ବ୍ରଜରାଜନଗରରେ ଲାଗିଛି ବାଜି ? ବିଧାୟକ ରେସରେ କିଶୋର ମହାନ୍ତି, ରମେଶ ତ୍ରିପାଠୀ, ରାଧାରାଣୀ ପଣ୍ଡା, କାହାକୁ ବାଛିବେ ଜନତା ?

53

କନକ ବ୍ୟୁରୋ : ବ୍ରଜରାଜନଗର ପୌରାଂଚଳ, ବେଲପାହାଡ ଏନଏସି, ଲଖନପୁର ବ୍ଲକ ଓ ଝାରସୁଗୁଡା ବ୍ଳକକୁ ନେଇ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ । ବେଲପାହାଡ ଏନଏସି ବିଜେଡି ଦଖଲରେ ରହିଥିବା ବେଳେ ବ୍ରଜରାଜନଗର ପୌରାଂଚଳ ବିଜେଡି ଦଖଲରେ ଅଛି ।

୨୦୧୯ର ଲଢେଇ
ବିଜେଡି: କିଶୋର ମହାନ୍ତି
କଂଗ୍ରେସ-ସିପିଆଇ ମେଂଟ: ରମେଶ ତ୍ରିପାଠୀ
ବିଜେପି: ରାଧାରାଣୀ ପଣ୍ଡା

ବିଜେଡି: କିଶୋର ମହାନ୍ତି
– ୩ ଥର ବିଧାୟକ
– ପୂର୍ବତନ ବାଚସ୍ପତି
– ପୂର୍ବତନ ରାଜ୍ୟସଭା ସାଂସଦ
– ପୂର୍ବତନ ସରକାରୀ ମୁଖ୍ୟ ସଚେତକ
– ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

କଂଗ୍ରେସ-ସିପିଆଇ ମେଂଟ: ରମେଶ ତ୍ରିପାଠୀ
– କୃଷକ ନେତା
– ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି
– ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ପ୍ରସନ୍ନ ପଣ୍ଡାଙ୍କ ଅନୁଗତ

ବିଜେପି: ରାଧାରାଣୀ ପଣ୍ଡା
– ୨୦୧୪ ବିଧାୟିକା
– ପୂର୍ବତନ କାଉନସିଲର ଏବଂ ଉପନଗରପାଳ
– ଝାରସୁଗୁଡା ଜିଲ୍ଲା ସଭାପତି
– ୨୦୦୯ରେ ବିଜେପିରେ ସାମିଲ

ମୈଦାନରେ ମହିଳା ପ୍ରାର୍ଥୀ
– ରାଧାରାଣୀ ପଣ୍ଡା ( ବିଜେପି)

ମୁହାଁମୁହିଁ ପ୍ରାର୍ଥୀ
– ୩ ଥର ବିଧାୟକ, ବାଚସ୍ପତି ଏବଂ ରାଜ୍ୟସଭା ସାଂସଦ କିଶୋର ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି
– ବିଧାୟିକା ତଥା ଟାଣୁଆ ନେତ୍ରୀ ରାଧାରାଣୀ ପଣ୍ଡାଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି
– କଂଗ୍ରେସ ସହ ମେଂଟ ହୋଇଥିବାରୁ ରମେଶ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି ସିପିଆଇ
– ସିପିଆଇ ପ୍ରାର୍ଥୀଙ୍କୁ ସମର୍ଥନ ଦେଉଛି କଂଗ୍ରେସ

ବ୍ରଜରାଜନଗର ବିଧାନସଭା ଆସନ
– ୧୯୬୧ରେ ଗଠନ ହୋଇଥିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀ
– ବରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
– ସିପିଆଇରୁ ପ୍ରସନ୍ନ କୁମାର ପଣ୍ଡା ୬ ଥର ବିଧାୟକ
– କଂଗ୍ରେସର ଉପେନ୍ଦ୍ର ଦୀକ୍ଷିତ ୩ ଥର ବିଧାୟକ
– କଂଗ୍ରେସରୁ ଅନୁପ କୁମାର ସାଏ ୩ ଥର ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୦ ହଜାର ୬୧୪
– ମତ ଦେଇଥିଲେ – ୧ ଲକ୍ଷ ୪୫ହଜାର ୮୫୧
– ଭୋଟଦାନ ହାର – ୭୬.୫୨%

୨୦୧୪ର ଫଳାଫଳ
ପ୍ରାର୍ଥୀ                          ଦଳ            ଭୋଟ          ପ୍ରତିଶତ             ଫଳାଫଳ
ଅନୁପ କୁମାର ସାଏ        ବିଜେଡି      ୪୩,୯୪୬     ୩୦.୧୩%          ପରାସ୍ତ
କିଶୋର ଚନ୍ଦ୍ର ପଟେଲ     କଂଗ୍ରେସ     ୩୮,୧୭୫     ୨୬.୧୭%          ପରାସ୍ତ
ରାଧାରାଣୀ ପଣ୍ଡା          ବିଜେପି      ୫୦,୭୩୬      ୩୪.୭୯%          ବିଜୟୀ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଅନୁପ କୁମାର ସାଏ
ଦଳ – ବିଜେଡି
ଭୋଟ – ୪୩,୯୪୬
ପ୍ରତିଶତ – ୩୦.୧୩%
ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ରାଧାରାଣୀ ପଣ୍ଡା
ଦଳ – ବିଜେପି
ଭୋଟ – ୫୦,୭୩୬
ପ୍ରତିଶତ – ୩୪.୭୯%
ଫଳାଫଳ – ବିଜୟୀ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – କିଶୋର ଚନ୍ଦ୍ର ପଟେଲ
ଦଳ – କଂଗ୍ରେସ
ଭୋଟ – ୩୮,୧୭୫
ପ୍ରତିଶତ – ୨୬.୧୭%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିର୍ବାଚନ ଜିତିଥିଲେ
– ୫୦ ହଜାର ୭୩୬ ଖଣ୍ଡ ଭୋଟ ପାଇଥିଲେ ବିଜେପି ପ୍ରାର୍ଥୀ
– ବିଜେଡ଼ି ପ୍ରାର୍ଥୀ ଅନୁପ କୁମାର ସାଏଙ୍କୁ ପରାସ୍ତ କରିଥିଲେ
– ୬ ହଜାର ୭୯୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୨ ହଜାର ୯୭୨
– ମତ ଦେଇଥିଲେ – ୧ ଲକ୍ଷ ୧୬ ହଜାର ୩୯୬
– ଭୋଟଦାନ ହାର – %

୨୦୦୯ର ଫଳାଫଳ
ପ୍ରାର୍ଥୀ                      ଦଳ            ଭୋଟ               ପ୍ରତିଶତ             ଫଳାଫଳ
ଅନୁପ କୁମାର ସାଏ     କଂଗ୍ରେସ      ୫୦,୫୮୫       ୪୩. ୪୬%        ବିଜୟୀ
ସୁରେଶ ପୂଜାରୀ         ବିଜେପି       ୪୮,୮୪୩      ୪୧.୯୬%          ପରାସ୍ତ
ରାମସହାୟ ପଣ୍ଡା        ସିପିଆଇ      ୭,୯୧୧        ୦୬.୮୦%          ପରାସ୍ତ

 

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଅନୁପ କୁମାର ସାଏ
ଦଳ – କଂଗ୍ରେସ
ଭୋଟ – ୫୦,୫୮୫
ପ୍ରତିଶତ – ୪୩.୪୬%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସୁରେଶ ପୂଜାରୀ
ଦଳ – ବିଜେପି
ଭୋଟ – ୪୮,୮୪୩
ପ୍ରତିଶତ – ୪୧.୯୬%
ଫଳାଫଳ – ପରାସ୍ତ

ସିପିଆଇର ପ୍ରଦର୍ଶନ (୨୦୦୯)( ବିଜେଡି+ସିପିଆଇ)
ପ୍ରାର୍ଥୀ – ରାମଶହାୟ ପଣ୍ଡା
ଦଳ – ସିପିଆଇ
ଭୋଟ – ୭,୯୧୧
ପ୍ରତିଶତ – ୦୬.୮୦%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– କଂଗ୍ରେସର ଅନୁପ କୁମାର ସାଏ ବିଜୟ ହାସଲ କରିଥିଲେ
– ୫୦ ହଜାର ୫୮୫ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ସୁରେଶ ପୁଜାରୀଙ୍କୁ ପରାସ୍ତ କରିଥିଲେ
– ୧ ହଜାର ୭୪୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ସିପିଆଇ ସହ ମେଂଟ କରି ପ୍ରାର୍ଥୀ ଦେଇନଥିଲା ବିଜେଡି
– ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲା
– ବିଧାୟକ ଅନୁପ କୁମାର ସାଏ ବିଜେଡି ଚାଲିଯିବାରୁ କିଶୋର ପଟେଲଙ୍କୁ ପ୍ର୍ରା୍ଥୀ କରିଥିଲା କଂଗ୍ରେସ
– ୨୦୦୯ରେ ସିପିଆଇ ସହ ମେଂଟ କରିବା ପରେ ୨୦୧୪ରେ ବିଧାୟକ ଅନୁପ ସାଏଙ୍କୁ ପ୍ରାର୍ଥୀ କରି ହାରିଥିଲା ବିଜେଡି
– ସୁରେଶ ପୂଜାରୀଙ୍କ ସ୍ଥାନରେ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରି ଜିତିଥିଲା ବିଜେପି

Comments are closed.