ତୃତୀୟ ସନ୍ତାନ ଜନ୍ମ ଦେଲେ ମିଳିବ ୨୫ ହଜାର ଟଙ୍କା

Advertisment

ତୃତୀୟ ସନ୍ତାନ ପାଇଁ ଅତିରିକ୍ତ ସୁବିଧା ପ୍ରଦାନ କରିବାର ଯୋଜନା ମଧ୍ୟ ରହିଛି । ୫ ବର୍ଷ ପାଇଁ ମାସିକ ୧ ହଜାର ଟଙ୍କା ସହାୟତା ମିଳିବ । ପିଲାଟି ୧୮ ବର୍ଷ ବୟସ ପର୍ଯ୍ୟନ୍ତ ମାଗଣାରେ ପଢ଼ିବା ବ୍ୟବସ୍ଥା ମଧ୍ୟ କରାଯାଉଛି ।

ତୃତୀୟ ସନ୍ତାନ ପାଇଁ ଅତିରିକ୍ତ ସୁବିଧା ପ୍ରଦାନ କରିବାର ଯୋଜନା ମଧ୍ୟ ରହିଛି । ୫ ବର୍ଷ ପାଇଁ ମାସିକ ୧ ହଜାର ଟଙ୍କା ସହାୟତା ମିଳିବ । ପିଲାଟି ୧୮ ବର୍ଷ ବୟସ ପର୍ଯ୍ୟନ୍ତ ମାଗଣାରେ ପଢ଼ିବା ବ୍ୟବସ୍ଥା ମଧ୍ୟ କରାଯାଉଛି ।

3rd child

3rd child Photograph: (Internet)

କନକ ବ୍ୟୁରୋ : ଆନ୍ଧ୍ର ପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ଦେଲେ ବାପାମାଆଙ୍କୁ ମିଳିବ ୨୫ ହଜାର ଟଙ୍କା । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏହି ଘୋଷଣା କରିଛନ୍ତି । ଜନ୍ମହାର ହ୍ରାସ ପାଉଥିବାରୁ  ରାଜ୍ୟ ଯୁବ କର୍ମଜୀବୀ ଅଭାବର ସମ୍ମୁଖୀନ ହୋଇପାରେ । ଏହି ସମସ୍ୟାର  ସମାଧାନ ପାଇଁ ରାଜ୍ୟ ସରକାର ନୂଆ ଜନସଂଖ୍ୟା ନୀତି ଆଣିବାକୁ ଯାଉଛନ୍ତି । ତୃତୀୟ ସନ୍ତାନ ଜନ୍ମ ସମୟରେ ସରକାର ୨୫ ହଜାର ଟଙ୍କା ଦେବେ ।

ଅଧିକ ପଢ଼ନ୍ତୁ : ମମତା ବାନାର୍ଜୀଙ୍କ ଉପରେ ରାଗିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମଞ୍ଚ ଉପରୁ ବେଙ୍ଗଲ ସରକାରଙ୍କ କାର୍ଯ୍ୟଶୈଳୀକୁ କଲେ ନିନ୍ଦା

ଏହା ସହ ତୃତୀୟ ସନ୍ତାନ ପାଇଁ ଅତିରିକ୍ତ ସୁବିଧା ପ୍ରଦାନ କରିବାର ଯୋଜନା ମଧ୍ୟ ରହିଛି । ୫ ବର୍ଷ ପାଇଁ ମାସିକ ୧ ହଜାର ଟଙ୍କା ସହାୟତା ମିଳିବ । ପିଲାଟି ୧୮ ବର୍ଷ ବୟସ ପର୍ଯ୍ୟନ୍ତ ମାଗଣାରେ ପଢ଼ିବା ବ୍ୟବସ୍ଥା ମଧ୍ୟ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe