ଝାରସୁଗୁଡ଼ାରେ କାହାକୁ ଶାସନର ମଙ୍ଗ ଧରାଇବେ ଭୋଟର ! ନବକିଶୋର, ମହେନ୍ଦ୍ର ଓ ଦିନେଶଙ୍କ ମଧ୍ୟରୁ କାହାକୁ ବାଛିବେ ମତଦାତା ?

47

କନକ ବ୍ୟୁରୋ : ଝାରସୁଗୁଡ଼ାରେ ଚାଲିଛି ମତଦାନ । ନିଜର ବହୁମୂଲ୍ୟ ଭୋଟ ଦେଇ ଆଗାମୀ ବିଧାୟକ ବାଛୁଛନ୍ତି ଭୋଟର । ମେ ୨୩ ରେ ଜଣାପଡ଼ିବ ଭୋଟରଙ୍କ ମନ ଜିଣିବାରେ କିଏ ସଫଳ ହୋଇଛି । ଝାରସୁଗୁଡା, କିରମିରା ବ୍ଳକ୍, ଲାଇକେରା ବ୍ଳକ୍, କୋଲାବିରା ବ୍ଳକ୍ ଏବଂ ଝାରସୁଗୁଡା ବ୍ଳକକୁ ନେଇ ଝାରସୁଗୁଡା ନିର୍ବାଚନମଣ୍ଡଳୀ ଗଠିତ ।

୨୦୧୯ର ଲଢେଇ
ବିଜେଡି: ନବକିଶୋର ଦାସ
କଂଗ୍ରେସ: ମହେନ୍ଦ୍ର ନାୟକ
ବିଜେପି: ଦିନେଶ ଜୈନ

ବିଜେଡି: ନବକିଶୋର ଦାସ
– ଦୁଇଥର କଂଗ୍ରେସରୁ ବିଧାୟକ
– କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ
– ବିଜେଡିରେ ସାମିଲ ହୋଇ ଟିକେଟ୍ ପାଇଛନ୍ତି

କଂଗ୍ରେସ: ମହେନ୍ଦ୍ର ନାୟକ
– ଓଏଏସରୁ ରାଜନୀତି
– ଗଣ୍ଡୱାନା ସମାଜର ପ୍ରତିଷ୍ଠାତା
– କଂଗ୍ରେସରେ ସାମିଲ ହୋଇଛନ୍ତି
– ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଅନୁଗତ

ବିଜେପି: ଦିନେଶ ଜୈନ
– ୨୦୦୯ରେ ପରାଜିତ
– ୨୦୧୪ରେ ଟିକେଟ୍ କଟିଥିଲା
– ଆଇନଜୀବୀରୁ ରାଜନୀତି

ମୁହାଁମୁହିଁ ପ୍ରାର୍ଥୀ
– ଦୁଇଥରର କଂଗ୍ରେସ ବିଧାୟକ ତଥା ଟାଣୁଆ ନେତା ନବକିଶୋର ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି
– ୨୦୦୯ରେ ହାରିବା ପରେ ସଂଗଠନ ମଜବୁତ୍ କରିଥିବା ଦିନେଶ ଜୈନଙ୍କୁ ବିଜେପି ପୁଣି ଟିକେଟ୍ ଦେଇଛି
– କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକ ପ୍ରଥମଥର ପାଇଁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି

ଝାରସୁଗୁଡା ବିଧାନସଭା ଆସନ
– ୧୯୫୧ରେ ଗଠନ ହୋଇଥିଲା ଝାରସୁଗୁଡା ନିର୍ବାଚନମଣ୍ଡଳୀ
– ବରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
– କଂଗ୍ରେସର ଦବଦବା ରହିଛି
– ୨୦୦୦ରେ ବିଜେଡି ପ୍ରଥମଥର ପାଇଁ ଜିତିଥିଲା
– ବିରେନ୍ଦ୍ର ଚନ୍ଦ୍ର ପାଣ୍ଡେ କଂଗ୍ରେସରୁ ୩ ଥର ବିଧାୟକ
– କିଶୋର କୁମାର ମହାନ୍ତି ଥରେ ଜନତା ଦଳରୁ ଏବଂ ୨ ଥର ବିଜେଡିରୁ ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୯୬୮
– ମତ ଦେଇଥିଲେ – ୧ ଲକ୍ଷ ୬୫ହଜାର ୧୯୭
– ଭୋଟଦାନ ହାର – ୮୨.୨୦%

୨୦୧୪ର ଫଳାଫଳ
ପ୍ରାର୍ଥୀ                                ଦଳ            ଭୋଟ         ପ୍ରତିଶତ          ଫଳାଫଳ
କିଶୋର କୁମାର ମହାନ୍ତି         ବିଜେଡି         ୬୨,୯୩୬   ୩୮.୧୦%      ପରାସ୍ତ
ନବ କିଶୋର ଦାସ              କଂଗ୍ରେସ        ୭୪,୪୯୯   ୪୫.୧୦%       ବିଜୟୀ
ଆନନ୍ଦ ପ୍ରଧାନ                   ବିଜେପି         ୨୧,୦୪୭   ୧୨.୭୪%       ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – କିଶୋର କୁମାର ମହାନ୍ତି
ଦଳ – ବିଜେଡି
ଭୋଟ – ୬୨,୯୩୬
ପ୍ରତିଶତ – ୩୮.୧୦%
ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଆନନ୍ଦ ପ୍ରଧାନ
ଦଳ – ବିଜେପି
ଭୋଟ – ୨୧,୦୪୭
ପ୍ରତିଶତ – ୧୨.୭୪%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ନବ କିଶୋର ଦାସ
ଦଳ – କଂଗ୍ରେସ
ଭୋଟ – ୭୪,୪୯୯
ପ୍ରତିଶତ – ୪୫.୧୦%
ଫଳାଫଳ – ବିଜୟୀ

କିଏ ମାରିଥିଲା ବାଜି?
– କଂଗ୍ରେସର ନବ କିଶୋର ଦାସ ନିର୍ବାଚନ ଜିତିଥିଲେ
– ୭୪ ହଜାର ୪୯୯ ଖଣ୍ଡ ଭୋଟ ପାଇଥିଲେ ବିଜେପି ପ୍ରାର୍ଥୀ
– ବିଜେଡ଼ି ପ୍ରାର୍ଥୀ କିଶୋର କୁମାର ମହାନ୍ତିଙ୍କୁ ପରାସ୍ତ କରିଥିଲେ
– ୧୧ ହଜାର ୫୬୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୬ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୧୩ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୪ ହଜାର ୮୬୭
– ମତ ଦେଇଥିଲେ – ୧ ଲକ୍ଷ ୨୭ ହଜାର ୧୪୫
– ଭୋଟଦାନ ହାର – %

୨୦୦୯ର ଫଳାଫଳ
ପ୍ରାର୍ଥୀ                              ଦଳ               ଭୋଟ              ପ୍ରତିଶତ            ଫଳାଫଳ
କିଶୋର କୁମାର ମହାନ୍ତି          ବିଜେଡି         ୪୦,୧୪୭         ୩୧.୫୮%      ପରାସ୍ତ
ନବ କିଶୋର ଦାସ                କଂଗ୍ରେସ       ୬୨,୬୬୩         ୪୯.୨୮%       ବିଜୟୀ
ଦୀନେଶ କୁମାରେ ଜୈନ          ବିଜେପି        ୧୫,୦୯୫         ୧୧.୮୭%         ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – କିଶୋର କୁମାର ମହାନ୍ତି
ଦଳ – ବିଜେଡି
ଭୋଟ – ୪୦,୧୪୭
ପ୍ରତିଶତ – ୩୧.୫୮%
ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଦୀନେଶ କୁମାରେ ଜୈନ
ଦଳ – ବିଜେପି
ଭୋଟ – ୧୫,୦୯୫
ପ୍ରତିଶତ – ୧୧.୮୭%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ନବ କିଶୋର ଦାସ
ଦଳ – କଂଗ୍ରେସ
ଭୋଟ – ୬୨,୬୬୩
ପ୍ରତିଶତ – ୪୯.୨୮%
ଫଳାଫଳ – ବିଜୟୀ

କିଏ ମାରିଥିଲା ବାଜି?
– କଂଗ୍ରେସର ଅନୁପ କୁମାର ସାଏ ବିଜୟ ହାସଲ କରିଥିଲେ
– ୬୨ ହଜାର ୬୬୩ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେଡ଼ି ପ୍ରାର୍ଥୀ କିଶୋର କୁମାର ମାହାନ୍ତିଙ୍କୁ ପରାସ୍ତ କରିଥିଲେ
– ୨୨ ହଜାର ୫୧୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୧୦ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ ବିଜେପି ପ୍ରାର୍ଥୀ ବଦଳାଇଥିଲା
– ବିଜେପିର ଦିନେଶ କୁମାର ଜୈନଙ୍କ ବଦଳର ଆନନ୍ଦ ପ୍ରଧାନଙ୍କ ନିର୍ବାଚନ ଲଢ଼ିଥିଲେ
– କଂଗ୍ରେସ ବିଧାୟକ ନବକିଶୋର ଦାସଙ୍କୁ ପ୍ରାର୍ଥୀ କରି ପୁଣି ବିଜୟୀ ହୋଇଥିଲା
– କିଶୋର କୁମାର ମହାନ୍ତିଙ୍କୁ ପ୍ରାର୍ଥୀ କରି ପୁଣି ହାରିଥିଲା ବିଜେଡ଼ି

Comments are closed.