କନକ ବ୍ୟୁରୋ : ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ମତଦାନ କେନ୍ଦ୍ରରେ ମତଦାତାଙ୍କ ଭିଡ଼ । ଝରିଗାଁ ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ ବାଛୁଛନ୍ତି ଜନତା । ଝରିଗାଁ ବ୍ଲକ୍, ଚନ୍ଦାହାଣ୍ଡି ବ୍ଲକ୍ ଓ ଉମରକୋଟ ବ୍ଲକ୍ର ୧୦ଟି ପଂଚାୟତକୁ ନେଇ ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ଉମରକୋଟ, ଝରିଗାଁ ଓ ଚନ୍ଦାହାଣ୍ଡି ୩ ଟି ଯାକ ବ୍ଲକ୍ ବିଜେଡି ଦଖଲରେ ରହିଛି ।
୨୦୧୯ର ଲଢେଇ
ବିଜେଡି: ପ୍ରକାଶ ଚନ୍ଦ୍ର ମାଝୀ
କଂଗ୍ରେସ: ଉଲଧର ମାଝୀ
ବିଜେପି: ପର୍ଶୁରାମ ମାଝୀ
ବିଜେଡି: ପ୍ରକାଶ ଚନ୍ଦ୍ର ମାଝୀ
- ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ରମେଶ ମାଝିଙ୍କ ଭାଇ
- ରମେଶ ମାଝୀଙ୍କ ସ୍ଥାନରେ ଟିକେଟ୍ ମିଳିଛି
- ଇଂଜିନିୟର ଚାକିରି ଛାଡି ରାଜନୀତିକୁ ଆସିଛନ୍ତି
କଂଗ୍ରେସ: ଉଲଧର ମାଝୀ
- ୨୦୧୪ରେ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ
- ୧୧ ହଜାର ଭୋଟ୍ରେ ବିଜେଡିଠାରୁ ହାରିଥିଲେ
ବିଜେପି: ପର୍ଶୁରାମ ମାଝୀ
- ପୂର୍ବତନ ସାଂସଦ
- ୨ ଥର ସାଂସଦ ହୋଇଛନ୍ତି
ଝରିଗାଁ ବିଧାନସଭା ଆସନ
- ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
- ୨୦୦୯ ଏବଂ ୨୦୧୪ରେ ରମେଶ ଚନ୍ଦ୍ର ମାଝୀ ବିଧାୟକ ହୋଇ ମନ୍ତ୍ରୀ ହୋଇଥିଲେ
- ରମେଶ ଚନ୍ଦ୍ର ମାଝିଙ୍କୁ ନବରଙ୍ଗପୁର ଲୋକସଭା ପ୍ରାର୍ଥୀ କରିଛି ବିଜେଡି
- ବିଜେଡିରୁ ଆସିଥିବା ବଳଭଦ୍ର ମାଝିଙ୍କୁ ନବରଙ୍ଗପୁର ସାଂସଦ ଟିକେଟ୍ ମିଳିବା ପରେ ସାଂସଦ ପର୍ଶୁରାମ ମାଝିଙ୍କୁ ବିଧାନସଭା ଟିକେଟ୍ ଦେଇଛି ବିଜେପି
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୫ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୩ ହଜାର ୫୮୨
- ମତ ଦେଇଥିଲେ – ୧ ଲକ୍ଷ ୫୫ ହଜାର ୪୧୫
- ଭୋଟଦାନ ହାର – ୮୦.୨୮
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ରମେଶ ଚନ୍ଦ୍ର ମାଝୀ ବିଜେଡି ୬୫,୨୫୪ ୪୧.୯୯% ବିଜୟୀ
ଉଲଧର ମାଝୀ କଂଗ୍ରେସ ୫୪,୦୫୮ ୩୪.୭୮% ପରାସ୍ତ
କୁମର ପୂଜାରୀ ବିଜେପି ୧୪,୦୧୦ ୯.୦୧% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ରମେଶ ଚନ୍ଦ୍ର ମାଝୀ
ଦଳ - ବିଜେଡି
ଭୋଟ - ୬୫,୨୫୪
ପ୍ରତିଶତ - ୪୧.୯୯%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - କୁମର ପୂଜାରୀ
ଦଳ - ବିଜେପି
ଭୋଟ - ୧୪,୦୧୦
ପ୍ରତିଶତ - ୯.୦୧%
ଫଳାଫଳ -ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଉଲଧର ମାଝୀ
ଦଳ - କଂଗ୍ରେସ
ଭୋଟ - ୫୪,୦୫୮
ପ୍ରତିଶତ - ୩୪.୭୮%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ରମେଶ ଚନ୍ଦ୍ର ମାଝୀ ଜିତିଥିଲେ
- ୬୫ ହଜାର ୨୫୪ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଉଲଧର ମାଝୀଙ୍କୁ ପରାସ୍ତ କରିଥିଲେ
- ୧୧ ହଜାର ୧୯୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୨ ହଜାର ୫୦୦
- ମତ ଦେଇଥିଲେ – ୧ ଲକ୍ଷ ୧୯ ହଜାର ୭୯୧
- ଭୋଟଦାନ ହାର – ୬୯.୪୪%
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ରମେଶ ଚନ୍ଦ୍ର ମାଝୀ ବିଜେଡି ୫୪,୭୬୭ ୪୫.୭୨% ବିଜୟୀ
ଜଳନ୍ଧର ମାଝୀ କଂଗ୍ରେସ ୩୨,୪୯୧ ୨୭.୧୨% ପରାସ୍ତ
ସୋନା ମାଝୀ ବିଜେପି ୧୩,୨୨୬ ୧୧.୦୪% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ରମେଶ ଚନ୍ଦ୍ର ମାଝୀ
ଦଳ - ବିଜେଡି
ଭୋଟ - ୫୪,୭୬୭
ପ୍ରତିଶତ - ୪୫.୭୨%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ସୋନା ମାଝୀ
ଦଳ - ବିଜେପି
ଭୋଟ - ୧୩,୨୨୬
ପ୍ରତିଶତ - ୧୧.୦୪%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଜଳନ୍ଧର ମାଝୀ
ଦଳ - କଂଗ୍ରେସ
ଭୋଟ - ୩୨,୪୯୧
ପ୍ରତିଶତ - ୨୭.୧୨%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ରମେଶ ଚନ୍ଦ୍ର ମାଝୀ ବିଜୟୀ ହୋଇଥିଲେ
- ୫୪ ହଜାର ୭୬୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଜଳନ୍ଧର ମାଝୀଙ୍କୁ ପରାସ୍ତ କରିଥିଲେ
- ୨୨ ହଜାର ୨୭୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- କଂଗ୍ରେସ ଓ ବିଜେପି ପ୍ରାର୍ଥୀ ପରିବର୍ତନ କରିଥିଲେ
- କଂଗ୍ରେସ, ଜଳନ୍ଧର ମାଝୀଙ୍କ ବଦଳରେ ଉଲଧର ମାଝିଙ୍କୁ ପ୍ରାର୍ଥୀ କରିଥିଲା
- ସୋନା ମାଝୀଙ୍କ ସ୍ଥାନରେ କୁମର ପୂଜାରୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି
- ରମେଶ ମାଝୀଙ୍କ ପିତା ଯାଦବ ମାଝୀଙ୍କ କାର୍ଯ୍ୟ ଓ ନବୀନ ବ୍ରାଣ୍ଡକୁ ନେଇ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ରମେଶ ମାଝୀ ।