କନକ ବ୍ୟୁରୋ : ଝାରସୁଗୁଡ଼ାରେ ଚାଲିଛି ମତଦାନ । ନିଜର ବହୁମୂଲ୍ୟ ଭୋଟ ଦେଇ ଆଗାମୀ ବିଧାୟକ ବାଛୁଛନ୍ତି ଭୋଟର । ମେ ୨୩ ରେ ଜଣାପଡ଼ିବ ଭୋଟରଙ୍କ ମନ ଜିଣିବାରେ କିଏ ସଫଳ ହୋଇଛି । ଝାରସୁଗୁଡା, କିରମିରା ବ୍ଳକ୍, ଲାଇକେରା ବ୍ଳକ୍, କୋଲାବିରା ବ୍ଳକ୍ ଏବଂ ଝାରସୁଗୁଡା ବ୍ଳକକୁ ନେଇ ଝାରସୁଗୁଡା ନିର୍ବାଚନମଣ୍ଡଳୀ ଗଠିତ ।
୨୦୧୯ର ଲଢେଇ
ବିଜେଡି: ନବକିଶୋର ଦାସ
କଂଗ୍ରେସ: ମହେନ୍ଦ୍ର ନାୟକ
ବିଜେପି: ଦିନେଶ ଜୈନ
ବିଜେଡି: ନବକିଶୋର ଦାସ
- ଦୁଇଥର କଂଗ୍ରେସରୁ ବିଧାୟକ
- କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ
- ବିଜେଡିରେ ସାମିଲ ହୋଇ ଟିକେଟ୍ ପାଇଛନ୍ତି
କଂଗ୍ରେସ: ମହେନ୍ଦ୍ର ନାୟକ
- ଓଏଏସରୁ ରାଜନୀତି
- ଗଣ୍ଡୱାନା ସମାଜର ପ୍ରତିଷ୍ଠାତା
- କଂଗ୍ରେସରେ ସାମିଲ ହୋଇଛନ୍ତି
- ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଅନୁଗତ
ବିଜେପି: ଦିନେଶ ଜୈନ
- ୨୦୦୯ରେ ପରାଜିତ
- ୨୦୧୪ରେ ଟିକେଟ୍ କଟିଥିଲା
- ଆଇନଜୀବୀରୁ ରାଜନୀତି
ମୁହାଁମୁହିଁ ପ୍ରାର୍ଥୀ
- ଦୁଇଥରର କଂଗ୍ରେସ ବିଧାୟକ ତଥା ଟାଣୁଆ ନେତା ନବକିଶୋର ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି
- ୨୦୦୯ରେ ହାରିବା ପରେ ସଂଗଠନ ମଜବୁତ୍ କରିଥିବା ଦିନେଶ ଜୈନଙ୍କୁ ବିଜେପି ପୁଣି ଟିକେଟ୍ ଦେଇଛି
- କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକ ପ୍ରଥମଥର ପାଇଁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି
ଝାରସୁଗୁଡା ବିଧାନସଭା ଆସନ
- ୧୯୫୧ରେ ଗଠନ ହୋଇଥିଲା ଝାରସୁଗୁଡା ନିର୍ବାଚନମଣ୍ଡଳୀ
- ବରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
- କଂଗ୍ରେସର ଦବଦବା ରହିଛି
- ୨୦୦୦ରେ ବିଜେଡି ପ୍ରଥମଥର ପାଇଁ ଜିତିଥିଲା
- ବିରେନ୍ଦ୍ର ଚନ୍ଦ୍ର ପାଣ୍ଡେ କଂଗ୍ରେସରୁ ୩ ଥର ବିଧାୟକ
- କିଶୋର କୁମାର ମହାନ୍ତି ଥରେ ଜନତା ଦଳରୁ ଏବଂ ୨ ଥର ବିଜେଡିରୁ ବିଧାୟକ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୯୬୮
- ମତ ଦେଇଥିଲେ – ୧ ଲକ୍ଷ ୬୫ହଜାର ୧୯୭
- ଭୋଟଦାନ ହାର – ୮୨.୨୦%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
କିଶୋର କୁମାର ମହାନ୍ତି ବିଜେଡି ୬୨,୯୩୬ ୩୮.୧୦% ପରାସ୍ତ
ନବ କିଶୋର ଦାସ କଂଗ୍ରେସ ୭୪,୪୯୯ ୪୫.୧୦% ବିଜୟୀ
ଆନନ୍ଦ ପ୍ରଧାନ ବିଜେପି ୨୧,୦୪୭ ୧୨.୭୪% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – କିଶୋର କୁମାର ମହାନ୍ତି
ଦଳ - ବିଜେଡି
ଭୋଟ - ୬୨,୯୩୬
ପ୍ରତିଶତ - ୩୮.୧୦%
ଫଳାଫଳ - ପରାସ୍ତ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଆନନ୍ଦ ପ୍ରଧାନ
ଦଳ - ବିଜେପି
ଭୋଟ - ୨୧,୦୪୭
ପ୍ରତିଶତ - ୧୨.୭୪%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ନବ କିଶୋର ଦାସ
ଦଳ – କଂଗ୍ରେସ
ଭୋଟ - ୭୪,୪୯୯
ପ୍ରତିଶତ - ୪୫.୧୦%
ଫଳାଫଳ - ବିଜୟୀ
କିଏ ମାରିଥିଲା ବାଜି?
- କଂଗ୍ରେସର ନବ କିଶୋର ଦାସ ନିର୍ବାଚନ ଜିତିଥିଲେ
- ୭୪ ହଜାର ୪୯୯ ଖଣ୍ଡ ଭୋଟ ପାଇଥିଲେ ବିଜେପି ପ୍ରାର୍ଥୀ
- ବିଜେଡ଼ି ପ୍ରାର୍ଥୀ କିଶୋର କୁମାର ମହାନ୍ତିଙ୍କୁ ପରାସ୍ତ କରିଥିଲେ
- ୧୧ ହଜାର ୫୬୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୬ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୧୩ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୪ ହଜାର ୮୬୭
- ମତ ଦେଇଥିଲେ – ୧ ଲକ୍ଷ ୨୭ ହଜାର ୧୪୫
- ଭୋଟଦାନ ହାର – %
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
କିଶୋର କୁମାର ମହାନ୍ତି ବିଜେଡି ୪୦,୧୪୭ ୩୧.୫୮% ପରାସ୍ତ
ନବ କିଶୋର ଦାସ କଂଗ୍ରେସ ୬୨,୬୬୩ ୪୯.୨୮% ବିଜୟୀ
ଦୀନେଶ କୁମାରେ ଜୈନ ବିଜେପି ୧୫,୦୯୫ ୧୧.୮୭% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - କିଶୋର କୁମାର ମହାନ୍ତି
ଦଳ – ବିଜେଡି
ଭୋଟ - ୪୦,୧୪୭
ପ୍ରତିଶତ – ୩୧.୫୮%
ଫଳାଫଳ – ପରାସ୍ତ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଦୀନେଶ କୁମାରେ ଜୈନ
ଦଳ - ବିଜେପି
ଭୋଟ - ୧୫,୦୯୫
ପ୍ରତିଶତ - ୧୧.୮୭%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ନବ କିଶୋର ଦାସ
ଦଳ - କଂଗ୍ରେସ
ଭୋଟ - ୬୨,୬୬୩
ପ୍ରତିଶତ - ୪୯.୨୮%
ଫଳାଫଳ – ବିଜୟୀ
କିଏ ମାରିଥିଲା ବାଜି?
- କଂଗ୍ରେସର ଅନୁପ କୁମାର ସାଏ ବିଜୟ ହାସଲ କରିଥିଲେ
- ୬୨ ହଜାର ୬୬୩ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- ବିଜେଡ଼ି ପ୍ରାର୍ଥୀ କିଶୋର କୁମାର ମାହାନ୍ତିଙ୍କୁ ପରାସ୍ତ କରିଥିଲେ
- ୨୨ ହଜାର ୫୧୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୧୦ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ ବିଜେପି ପ୍ରାର୍ଥୀ ବଦଳାଇଥିଲା
- ବିଜେପିର ଦିନେଶ କୁମାର ଜୈନଙ୍କ ବଦଳର ଆନନ୍ଦ ପ୍ରଧାନଙ୍କ ନିର୍ବାଚନ ଲଢ଼ିଥିଲେ
- କଂଗ୍ରେସ ବିଧାୟକ ନବକିଶୋର ଦାସଙ୍କୁ ପ୍ରାର୍ଥୀ କରି ପୁଣି ବିଜୟୀ ହୋଇଥିଲା
- କିଶୋର କୁମାର ମହାନ୍ତିଙ୍କୁ ପ୍ରାର୍ଥୀ କରି ପୁଣି ହାରିଥିଲା ବିଜେଡ଼ି