କନକ ବ୍ୟୁରୋ : ପଦମପୁରରେ ଭୋଟ ଦେଉଛନ୍ତି ଭୋଟର । ଜନତାଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ । ଝାରବନ୍ଧ, ପାଇକମାଳ ଓ ପଦମପୁର ବ୍ଲକକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠିତ । ତିନୋଟି ଯାକ ବ୍ଳକ୍ ବିଜେଡି ଦଖଲରେ ରହିଛି ।୧୯୫୧ରେ ଗଠନ ହୋଇଥିଲା ପଦ୍ମପୁର ନିର୍ବାଚନମଣ୍ଡଳୀ ।
୨୦୧୯ର ଲଢେଇ
ବିଜେଡି: ବିଜୟ ରଂଜନ ସିଂ ବରିହା
କଂଗ୍ରେସ: ସତ୍ୟଭୂଷଣ ସାହୁ
ବିଜେପି: ପ୍ରଦୀପ ପୁରୋହିତ
ବିଜେଡି: ବିଜୟ ରଞ୍ଜନ ସିଂ ବରିହା
- ଛାତ୍ର ସଂସଦ ସଭାପତିରୁ ସକ୍ରିୟ ରାଜନୀତି
- ୨୦୦୯ରେ ବିଧାୟକ ଏବଂ ମନ୍ତ୍ରୀ
- ୪ ଥର ବିଧାୟକ
- ୨୦୧୪ରେ ପରାଜିତ
କଂଗ୍ରେସ: ସତ୍ୟଭୂଷଣ ସାହୁ
- ୩ଥର ବିଧାୟକ
- ପୂର୍ବତନ ସରକାରୀ ମୁଖ୍ୟ ସଚେତକ
- ବରଗଡ ଜିଲ୍ଲା କଂଗ୍ରେସ ସଭାପତି
- ୨୦୧୪ରେ ଟିକେଟ୍ କଟିଥିଲା
ବିଜେପି: ପ୍ରଦୀପ ପୁରୋହିତ
- ଗନ୍ଧମାର୍ଦ୍ଧନ ସୁରକ୍ଷା ଅଭିଯାନରୁ ରାଜନୀତି
- ୨୦୧୪ରେ ବିଧାୟକ
- ୨୦୦୯ରେ ପରାଜିତ
ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ବିଜୟ ରଂଜନ ସିଂ ବରିହା ଚାରି ଚାରି ଥରର ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ
- ବରିଷ୍ଠ ନେତା ଏବଂ ୩ ଥରର ବିଧାୟକ ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ
- ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି
ପଦ୍ମପୁର ବିଧାନସଭା ଆସନ
- ବରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
- କଂଗ୍ରେସର ଦବଦବା ରହିଛି
- ବିକ୍ରମାଦିତ୍ୟ ସିଂ ବରିହା କଂଗ୍ରେସରୁ ୪ ଥର ବିଧାୟକ
- ବିଜୟ ରଂଜନ ସିଂ ବରିହା ୪ ଥର ବିଧାୟକ
- ସତ୍ୟଭୂଷଣ ସାହୁ କଂଗ୍ରେସରୁ ୩ ଥର ବିଧାୟକ
- ୨୦୧୪ରେ ପ୍ରଥମଥର ବିଜୟୀ ହୋଇଛି ବିଜେପି
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୨୪ ହଜାର ୩୧୨
- ମତ ଦେଇଥିଲେ – ୧ ଲକ୍ଷ ୭୮ ହଜାର ୩୩୨
- ଭୋଟଦାନ ହାର – ୭୯.୫୦%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ବିଜୟ ରଞ୍ଜନ ସିଂ ବରିହା ବିଜେଡି ୬୪,୪୨୯ ୩୬.୧୩% ପରାସ୍ତ
ପ୍ରକାଶ ନାରାୟଣ ତ୍ରିପାଠୀ କଂଗ୍ରେସ ୩୧,୧୭୯ ୧୭.୪୮% ପରାସ୍ତ
ପ୍ରଦୀପ ପୁରୋହିତ ବିଜେପି ୬୮,୯୪୨ ୩୮.୬୬% ବିଜୟୀ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ବିଜୟ ରଞ୍ଜନ ସିଂ ବରିହା
ଦଳ - ବିଜେଡି
ଭୋଟ - ୬୪,୪୨୯
ପ୍ରତିଶତ - ୩୬.୧୩%
ଫଳାଫଳ - ପରାସ୍ତ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ପ୍ରଦୀପ ପୁରୋହିତ
ଦଳ - ବିଜେପି
ଭୋଟ - ୬୮,୯୪୨
ପ୍ରତିଶତ - ୩୮.୬୬%
ଫଳାଫଳ - ବିଜୟୀ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ପ୍ରକାଶ ନାରାୟଣ ତ୍ରିପାଠୀ
ଦଳ - କଂଗ୍ରେସ
ଭୋଟ - ୩୧,୧୭୯
ପ୍ରତିଶତ - ୧୭.୪୮%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେପୁରରୁ ପ୍ରଦୀପ ପୁରୋହିତ ନିର୍ବାଚନ ଜିତିଥିଲେ
- ୬୮ ହଜାର ୯୪୨ ଖଣ୍ଡ ଭୋଟ ପାଇଥିଲେ ବିଜେପି ପ୍ରାର୍ଥୀ
- ବିଜେଡ଼ି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ପରାସ୍ତ କରିଥିଲେ
- ୪ ହଜାର ୫୧୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୬ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୪ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୩ ହଜାର ୭୨୩
- ମତ ଦେଇଥିଲେ – ୧ ଲକ୍ଷ ୫୩ ହଜାର ୮୧୮
- ଭୋଟଦାନ ହାର – %
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ବିଜୟ ରଞ୍ଜନ ସିଂ ବରିହା ବିଜେଡି ୬୭,୯୧୩ ୪୪.୧୫% ବିଜୟୀ
ସତ୍ୟ ଭୂଷଣ ସାହୁ କଂଗ୍ରେସ ୪୯,୮୪୭ ୩୨.୪୧% ପରାସ୍ତ
ପ୍ରଦୀପ ପୁରୋହିତ ବିଜେପି ୨୯,୬୫୧ ୧୯.୨୮% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ବିଜୟ ରଞ୍ଜନ ସିଂ ବରିହା
ଦଳ - ବିଜେଡି
ଭୋଟ - ୬୭,୯୧୩
ପ୍ରତିଶତ – ୪୪.୧୫%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ପ୍ରଦୀପ ପୁରୋହିତ
ଦଳ - ବିଜେପି
ଭୋଟ - ୨୯,୬୫୧
ପ୍ରତିଶତ - ୧୯.୨୮%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସତ୍ୟ ଭୂଷଣ ସାହୁ
ଦଳ - କଂଗ୍ରେସ
ଭୋଟ - ୪୯,୮୪୭
ପ୍ରତିଶତ - ୩୨.୪୧%
ଫଳାଫଳ – ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ବିଜୟ ରଞ୍ଜନ ସିଂ ବରିହା ବିଜୟ ହାସଲ କରିଥିଲେ
- ୬୭ ହଜାର ୯୧୩ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ପରାସ୍ତ କରିଥିଲେ
- ୧୮ ହଜାର ୬୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ଜଣେ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲା
- କଂଗ୍ରେସର ସତ୍ୟ ଭୂଷଣ ସାହୁଙ୍କ ବଦଳରେ ପ୍ରକାଶ ନାରାୟଣ ତ୍ରିପାଠୀ ପ୍ରାର୍ଥୀ ହୋଇଥିଲେ
- ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କୁ ପୁଣି ପ୍ରାର୍ଥୀ କରି ହାରିଥିଲା ବିଜେଡ଼ି
- ୨୦୦୯ରେ ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରଦୀପ ପୁରୋହିତଙ୍କୁ ପୁଣି ପ୍ରାର୍ଥୀ କରି ବିଜୟୀ ହୋଇଥିଲା