ଭଟଲି ଭାର କାହାକୁ ଦେବେ ଭୋଟର ? ବିଧାୟକ ରେସରେ ସୁଶାନ୍ତ, ସରୋଜ ଓ ଇରାଶିଷ୍

56

କନକ ବ୍ୟୁରୋ : ବରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ ଭଟଲିରେ ଭୋଟ ଦେଇ ବିଧାୟକ ବାଛୁଛନ୍ତି ଭୋଟର । ଭଟଲି, ସୋହେଲା ଓ ଆମ୍ବବୋଣା ବ୍ଳକକୁ ନେଇ ଭଟଲି ନିର୍ବାଚନ ମଣ୍ଡଳୀ । ଆମ୍ବବୋଣା ବିଜେପି ଦଖଲରେ ରହିଥିବା ବେଳେ ଭଟଲି ଓ ସୋହେଲା ବିଜେଡି କବଜାରେ ରହିଛି । ୧୯୫୭ରେ ଗଠନ ହୋଇଥିଲା ଭଟଲି ନିର୍ବାଚନମଣ୍ଡଳୀ ।

୨୦୧୯ର ଲଢେଇ
ବିଜେଡି: ସୁଶାନ୍ତ ସିଂ
କଂଗ୍ରେସ: ସରୋଜ ମହାପାତ୍ର
ବିଜେପି: ଇରାଶିଷ୍ ଆଚାର୍ଯ୍ୟ

ବିଜେଡି: ସୁଶାନ୍ତ ସିଂ
– ୨ ଥର ବିଧାୟକ
– ୨୦୧୪ରେ ଶ୍ରମ ଓ ଶକ୍ତି ମନ୍ତ୍ରୀ
– ତୃତୀୟ ଥର ପାଇଁ ବିଜେଡି ପ୍ରାର୍ଥୀ

କଂଗ୍ରେସ: ସରୋଜ ମହାପାତ୍ର
– ବରିଷ୍ଠ ନେତା
– ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି
– ଦକ୍ଷ ସଂଗଠକ

ବିଜେପି: ଇରାଶିଷ୍ ଆଚାର୍ଯ୍ୟ
– ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ
– ପଂଚାୟତ ନିର୍ବାଚନରେ ବିଜେପି ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ
– ପ୍ରଥମଥର ବିଜେପିରୁ ବିଧାନସଭା ପ୍ରାର୍ଥୀ

ମୁହାଁମୁହିଁ ପ୍ରାର୍ଥୀ
– ଦୁଇ ଦୁଇ ଥରର ବିଧାୟକ ଏବଂ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତୃତୀୟଥର ପାଇଁ ପ୍ରାର୍ଥୀ କରିଛି ବିଜେଡି
– ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ମହାପାତ୍ର
– ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ, ପଂଚାୟତ ନିର୍ବାଚନରେ ମୁଖ୍ୟ ଭୂମିକା ତୁଲାଇଥିଲେ

ଭଟଲି ବିଧାନସଭା ଆସନ
– କଂଗ୍ରେସର ଦବଦବା ରହିଛି
– ୨୦୦୯ରେ ପ୍ରଥମଥର ପାଇଁ ବିଜେଡି ଜିତିଥିଲା
– କଂଗ୍ରେସରୁ ମୋହନ ନାଗ ୪ଥର ବିଧାୟକ
– ବିମ୍ବାଧର କୁଅଁର ୩ଥର ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୨ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୬ ହଜାର ୫୯୦
– ମତ ଦେଇଥିଲେ – ୧ ଲକ୍ଷ ୬୮ ହଜାର ୨୫୧
– ଭୋଟଦାନ ହାର – ୮୧.୪୪%

୨୦୧୪ର ଫଳାଫଳ
ପ୍ରାର୍ଥୀ                                ଦଳ            ଭୋଟ             ପ୍ରତିଶତ          ଫଳାଫଳ
ସୁଶାନ୍ତ ସିଂ                     ବିଜେଡି           ୭୫,୦୭୭      ୪୪.୬୨%              ବିଜୟୀ
ପ୍ରକାଶ ଚନ୍ଦ୍ର ଦେବତା         କଂଗ୍ରେସ          ୧୦,୫୦୬       ୦୬.୨୪%             ପରାସ୍ତ
ସୈାରି ଚରଣ ବାରିକ         ବିଜେପି           ୨୯,୩୧୬       ୧୭.୪୨%             ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ସୁଶାନ୍ତ ସିଂ
ଦଳ – ବିଜେଡି
ଭୋଟ – ୭୫,୦୭୭
ପ୍ରତିଶତ – ୪୪.୬୨%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ସୈାରି ଚରଣ ବାରିକ
ଦଳ – ବିଜେପି
ଭୋଟ – ୨୯,୩୧୬
ପ୍ରତିଶତ – ୧୭.୪୨%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ପ୍ରକାଶ ଚନ୍ଦ୍ର ଦେବତା
ଦଳ – କଂଗ୍ରେସ
ଭୋଟ – ୧୦,୫୦୬
ପ୍ରତିଶତ – ୦୬.୨୪%
ଫଳାଫଳ – ପରାସ୍ତ

ସ୍ୱାଧୀନର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ସୁଶାନ୍ତ ମିଶ୍ର
ଦଳ – ସ୍ୱାଧୀନ
ଭୋଟ – ୩୭,୪୯୬
ପ୍ରତିଶତ – ୨୨.୨୯%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ସୁଶାନ୍ତ ସିଂ ନିର୍ବାଚନ ଜିତିଥିଲେ
– ୭୫ ହଜାର ୭୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– ସ୍ୱାଧୀନ ପ୍ରାର୍ଥୀ ସୁଶାନ୍ତ ମିଶ୍ରଙ୍କୁ ପରାସ୍ତ କରିଥିଲେ
– ୩୭ ହଜାର ୫୮୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୧ ହଜାର ୭୫୧
– ମତ ଦେଇଥିଲେ – ୧ ଲକ୍ଷ ୪୨ ହଜାର ୦୯୩
– ଭୋଟଦାନ ହାର – %

୨୦୦୯ର ଫଳାଫଳ
ପ୍ରାର୍ଥୀ                           ଦଳ                 ଭୋଟ            ପ୍ରତିଶତ            ଫଳାଫଳ
ସୁଶାନ୍ତ ସିଂ                     ବିଜେଡି           ୬୦,୫୦୨        ୪୨.୫୮%          ବିଜୟୀ
ପ୍ରକାଶ ଚନ୍ଦ୍ର ଦେବତା          କଂଗ୍ରେସ         ୫୫,୭୩୧        ୩୯.୨୨%           ପରାସ୍ତ
ବିମ୍ବାଧର କୁଅଁର               ବିଜେପି          ୧୭,୦୭୫         ୧୨.୦୨%           ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସୁଶାନ୍ତ ସିଂ
ଦଳ – ବିଜେଡି
ଭୋଟ – ୬୦,୫୦୨
ପ୍ରତିଶତ – ୪୨.୫୮%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ବିମ୍ବାଧର କୁଅଁର
ଦଳ – ବିଜେପି
ଭୋଟ – ୧୭,୦୭୫
ପ୍ରତିଶତ – ୧୨.୦୨%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ପ୍ରକାଶ ଚନ୍ଦ୍ର ଦେବତା
ଦଳ – କଂଗ୍ରେସ
ଭୋଟ – ୫୫,୭୩୧
ପ୍ରତିଶତ – ୩୯.୨୨%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡ଼ିର ସୁଶାନ୍ତ ସିଂ ବିଜୟ ହାସଲ କରିଥିଲେ
– ୬୦ ହଜାର ୫୦୨ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ଦେବତାଙ୍କୁ ପରାସ୍ତ କରିଥିଲେ
– ୪ ହଜାର ୭୭୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୩ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ ବିଜେପି ପ୍ରାର୍ଥୀ ବଦଳାଇଥିଲା
– ବିଜେପିର ବିମ୍ବାଧର କୁଅଁରଙ୍କ ବଦଳରେ ସୌରିଚରଣ ବାରିକ ନିର୍ବାଚନ ଲଢ଼ିଥିଲେ ।
– ବିଧାୟକ ସୁଶାନ୍ତ ସିଂହଙ୍କୁ ପୁଣି ପ୍ରାର୍ଥୀ କରି ୩୭ ହଜାରରୁ ଅଧିକ ଭୋଟରେ ଜିତିଥିଲା ବିଜେଡ଼ି
– ୨୦୦୯ରେ ୪ ହଜାର ଭୋଟରେ ହାରିଥିବା ପ୍ରକାଶ ଚନ୍ଦ୍ର ଦେବତାଙ୍କୁ ପ୍ରାର୍ଥୀ କରି କଂଗ୍ରେସ ୨୦୧୪ରେ ମାତ୍ର ୧୦ ହଜାର ଭୋଟ୍ ପାଇଥିଲା

Comments are closed.