କିଏ ପାରି ହେବ ପଦ୍ମପୁର ନୌକା ? ଚାଲିଛି ଭୋଟିଂ, ପ୍ରାର୍ଥୀଙ୍କ ଛାତିରେ ଛନକା

68

କନକ ବ୍ୟୁରୋ : ପଦମପୁରରେ ଭୋଟ ଦେଉଛନ୍ତି ଭୋଟର । ଜନତାଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ । ଝାରବନ୍ଧ, ପାଇକମାଳ ଓ ପଦମପୁର ବ୍ଲକକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠିତ । ତିନୋଟି ଯାକ ବ୍ଳକ୍ ବିଜେଡି ଦଖଲରେ ରହିଛି ।୧୯୫୧ରେ ଗଠନ ହୋଇଥିଲା ପଦ୍ମପୁର ନିର୍ବାଚନମଣ୍ଡଳୀ ।

୨୦୧୯ର ଲଢେଇ
ବିଜେଡି: ବିଜୟ ରଂଜନ ସିଂ ବରିହା
କଂଗ୍ରେସ: ସତ୍ୟଭୂଷଣ ସାହୁ
ବିଜେପି: ପ୍ରଦୀପ ପୁରୋହିତ

ବିଜେଡି: ବିଜୟ ରଞ୍ଜନ ସିଂ ବରିହା
– ଛାତ୍ର ସଂସଦ ସଭାପତିରୁ ସକ୍ରିୟ ରାଜନୀତି
– ୨୦୦୯ରେ ବିଧାୟକ ଏବଂ ମନ୍ତ୍ରୀ
– ୪ ଥର ବିଧାୟକ
– ୨୦୧୪ରେ ପରାଜିତ

କଂଗ୍ରେସ: ସତ୍ୟଭୂଷଣ ସାହୁ
– ୩ଥର ବିଧାୟକ
– ପୂର୍ବତନ ସରକାରୀ ମୁଖ୍ୟ ସଚେତକ
– ବରଗଡ ଜିଲ୍ଲା କଂଗ୍ରେସ ସଭାପତି
– ୨୦୧୪ରେ ଟିକେଟ୍ କଟିଥିଲା

ବିଜେପି: ପ୍ରଦୀପ ପୁରୋହିତ
– ଗନ୍ଧମାର୍ଦ୍ଧନ ସୁରକ୍ଷା ଅଭିଯାନରୁ ରାଜନୀତି
– ୨୦୧୪ରେ ବିଧାୟକ
– ୨୦୦୯ରେ ପରାଜିତ

ମୁହାଁମୁହିଁ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ବିଜୟ ରଂଜନ ସିଂ ବରିହା ଚାରି ଚାରି ଥରର ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ

– ବରିଷ୍ଠ ନେତା ଏବଂ ୩ ଥରର ବିଧାୟକ ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ

– ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି

ପଦ୍ମପୁର ବିଧାନସଭା ଆସନ
– ବରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
– କଂଗ୍ରେସର ଦବଦବା ରହିଛି
– ବିକ୍ରମାଦିତ୍ୟ ସିଂ ବରିହା କଂଗ୍ରେସରୁ ୪ ଥର ବିଧାୟକ
– ବିଜୟ ରଂଜନ ସିଂ ବରିହା ୪ ଥର ବିଧାୟକ
– ସତ୍ୟଭୂଷଣ ସାହୁ କଂଗ୍ରେସରୁ ୩ ଥର ବିଧାୟକ
– ୨୦୧୪ରେ ପ୍ରଥମଥର ବିଜୟୀ ହୋଇଛି ବିଜେପି

 

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୨୪ ହଜାର ୩୧୨
– ମତ ଦେଇଥିଲେ – ୧ ଲକ୍ଷ ୭୮ ହଜାର ୩୩୨
– ଭୋଟଦାନ ହାର – ୭୯.୫୦%

୨୦୧୪ର ଫଳାଫଳ
ପ୍ରାର୍ଥୀ                              ଦଳ             ଭୋଟ            ପ୍ରତିଶତ           ଫଳାଫଳ
ବିଜୟ ରଞ୍ଜନ ସିଂ ବରିହା      ବିଜେଡି       ୬୪,୪୨୯       ୩୬.୧୩%       ପରାସ୍ତ
ପ୍ରକାଶ ନାରାୟଣ ତ୍ରିପାଠୀ     କଂଗ୍ରେସ      ୩୧,୧୭୯      ୧୭.୪୮%        ପରାସ୍ତ
ପ୍ରଦୀପ ପୁରୋହିତ             ବିଜେପି       ୬୮,୯୪୨       ୩୮.୬୬%       ବିଜୟୀ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ବିଜୟ ରଞ୍ଜନ ସିଂ ବରିହା
ଦଳ – ବିଜେଡି
ଭୋଟ – ୬୪,୪୨୯
ପ୍ରତିଶତ – ୩୬.୧୩%
ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ପ୍ରଦୀପ ପୁରୋହିତ
ଦଳ – ବିଜେପି
ଭୋଟ – ୬୮,୯୪୨
ପ୍ରତିଶତ – ୩୮.୬୬%
ଫଳାଫଳ – ବିଜୟୀ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ପ୍ରକାଶ ନାରାୟଣ ତ୍ରିପାଠୀ
ଦଳ – କଂଗ୍ରେସ
ଭୋଟ – ୩୧,୧୭୯
ପ୍ରତିଶତ – ୧୭.୪୮%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେପୁରରୁ ପ୍ରଦୀପ ପୁରୋହିତ ନିର୍ବାଚନ ଜିତିଥିଲେ
– ୬୮ ହଜାର ୯୪୨ ଖଣ୍ଡ ଭୋଟ ପାଇଥିଲେ ବିଜେପି ପ୍ରାର୍ଥୀ
– ବିଜେଡ଼ି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ପରାସ୍ତ କରିଥିଲେ
– ୪ ହଜାର ୫୧୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୬ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୪ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୩ ହଜାର ୭୨୩
– ମତ ଦେଇଥିଲେ – ୧ ଲକ୍ଷ ୫୩ ହଜାର ୮୧୮
– ଭୋଟଦାନ ହାର – %

୨୦୦୯ର ଫଳାଫଳ
ପ୍ରାର୍ଥୀ                            ଦଳ             ଭୋଟ            ପ୍ରତିଶତ             ଫଳାଫଳ
ବିଜୟ ରଞ୍ଜନ ସିଂ ବରିହା   ବିଜେଡି         ୬୭,୯୧୩       ୪୪.୧୫%         ବିଜୟୀ
ସତ୍ୟ ଭୂଷଣ ସାହୁ           କଂଗ୍ରେସ        ୪୯,୮୪୭      ୩୨.୪୧%          ପରାସ୍ତ
ପ୍ରଦୀପ ପୁରୋହିତ           ବିଜେପି        ୨୯,୬୫୧       ୧୯.୨୮%          ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ବିଜୟ ରଞ୍ଜନ ସିଂ ବରିହା
ଦଳ – ବିଜେଡି
ଭୋଟ – ୬୭,୯୧୩
ପ୍ରତିଶତ – ୪୪.୧୫%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ପ୍ରଦୀପ ପୁରୋହିତ
ଦଳ – ବିଜେପି
ଭୋଟ – ୨୯,୬୫୧
ପ୍ରତିଶତ – ୧୯.୨୮%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସତ୍ୟ ଭୂଷଣ ସାହୁ
ଦଳ – କଂଗ୍ରେସ
ଭୋଟ – ୪୯,୮୪୭
ପ୍ରତିଶତ – ୩୨.୪୧%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡ଼ିର ବିଜୟ ରଞ୍ଜନ ସିଂ ବରିହା ବିଜୟ ହାସଲ କରିଥିଲେ
– ୬୭ ହଜାର ୯୧୩ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ପରାସ୍ତ କରିଥିଲେ
– ୧୮ ହଜାର ୬୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ଜଣେ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲା
– କଂଗ୍ରେସର ସତ୍ୟ ଭୂଷଣ ସାହୁଙ୍କ ବଦଳରେ ପ୍ରକାଶ ନାରାୟଣ ତ୍ରିପାଠୀ ପ୍ରାର୍ଥୀ ହୋଇଥିଲେ
– ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କୁ ପୁଣି ପ୍ରାର୍ଥୀ କରି ହାରିଥିଲା ବିଜେଡ଼ି
– ୨୦୦୯ରେ ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରଦୀପ ପୁରୋହିତଙ୍କୁ ପୁଣି ପ୍ରାର୍ଥୀ କରି ବିଜୟୀ ହୋଇଥିଲା

Comments are closed.