କନକ ବ୍ୟୁରୋ : ବ୍ରଜରାଜନଗର ପୌରାଂଚଳ, ବେଲପାହାଡ ଏନଏସି, ଲଖନପୁର ବ୍ଲକ ଓ ଝାରସୁଗୁଡା ବ୍ଳକକୁ ନେଇ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ । ବେଲପାହାଡ ଏନଏସି ବିଜେଡି ଦଖଲରେ ରହିଥିବା ବେଳେ ବ୍ରଜରାଜନଗର ପୌରାଂଚଳ ବିଜେଡି ଦଖଲରେ ଅଛି ।
୨୦୧୯ର ଲଢେଇ
ବିଜେଡି: କିଶୋର ମହାନ୍ତି
କଂଗ୍ରେସ-ସିପିଆଇ ମେଂଟ: ରମେଶ ତ୍ରିପାଠୀ
ବିଜେପି: ରାଧାରାଣୀ ପଣ୍ଡା
ବିଜେଡି: କିଶୋର ମହାନ୍ତି
- ୩ ଥର ବିଧାୟକ
- ପୂର୍ବତନ ବାଚସ୍ପତି
- ପୂର୍ବତନ ରାଜ୍ୟସଭା ସାଂସଦ
- ପୂର୍ବତନ ସରକାରୀ ମୁଖ୍ୟ ସଚେତକ
- ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ
କଂଗ୍ରେସ-ସିପିଆଇ ମେଂଟ: ରମେଶ ତ୍ରିପାଠୀ
- କୃଷକ ନେତା
- ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି
- ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ପ୍ରସନ୍ନ ପଣ୍ଡାଙ୍କ ଅନୁଗତ
ବିଜେପି: ରାଧାରାଣୀ ପଣ୍ଡା
- ୨୦୧୪ ବିଧାୟିକା
- ପୂର୍ବତନ କାଉନସିଲର ଏବଂ ଉପନଗରପାଳ
- ଝାରସୁଗୁଡା ଜିଲ୍ଲା ସଭାପତି
- ୨୦୦୯ରେ ବିଜେପିରେ ସାମିଲ
ମୈଦାନରେ ମହିଳା ପ୍ରାର୍ଥୀ
- ରାଧାରାଣୀ ପଣ୍ଡା ( ବିଜେପି)
ମୁହାଁମୁହିଁ ପ୍ରାର୍ଥୀ
- ୩ ଥର ବିଧାୟକ, ବାଚସ୍ପତି ଏବଂ ରାଜ୍ୟସଭା ସାଂସଦ କିଶୋର ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି
- ବିଧାୟିକା ତଥା ଟାଣୁଆ ନେତ୍ରୀ ରାଧାରାଣୀ ପଣ୍ଡାଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି
- କଂଗ୍ରେସ ସହ ମେଂଟ ହୋଇଥିବାରୁ ରମେଶ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି ସିପିଆଇ
- ସିପିଆଇ ପ୍ରାର୍ଥୀଙ୍କୁ ସମର୍ଥନ ଦେଉଛି କଂଗ୍ରେସ
ବ୍ରଜରାଜନଗର ବିଧାନସଭା ଆସନ
- ୧୯୬୧ରେ ଗଠନ ହୋଇଥିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀ
- ବରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
- ସିପିଆଇରୁ ପ୍ରସନ୍ନ କୁମାର ପଣ୍ଡା ୬ ଥର ବିଧାୟକ
- କଂଗ୍ରେସର ଉପେନ୍ଦ୍ର ଦୀକ୍ଷିତ ୩ ଥର ବିଧାୟକ
- କଂଗ୍ରେସରୁ ଅନୁପ କୁମାର ସାଏ ୩ ଥର ବିଧାୟକ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୦ ହଜାର ୬୧୪
- ମତ ଦେଇଥିଲେ – ୧ ଲକ୍ଷ ୪୫ହଜାର ୮୫୧
- ଭୋଟଦାନ ହାର – ୭୬.୫୨%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଅନୁପ କୁମାର ସାଏ ବିଜେଡି ୪୩,୯୪୬ ୩୦.୧୩% ପରାସ୍ତ
କିଶୋର ଚନ୍ଦ୍ର ପଟେଲ କଂଗ୍ରେସ ୩୮,୧୭୫ ୨୬.୧୭% ପରାସ୍ତ
ରାଧାରାଣୀ ପଣ୍ଡା ବିଜେପି ୫୦,୭୩୬ ୩୪.୭୯% ବିଜୟୀ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଅନୁପ କୁମାର ସାଏ
ଦଳ - ବିଜେଡି
ଭୋଟ - ୪୩,୯୪୬
ପ୍ରତିଶତ - ୩୦.୧୩%
ଫଳାଫଳ - ପରାସ୍ତ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ରାଧାରାଣୀ ପଣ୍ଡା
ଦଳ - ବିଜେପି
ଭୋଟ - ୫୦,୭୩୬
ପ୍ରତିଶତ - ୩୪.୭୯%
ଫଳାଫଳ - ବିଜୟୀ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - କିଶୋର ଚନ୍ଦ୍ର ପଟେଲ
ଦଳ – କଂଗ୍ରେସ
ଭୋଟ - ୩୮,୧୭୫
ପ୍ରତିଶତ - ୨୬.୧୭%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିର୍ବାଚନ ଜିତିଥିଲେ
- ୫୦ ହଜାର ୭୩୬ ଖଣ୍ଡ ଭୋଟ ପାଇଥିଲେ ବିଜେପି ପ୍ରାର୍ଥୀ
- ବିଜେଡ଼ି ପ୍ରାର୍ଥୀ ଅନୁପ କୁମାର ସାଏଙ୍କୁ ପରାସ୍ତ କରିଥିଲେ
- ୬ ହଜାର ୭୯୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୨ ହଜାର ୯୭୨
- ମତ ଦେଇଥିଲେ – ୧ ଲକ୍ଷ ୧୬ ହଜାର ୩୯୬
- ଭୋଟଦାନ ହାର – %
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଅନୁପ କୁମାର ସାଏ କଂଗ୍ରେସ ୫୦,୫୮୫ ୪୩. ୪୬% ବିଜୟୀ
ସୁରେଶ ପୂଜାରୀ ବିଜେପି ୪୮,୮୪୩ ୪୧.୯୬% ପରାସ୍ତ
ରାମସହାୟ ପଣ୍ଡା ସିପିଆଇ ୭,୯୧୧ ୦୬.୮୦% ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଅନୁପ କୁମାର ସାଏ
ଦଳ - କଂଗ୍ରେସ
ଭୋଟ - ୫୦,୫୮୫
ପ୍ରତିଶତ - ୪୩.୪୬%
ଫଳାଫଳ – ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସୁରେଶ ପୂଜାରୀ
ଦଳ - ବିଜେପି
ଭୋଟ - ୪୮,୮୪୩
ପ୍ରତିଶତ - ୪୧.୯୬%
ଫଳାଫଳ - ପରାସ୍ତ
ସିପିଆଇର ପ୍ରଦର୍ଶନ (୨୦୦୯)( ବିଜେଡି+ସିପିଆଇ)
ପ୍ରାର୍ଥୀ – ରାମଶହାୟ ପଣ୍ଡା
ଦଳ - ସିପିଆଇ
ଭୋଟ - ୭,୯୧୧
ପ୍ରତିଶତ - ୦୬.୮୦%
ଫଳାଫଳ – ପରାସ୍ତ
କିଏ ମାରିଥିଲା ବାଜି?
- କଂଗ୍ରେସର ଅନୁପ କୁମାର ସାଏ ବିଜୟ ହାସଲ କରିଥିଲେ
- ୫୦ ହଜାର ୫୮୫ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ସୁରେଶ ପୁଜାରୀଙ୍କୁ ପରାସ୍ତ କରିଥିଲେ
- ୧ ହଜାର ୭୪୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ସିପିଆଇ ସହ ମେଂଟ କରି ପ୍ରାର୍ଥୀ ଦେଇନଥିଲା ବିଜେଡି
- ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ବଦଳାଇଥିଲା
- ବିଧାୟକ ଅନୁପ କୁମାର ସାଏ ବିଜେଡି ଚାଲିଯିବାରୁ କିଶୋର ପଟେଲଙ୍କୁ ପ୍ର୍ରା୍ଥୀ କରିଥିଲା କଂଗ୍ରେସ
- ୨୦୦୯ରେ ସିପିଆଇ ସହ ମେଂଟ କରିବା ପରେ ୨୦୧୪ରେ ବିଧାୟକ ଅନୁପ ସାଏଙ୍କୁ ପ୍ରାର୍ଥୀ କରି ହାରିଥିଲା ବିଜେଡି
- ସୁରେଶ ପୂଜାରୀଙ୍କ ସ୍ଥାନରେ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରି ଜିତିଥିଲା ବିଜେପି