଂସଦ ଟମାଟୋର ବର୍ଦ୍ଧିତ ମୂଲ୍ୟ ଉପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, ଏଗୁଡ଼ିକୁ ପାଇବା କଷ୍ଟକର । ପାକିସ୍ତାନରେ ଟମାଟୋର ମୂଲ୍ୟ ବୃଦ୍ଧି ମୁଖ୍ୟତଃ ପାକିସ୍ତାନ-ଆଫଗାନିସ୍ତାନ ସୀମା ବନ୍ଦ ହେବା ଯୋଗୁ ହେଉଛି । ସୀମା ବନ୍ଦ ହେବା ଯୋଗୁ ଉଭୟ ଦେଶ ପ୍ରତିଦିନ ପ୍ରାୟ ୧୦ ଲକ୍ଷ ଡଲାର କ୍ଷତି ସହୁଛନ୍ତି । 

୧୮ ଦିନରେ ଭାଙ୍ଗିଲା ଇସ୍ରାଏଲ-ହମାସ ଯୁଦ୍ଧବିରତି: ହମାସର ଅସ୍ତ୍ର ଭଣ୍ଡାର ଓ ସୁଡ଼ଙ୍ଗ ଉପରେ ବୋମାମାଡ଼

ଟମାଟୋ କିଲୋ ୬୦୦
ରସୁଣ କିଲୋ ୪୦୦ ଟଙ୍କା
ଅଦା ୭୫୦ ଟଙ୍କା
ପିଆଜ ୧୨୦ ଟଙ୍କା
ମଟର ୫୦୦ ଟଙ୍କା
କ୍ୟାପ୍ସିକମ୍ ୩୦୦ ଟଙ୍କା
ଭେଣ୍ଡି ୩୦୦ ଟଙ୍କା
କାକୁଡି ୧୫୦ ଟଙ୍କା
ଗାଜର ୨୦୦ ଟଙ୍କା 
ଲେମ୍ବୁ ୩୦୦ ଟଙ୍କା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe