କନକ ବ୍ୟୁରୋ : ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ ମୋହନା ବିଧାନସଭା ଆସନ । ଉଦୟଗିରି, ନୂଆଗଡ ଏବଂ ରାୟଗଡା ବ୍ଳକକୁ ନେଇ ମୋହନା ନିର୍ବାଚନ ମଣ୍ଡଳୀ ଗଠିତ । ମୋହନା, ରାୟଗଡା, ନୂଆଗଡ ବିଜେଡି ହାତରେ ଥିବାବେଳେ ଉଦୟଗିରି କଂଗ୍ରେସ ହାତରେ ରହିଛି ।

Advertisment

୨୦୧୯ର ଲଢେଇ
ବିଜେଡି : ପୂର୍ଣ୍ଣବାସୀ ନାୟକ
କଂଗ୍ରେସ : ଦାଶରଥି ଗମାଙ୍ଗ
ବିଜେପି : ପ୍ରଶାନ୍ତ ମଲ୍ଲିକ

ବିଜେଡି: ପୂର୍ଣ୍ଣବାସୀ ନାୟକ
- ପୂର୍ବତନ ବିଧାୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ପତ୍ନୀ
- ୨୦୦୯ରେ ବିଜେପିରୁ ଲଢି ୯୧୬ ଖଣ୍ଡ ଭୋଟରେ ହାରିଥିଲେ ଅନ୍ତର୍ଯ୍ୟାମୀ
- ମୋହନା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଥିଲେ ଅନ୍ତର୍ଯ୍ୟାମୀ
- ବିଜେପିରୁ ବିଜେଡିକୁ ଆସିଛନ୍ତି ଅନ୍ତର୍ଯ୍ୟାମୀ
- ସ୍ୱାମୀଙ୍କ ବଡ ସଂଗଠନ ରହିଛି

କଂଗ୍ରେସ: ଦାଶରଥି ଗମାଙ୍ଗ
- କଂଗ୍ରେସର ବରିଷ୍ଠ ନେତା
- ଏଆଇସିସି ସଦସ୍ୟ
- ୨୦୧୪ରେ ୧୧୫ ଖଣ୍ଡ ଭୋଟରେ ହାରିଥିଲେ

ବିଜେପି: ପ୍ରଶାନ୍ତ ମଲ୍ଲିକ
- ବିଜେପି ଜିଲ୍ଲା ସଂଯୋଜକ
- କଂଗ୍ରେସରୁ ବ୍ଳକ୍ ଚେୟାରମ୍ୟାନ୍ ଥିଲେ
- କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି
- ପ୍ରଥମଥର ବିଧାନସଭା ନିର୍ବାଚନ ଲଢୁଛନ୍ତି

ମୈଦାନରେ ମହିଳା ପ୍ରାର୍ଥୀ
- ପୂର୍ଣ୍ଣବାସୀ ନାୟକ (ବିଜେଡି)

ମୋହନା ବିଧାନସଭା ଆସନ
- ୨୦୧୪ରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ବଦଳିଥିଲେ ।
- ୩ ଦଳ ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା, ୧୧୫ ଖଣ୍ଡ ଭୋଟ୍ରେ ହାରିଥିଲେ କଂଗ୍ରେସ ପ୍ରାର୍ଥୀ
- ବିଧାୟିକା ବାସନ୍ତୀ ମଲ୍ଲିକଙ୍କ ଟିକେଟ୍ କଟିଛି

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୩ ହଜାର ୭୫୮
- ମତ ଦେଇଥିଲେ – ୧ ଲକ୍ଷ ୪୩ ହଜାର ୯୪୩
- ଭୋଟଦାନ ହାର – ୭୪.୨୯%

୨୦୧୪ର ଫଳାଫଳ
 ପ୍ରାର୍ଥୀ                                ଦଳ                  ଭୋଟ             ପ୍ରତିଶତ         ଫଳାଫଳ
ବାସନ୍ତୀ ମଲ୍ଲିକ                      ବିଜେଡି              ୪୩,୦୦୬       ୨୯.୮୮%    ବିଜୟୀ
ଦାସରଥୀ ଗମାଙ୍ଗ                   କଂଗ୍ରେସ             ୪୨୮୯୧       ୨୯.୮୦%    ପରାସ୍ତ
ଭରତ ପାଇକ                        ବିଜେପି              ୩୯୬୨୫       ୨୭.୫୩%    ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ବାସନ୍ତୀ ମଲ୍ଲିକ
ଦଳ - ବିଜେଡି
ଭୋଟ - ୪୩,୦୦୬
ପ୍ରତିଶତ - ୨୯.୮୮%
ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଭରତ ପାଇକ
ଦଳ - ବିଜେପି
ଭୋଟ - ୩୯୬୨୫
ପ୍ରତିଶତ - ୨୭.୫୩%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଦାସରଥୀ ଗମାଙ୍ଗ
ଦଳ - କଂଗ୍ରେସ
ଭୋଟ - ୪୨୮୯୧
ପ୍ରତିଶତ - ୨୯.୮୦%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ବାସନ୍ତୀ ମଲ୍ଲିକ ଜିତିଥିଲେ ।
- ୪୩ ହଜାର ୦୦୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଦାସରଥୀ ଗମାଙ୍ଗଙ୍କୁ ପରାସ୍ତ କରିଥିଲେ
- ୧୧୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ବିଜେପି ପ୍ରାର୍ଥୀ ଭରତ ପାଇକ ୩୯ ହଜାର ୬୨୫ ଖଣ୍ଡ ଭୋଟ୍ ପାଇଥିଲେ ।
- ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୯ ହଜାର ୧୬୬
- ମତ ଦେଇଥିଲେ – ୧ ଲକ୍ଷ ୧୨ ହଜାର ୦୮୧
- ଭୋଟଦାନ ହାର –

୨୦୦୯ର ଫଳାଫଳ
ପ୍ରାର୍ଥୀ                                ଦଳ              ଭୋଟ           ପ୍ରତିଶତ         ଫଳାଫଳ
ଜୋହାନ ଦଳବେହେରା           ବିଜେଡି           ୨୦,୨୦୬    ୧୮.୦୩%     ପରାସ୍ତ
ଚକ୍ରଧର ପାଇକ                    କଂଗ୍ରେସ         ୩୭,୬୯୭    ୩୩.୬୩%     ବିଜୟୀ
ଅନ୍ତର୍ଯ୍ୟାମୀ ଗମାଙ୍ଗ                 ବିଜେପି          ୩୬,୭୮୦    ୩୨.୮୨%     ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଜୋହାନ ଦଳବେହେରା
ଦଳ - ବିଜେଡି
ଭୋଟ - ୨୦,୨୦୬
ପ୍ରତିଶତ - ୧୮.୦୩%
ଫଳାଫଳ - ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଅନ୍ତର୍ଯ୍ୟାମୀ ଗମାଙ୍ଗ
ଦଳ - ବିଜେପି
ଭୋଟ - ୩୬,୭୮୦
ପ୍ରତିଶତ - ୩୨.୮୨%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଚକ୍ରଧର ପାଇକ
ଦଳ - କଂଗ୍ରେସ
ଭୋଟ - ୩୭,୬୯୭
ପ୍ରତିଶତ - ୩୩.୬୩%
ଫଳାଫଳ - ବିଜୟୀ

କିଏ ମାରିଥିଲା ବାଜି?
- କଂଗ୍ରେସର ଚକ୍ରଧର ପାଇକ ବିଜୟୀ ହୋଇଥିଲେ
- ୩୭ ହଜାର ୬୯୭ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କୁ ପରାସ୍ତ କରିଥିଲେ
- ୯୧୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ବିଜେଡି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିଲେ
- ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
- ୨୦୧୪ରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ବଦଳିଥିଲେ ।
- ବିଜେଡି ଜୋହାନ ଦଳବେହେରାଙ୍କ ସ୍ଥାନରେ ବାସନ୍ତୀ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ।
- ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ବଦଳରେ ଭରତ ପାଇକଙ୍କୁ ପ୍ରାର୍ଥୀ କରିଥିଲା ବିଜେପି
- ଚକ୍ରଧର ପାଇକଙ୍କ ବଦଳରେ ଦାସରଥୀ ଗମାଙ୍ଗଙ୍କୁ ପ୍ରାର୍ଥୀ କରି ହାରିଥିଲା କଂଗ୍ରେସ ।