କନକ ବ୍ୟୁରୋ : ପାରଳାଖେମୁଣ୍ଡି ପାଇଁ ବିଧାୟକ ବାଛୁଛନ୍ତି ଭୋଟର । ଏଥର କାହାକୁ ବାଛିବେ ଭୋଟର ? ପାରଳାଖେମୁଣ୍ଡି, କାଶୀନଗର ବ୍ଳକ୍ ଓ ଏନଏସି, ଗୁମ୍ମା ଓ ଗୋଷାଣୀ ବ୍ଳକକୁ ନେଇ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଗଠିତ । କାଶୀନଗର ବ୍ଲକ ଓ ଏନଏସି, ପାରଳାଖେମୁଣ୍ଡି ମ୍ୟୁନିସପାଲଟି ଓ ଗୋଷାଣୀ ବ୍ଳକ୍ ବିଜେଡି ଦଖଲରେ ରହିଛି । ଗୁମ୍ମା ବ୍ଳକ୍ କଂଗ୍ରେସ କବଜାରେ ରହିଛି ।
୨୦୧୯ର ଲଢେଇ
ବିଜେଡି : କଲ୍ୟାଣୀ ଦେବୀ
କଂଗ୍ରେସ : କେ. ସୂର୍ଯ୍ୟା ରାଓ
ବିଜେପି : କେ. ନାରାୟଣ ରାଓ
ବିଜେଡି: କଲ୍ୟାଣୀ ଦେବୀ
- ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ନାତୁଣୀ
- ପୂର୍ବତନ ସାଂସଦ ତଥା ପାରଳା ରାଜା ଗୋପିନାଥ ଗଜପତିଙ୍କ ଝିଅ
- ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ
- ନିକଟରେ ବିଜେଡିରେ ସାମିଲ ହୋଇଥିଲେ
କଂଗ୍ରେସ: କେ. ସୂର୍ଯ୍ୟ ରାଓ
- ୨୦୧୪ରେ ବିଧାୟକ
- ପାରଳାଖେମୁଣ୍ଡି ତେଲୁଗୁ ସଂପ୍ରଦାୟର ବଡ ଭୋଟ୍ ବ୍ୟାଙ୍କ ରହିଛି
- ପ୍ରଥମ ଥର ଲଢି ବିଧାୟକ ହୋଇଥିଲେ
- ଗଜପତି ଜିଲ୍ଲାର ଯୁବ ସଂଗଠକ
ବିଜେପି: କେ. ନାରାୟଣ ରାଓ
- ୨୦୦୯ରେ ବିଧାୟକ ହୋଇଥିଲେ
- ୨୦୧୪ରେ ବିଜେଡିରୁ ୧୪୧୯ ଖଣ୍ଡ ଭୋଟ୍ ବ୍ୟବଧାନରେ ହାରିଥିଲେ
- ଟିକେଟ୍ ନମିଳିବାରୁ ବିଜେପିରେ ସାମିଲ ହୋଇଛନ୍ତି
- ପାରଳାଖେମୁଣ୍ଡିରେ ବିଜେଡି ବିଦ୍ରୋହୀ ପ୍ରାର୍ଥୀ
- ବରିଷ୍ଠ ନେତା, ଦୃଢ ସଂଗଠକ
ମୈଦାନରେ ମହିଳା ପ୍ରାର୍ଥୀ
- କଲ୍ୟାଣୀ ଦେବୀ (ବିଜେଡି)
ମୁହାଁମୁହିଁ ପ୍ରାର୍ଥୀ
- କେ. ନାରାୟଣ ରାଓ ୨୦୦୯ରେ ବିଜେଡିରୁ ବିଧାୟକ ହୋଇଥିଲେ
- ଏବେ ଟିକେଟ୍ ନମିଳିବାରୁ ବିଜେପିରେ ଯୋଗ ଦେଇଛନ୍ତି
- କଂଗ୍ରେସ ପ୍ରାର୍ଥୀ କେ. ସୂର୍ଯ୍ୟ ରାଓ ୨୦୧୪ରେ ବିଧାୟକ ହୋଇଛନ୍ତି
- ବିଜେଡି ପ୍ରାର୍ଥୀ କଲ୍ୟାଣୀ ଦେବୀ ପାରଳା ରାଜା ଗୋପିନାଥ ଗଜପତିଙ୍କ ଝିଅ
- ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି କଲ୍ୟାଣୀ ଦେବୀ
ପାରଳାଖେମୁଣ୍ଡି ବିଧାନସଭା ଆସନ
- ପାରଳାଖେମୁଣ୍ଡି କଂଗ୍ରେସର ଗଡ
- ତ୍ରିନାଥ ସାହୁ ୩ ଥର( ୧୯୯୫ରୁ ୨୦୦୪) ବିଧାୟକ ହୋଇଥିଲେ
- ୨୦୦୯ରେ ବିଜେଡି ଜିତିଥିଲା
- ୨୦୧୪ରେ ପୁଣି କଂଗ୍ରେସ ଜିତିଲା
- ପାରଳା ରାଜପରିବାରର ଦଖଲ ରହିଛି
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୪ ହଜାର ୪୮୪
- ମତ ଦେଇଥିଲେ – ୧ ଲକ୍ଷ ୩୫ ହଜାର ୦୦୧
- ଭୋଟଦାନ ହାର – ୬୯.୪୧ %
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
କେ.ନାରାୟଣ ରାଓ ବିଜେଡି ୫୯,୫୯୫ ୪୪.୧୪% ପରାସ୍ତ
କେ. ସୂର୍ଯ୍ୟ ରାଓ କଂଗ୍ରେସ ୬୧,୦୧୪ ୪୫.୨୦% ବିଜୟୀ
ତ୍ରିପତି ନାୟକ ବିଜେପି ୬୯୩୮ ୫.୧୪% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - କେ.ନାରାୟଣ ରାଓ
ଦଳ - ବିଜେଡି
ଭୋଟ - ୫୯,୫୯୫
ପ୍ରତିଶତ - ୪୪.୧୪%
ଫଳାଫଳ - ପରାସ୍ତ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ତ୍ରିପତି ନାୟକ
ଦଳ - ବିଜେପି
ଭୋଟ - ୬୯୩୮
ପ୍ରତିଶତ - ୫.୧୪%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - କେ. ସୂର୍ଯ୍ୟ ରାଓ
ଦଳ - କଂଗ୍ରେସ
ଭୋଟ - ୬୧,୦୧୪
ପ୍ରତିଶତ - ୪୫.୨୦%
ଫଳାଫଳ – ବିଜୟୀ
କିଏ ମାରିଥିଲା ବାଜି?
- କଂଗ୍ରେସର କେ. ସୂର୍ଯ୍ୟ ରାଓ ବିଜୟୀ ହୋଇଥିଲେ
- ୫୯ ହଜାର ୫୯୫ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ କେ.ନାରାୟଣ ରାଓଙ୍କୁ ପରାସ୍ତ କରିଥିଲେ
- ୧୪୧୯ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ବିଜେପି ପ୍ରାର୍ଥୀଙ୍କ ସମେତ ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୯ ହଜାର ୭୭୦
- ମତ ଦେଇଥିଲେ – ୧ ଲକ୍ଷ ୧୪ ହଜାର ୫୨୬
- ଭୋଟଦାନ ହାର –
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
କେ. ନାରାୟଣ ରାଓ ବିଜେଡି ୫୮୫୨୮ ୫୧.୧୦% ବିଜୟୀ
ତ୍ରୀନାଥ ସାହୁ କଂଗ୍ରେସ ୪୩୫୮୭ ୩୮.୦୬% ପରାସ୍ତ
ଟି.କୁରାନା ବିଜେପି ୬୬୮୬ ୫.୮୪% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - କେ. ନାରାୟଣ ରାଓ
ଦଳ - ବିଜେଡି
ଭୋଟ - ୫୮୫୨୮
ପ୍ରତିଶତ - ୫୧.୧୦%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଟି.କୁରାନା
ଦଳ - ବିଜେପି
ଭୋଟ - ୬୬୮୬
ପ୍ରତିଶତ - ୫.୮୪%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ତ୍ରୀନାଥ ସାହୁ
ଦଳ - କଂଗ୍ରେସ
ଭୋଟ - ୪୩୫୮୭
ପ୍ରତିଶତ - ୩୮.୦୬%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର କେ. ନାରାୟଣ ରାଓ ବିଜୟୀ ହୋଇଥିଲେ
- ୫୮ ହଜାର ୫୨୮ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ତ୍ରୀନାଥ ସାହୁଙ୍କୁ ପରାସ୍ତ କରିଥିଲେ
- ୧୪ ହଜାର ୯୪୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ବଦଳିଥିଲେ ।
- ତ୍ରୀନାଥ ସାହୁଙ୍କ ସ୍ଥାନରେ କେ. ସୂର୍ଯ୍ୟା ରାଓଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ ଏବଂ ବିଜୟୀ ହୋଇଥିଲା ।
- ଟି. କୁରାନାଙ୍କ ବଦଳରେ ୨୦୧୪ରେ ତ୍ରିପତି ନାୟକଙ୍କୁ ବିଜେପି ପ୍ରାର୍ଥୀ କରିଥିଲା ।