କନକ ବ୍ୟୁରୋ : ବରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ ଭଟଲିରେ ଭୋଟ ଦେଇ ବିଧାୟକ ବାଛୁଛନ୍ତି ଭୋଟର । ଭଟଲି, ସୋହେଲା ଓ ଆମ୍ବବୋଣା ବ୍ଳକକୁ ନେଇ ଭଟଲି ନିର୍ବାଚନ ମଣ୍ଡଳୀ । ଆମ୍ବବୋଣା ବିଜେପି ଦଖଲରେ ରହିଥିବା ବେଳେ ଭଟଲି ଓ ସୋହେଲା ବିଜେଡି କବଜାରେ ରହିଛି । ୧୯୫୭ରେ ଗଠନ ହୋଇଥିଲା ଭଟଲି ନିର୍ବାଚନମଣ୍ଡଳୀ ।
୨୦୧୯ର ଲଢେଇ
ବିଜେଡି: ସୁଶାନ୍ତ ସିଂ
କଂଗ୍ରେସ: ସରୋଜ ମହାପାତ୍ର
ବିଜେପି: ଇରାଶିଷ୍ ଆଚାର୍ଯ୍ୟ
ବିଜେଡି: ସୁଶାନ୍ତ ସିଂ
- ୨ ଥର ବିଧାୟକ
- ୨୦୧୪ରେ ଶ୍ରମ ଓ ଶକ୍ତି ମନ୍ତ୍ରୀ
- ତୃତୀୟ ଥର ପାଇଁ ବିଜେଡି ପ୍ରାର୍ଥୀ
କଂଗ୍ରେସ: ସରୋଜ ମହାପାତ୍ର
- ବରିଷ୍ଠ ନେତା
- ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି
- ଦକ୍ଷ ସଂଗଠକ
ବିଜେପି: ଇରାଶିଷ୍ ଆଚାର୍ଯ୍ୟ
- ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ
- ପଂଚାୟତ ନିର୍ବାଚନରେ ବିଜେପି ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ
- ପ୍ରଥମଥର ବିଜେପିରୁ ବିଧାନସଭା ପ୍ରାର୍ଥୀ
ମୁହାଁମୁହିଁ ପ୍ରାର୍ଥୀ
- ଦୁଇ ଦୁଇ ଥରର ବିଧାୟକ ଏବଂ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତୃତୀୟଥର ପାଇଁ ପ୍ରାର୍ଥୀ କରିଛି ବିଜେଡି
- ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ମହାପାତ୍ର
- ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ, ପଂଚାୟତ ନିର୍ବାଚନରେ ମୁଖ୍ୟ ଭୂମିକା ତୁଲାଇଥିଲେ
ଭଟଲି ବିଧାନସଭା ଆସନ
- କଂଗ୍ରେସର ଦବଦବା ରହିଛି
- ୨୦୦୯ରେ ପ୍ରଥମଥର ପାଇଁ ବିଜେଡି ଜିତିଥିଲା
- କଂଗ୍ରେସରୁ ମୋହନ ନାଗ ୪ଥର ବିଧାୟକ
- ବିମ୍ବାଧର କୁଅଁର ୩ଥର ବିଧାୟକ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୨ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୬ ହଜାର ୫୯୦
- ମତ ଦେଇଥିଲେ – ୧ ଲକ୍ଷ ୬୮ ହଜାର ୨୫୧
- ଭୋଟଦାନ ହାର – ୮୧.୪୪%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ସୁଶାନ୍ତ ସିଂ ବିଜେଡି ୭୫,୦୭୭ ୪୪.୬୨% ବିଜୟୀ
ପ୍ରକାଶ ଚନ୍ଦ୍ର ଦେବତା କଂଗ୍ରେସ ୧୦,୫୦୬ ୦୬.୨୪% ପରାସ୍ତ
ସୈାରି ଚରଣ ବାରିକ ବିଜେପି ୨୯,୩୧୬ ୧୭.୪୨% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ସୁଶାନ୍ତ ସିଂ
ଦଳ - ବିଜେଡି
ଭୋଟ - ୭୫,୦୭୭
ପ୍ରତିଶତ - ୪୪.୬୨%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ସୈାରି ଚରଣ ବାରିକ
ଦଳ - ବିଜେପି
ଭୋଟ - ୨୯,୩୧୬
ପ୍ରତିଶତ - ୧୭.୪୨%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ପ୍ରକାଶ ଚନ୍ଦ୍ର ଦେବତା
ଦଳ - କଂଗ୍ରେସ
ଭୋଟ - ୧୦,୫୦୬
ପ୍ରତିଶତ - ୦୬.୨୪%
ଫଳାଫଳ - ପରାସ୍ତ
ସ୍ୱାଧୀନର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ସୁଶାନ୍ତ ମିଶ୍ର
ଦଳ - ସ୍ୱାଧୀନ
ଭୋଟ - ୩୭,୪୯୬
ପ୍ରତିଶତ - ୨୨.୨୯%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ସୁଶାନ୍ତ ସିଂ ନିର୍ବାଚନ ଜିତିଥିଲେ
- ୭୫ ହଜାର ୭୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- ସ୍ୱାଧୀନ ପ୍ରାର୍ଥୀ ସୁଶାନ୍ତ ମିଶ୍ରଙ୍କୁ ପରାସ୍ତ କରିଥିଲେ
- ୩୭ ହଜାର ୫୮୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୧ ହଜାର ୭୫୧
- ମତ ଦେଇଥିଲେ – ୧ ଲକ୍ଷ ୪୨ ହଜାର ୦୯୩
- ଭୋଟଦାନ ହାର – %
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ସୁଶାନ୍ତ ସିଂ ବିଜେଡି ୬୦,୫୦୨ ୪୨.୫୮% ବିଜୟୀ
ପ୍ରକାଶ ଚନ୍ଦ୍ର ଦେବତା କଂଗ୍ରେସ ୫୫,୭୩୧ ୩୯.୨୨% ପରାସ୍ତ
ବିମ୍ବାଧର କୁଅଁର ବିଜେପି ୧୭,୦୭୫ ୧୨.୦୨% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ସୁଶାନ୍ତ ସିଂ
ଦଳ - ବିଜେଡି
ଭୋଟ - ୬୦,୫୦୨
ପ୍ରତିଶତ – ୪୨.୫୮%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ବିମ୍ବାଧର କୁଅଁର
ଦଳ - ବିଜେପି
ଭୋଟ - ୧୭,୦୭୫
ପ୍ରତିଶତ - ୧୨.୦୨%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ପ୍ରକାଶ ଚନ୍ଦ୍ର ଦେବତା
ଦଳ - କଂଗ୍ରେସ
ଭୋଟ - ୫୫,୭୩୧
ପ୍ରତିଶତ - ୩୯.୨୨%
ଫଳାଫଳ – ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ସୁଶାନ୍ତ ସିଂ ବିଜୟ ହାସଲ କରିଥିଲେ
- ୬୦ ହଜାର ୫୦୨ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ଦେବତାଙ୍କୁ ପରାସ୍ତ କରିଥିଲେ
- ୪ ହଜାର ୭୭୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୩ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ ବିଜେପି ପ୍ରାର୍ଥୀ ବଦଳାଇଥିଲା
- ବିଜେପିର ବିମ୍ବାଧର କୁଅଁରଙ୍କ ବଦଳରେ ସୌରିଚରଣ ବାରିକ ନିର୍ବାଚନ ଲଢ଼ିଥିଲେ ।
- ବିଧାୟକ ସୁଶାନ୍ତ ସିଂହଙ୍କୁ ପୁଣି ପ୍ରାର୍ଥୀ କରି ୩୭ ହଜାରରୁ ଅଧିକ ଭୋଟରେ ଜିତିଥିଲା ବିଜେଡ଼ି
- ୨୦୦୯ରେ ୪ ହଜାର ଭୋଟରେ ହାରିଥିବା ପ୍ରକାଶ ଚନ୍ଦ୍ର ଦେବତାଙ୍କୁ ପ୍ରାର୍ଥୀ କରି କଂଗ୍ରେସ ୨୦୧୪ରେ ମାତ୍ର ୧୦ ହଜାର ଭୋଟ୍ ପାଇଥିଲା