କନକ ବ୍ୟୁରୋ : ବରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ । ଅତାବିରା, ଭେଡେନ ବ୍ଳକ ଓ ଅତାବିରା ଏନଏସିକୁ ନେଇ ଅତାବିରା ନିର୍ବାଚନ ମଣ୍ଡଳୀ ଗଠିତ । ଅତାବିରା ଓ ଭେଡେନ ବ୍ଲକ୍ ବିଜେଡି କବଜାରେ ଥିବାବେଳେ ଅତାବିରା ଏନଏସିର ସମସ୍ତ ୧୧ଟି ୱାର୍ଡ ବିଜେଡି ଦଖଲରେ ରହିଛି ।

Advertisment

୨୦୧୯ର ଲଢେଇ
ବିଜେଡି: ସ୍ନେହାଙ୍ଗୀନି ଛୁରିଆ
କଂଗ୍ରେସ: ନିହାର ମହାନନ୍ଦ
ବିଜେପି: ମିଲନ ସେଠ୍

ବିଜେଡି: ସ୍ନେହାଙ୍ଗୀନି ଛୁରିଆ
- ୨୦୧୪ରେ ବିଧାୟକ
- ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ
- ୨୦୦୯ରେ ପରାଜିତ

କଂଗ୍ରେସ: ନିହାର ମହାନନ୍ଦ
- ୨୦୦୯ରେ ବିଧାୟକ
- ୨୦୧୪ରେ ପରାଜିତ
- ଦକ୍ଷ ସଂଗଠକ

ବିଜେପି: ମିଲନ ସେଠ୍
- ୨୦୧୪ରେ ପରାଜିତ
- ୨୦୦୯ରେ ସ୍ୱାଧୀନ ଭାବେ ଲଢି ତୃତୀୟ ସ୍ଥାନ
- ତୃତୀୟଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି

ମୈଦାନରେ ମହିଳା ପ୍ରାର୍ଥୀ
ସ୍ନେହାଙ୍ଗୀନି ଛୁରିଆ ( ବିଜେଡି )

ମୁହାଁମୁହିଁ ପ୍ରାର୍ଥୀ
- ବିଧାୟିକା ତଥା ମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରିଆଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି
- କଂଗ୍ରେସ ପ୍ରାର୍ଥୀ ନିହାର ମହାନନ୍ଦ ୨୦୦୯ରେ ବିଧାୟକ ଥିଲେ, ୨୦୧୪ରେ ହାରିଯାଇଥିଲେ
- ଗତ ନିର୍ବାଚନରେ ହାରିଥିବା ମିଲନ ସେଠ୍ଙ୍କୁ ପୁଣି ଟିକେଟ୍ ଦେଇଛି ବିଜେପି

ଅତାବିରା ବିଧାନସଭା ଆସନ
- ୨୦୦୯ରେ ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀ ବଦଳରେ ଅତାବିରା ନିର୍ବାଚନ ମଣ୍ଡଳୀ ତିଆରି କରାଗଲା ।
- ୨୦୦୯ରେ କଂଗ୍ରେସର ନିହାର ମହାନନ୍ଦ ବିଧାୟକ
- ୨୦୧୪ରେ ବିଜେଡିର ସ୍ନେହାଙ୍ଗୀନି ଛୁରିଆ ବିଧାୟକ

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୨ ହଜାର ୫୦୬
- ମତ ଦେଇଥିଲେ – ୧ ଲକ୍ଷ ୫୪ ହଜାର ୯୪୩
- ଭୋଟଦାନ ହାର – ୭୬.୫୧%

୨୦୧୪ର ଫଳାଫଳ
ପ୍ରାର୍ଥୀ                         ଦଳ              ଭୋଟ           ପ୍ରତିଶତ               ଫଳାଫଳ
ସ୍ନେହାଙ୍ଗୀନି ଛୁରିଆ       ବିଜେଡି          ୬୯,୬୦୨         ୪୪.୯୨%                ବିଜୟୀ
ମିଲନ ସେଠ୍              ବିଜେପି          ୩୩,୭୩୫         ୨୧.୭୭%                ପରାସ୍ତ
ନିହାର ରଂଜନ ମହାନନ୍ଦ  କଂଗ୍ରେସ        ୪୪,୧୨୮         ୨୮.୪୮%                 ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ସ୍ନେହାଙ୍ଗୀନି ଛୁରିଆ
ଦଳ - ବିଜେଡି
ଭୋଟ - ୬୯,୬୦୨
ପ୍ରତିଶତ - ୪୪.୯୨%
ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ମିଲନ ସେଠ୍
ଦଳ - ବିଜେପି
ଭୋଟ - ୩୩,୭୩୫
ପ୍ରତିଶତ - ୨୧.୭୭%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ନିହାର ରଂଜନ ମହାନନ୍ଦ
ଦଳ - କଂଗ୍ରେସ
ଭୋଟ - ୪୪,୧୨୮
ପ୍ରତିଶତ - ୨୮.୪୮%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ସ୍ନେହାଙ୍ଗୀନି ଛୁରିଆ ନିର୍ବାଚନ ଜିତିଥିଲେ
- ୬୯ ହଜାର ୬୦୨ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ନିହାର ରଂଜନ ମହାନନ୍ଦଙ୍କୁ ପରାସ୍ତ କରିଥିଲେ
- ୨୫ ହଜାର ୪୭୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୯ ହଜାର ୧୪୪
- ମତ ଦେଇଥିଲେ – ୧ଲକ୍ଷ ୨୪ ହଜାର ୫୯୦
- ଭୋଟଦାନ ହାର – %

୨୦୦୯ର ଫଳାଫଳ
ପ୍ରାର୍ଥୀ                         ଦଳ            ଭୋଟ                ପ୍ରତିଶତ           ଫଳାଫଳ
ସ୍ନେହାଙ୍ଗିନୀ ଛୁରିଆ         ବିଜେଡି          ୩୬,୦୬୬         ୨୮.୯୫%        ପରାସ୍ତ
ନିହାର ରଞ୍ଜନ ମହାନନ୍ଦ    କଂଗ୍ରେସ        ୪୯,୩୯୬          ୩୯.୬୫%        ବିଜୟୀ
ବିପିନ ଭୂସାଗର             ବିଜେପି          ୧୧,୦୬୬         ୦୮.୮୮%         ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ସ୍ନେହାଙ୍ଗିନୀ ଛୁରିଆ
ଦଳ - ବିଜେଡି
ଭୋଟ - ୩୬,୦୬୬
ପ୍ରତିଶତ – ୨୮.୯୫%
ଫଳାଫଳ - ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ବିପିନ ଭୂସାଗର
ଦଳ - ବିଜେପି
ଭୋଟ - ୧୧,୦୬୬
ପ୍ରତିଶତ - ୦୮.୮୮%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ନିହାର ରଞ୍ଜନ ମହାନନ୍ଦ
ଦଳ - କଂଗ୍ରେସ
ଭୋଟ - ୪୯,୩୯୬
ପ୍ରତିଶତ - ୩୯.୬୫%
ଫଳାଫଳ – ବିଜୟୀ

ସ୍ୱାଧୀନର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ମିଲନ ସେଠ୍
ଦଳ - ସ୍ୱାଧୀନ
ଭୋଟ - ୧୬,୩୦୮
ପ୍ରତିଶତ - ୧୩.୦୯%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
- କଂଗ୍ରେସର ନିହାର ରଞ୍ଜନ ମହାନନ୍ଦ ବିଜୟ ହାସଲ କରିଥିଲେ
- ୪୯ ହଜାର ୩୯୬ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
- ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପରାସ୍ତ କରିଥିଲେ
- ୧୩ ହଜାର ୩୨୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ସ୍ୱାଧୀନ ପ୍ରାର୍ଥୀ ମିଲନ ସେଠ୍ ୧୬ ହଜାର ୩୦୮ ଭୋଟ୍ ପାଇ ତୃତୀୟ ସ୍ଥାନରେ ଥିଲେ
- ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
- ୨୦୧୪ରେ ବିଜେପି ପ୍ରାର୍ଥୀ ବଦଳାଇଥିଲା
- ବିଜେପିର ବିପିନ ଭୂସାଗରଙ୍କ ବଦଳରେ ମିଲନ୍ ସେଠ୍ ନିର୍ବାଚନ ଲଢ଼ିଥିଲେ ।
- ୨୦୦୯ ସ୍ୱାଧୀନ ପ୍ରାର୍ଥୀ ମିଲନ ସେଠଙ୍କୁ ବିଜେପି ପ୍ରାର୍ଥୀ କରିଥିଲା
- ବିଜେଡ଼ି ସ୍ନେହାଙ୍ଗୀନୀ ଛୁରିଆଙ୍କୁ ପୁଣି ପ୍ରାର୍ଥୀ କରି ବିଜୟୀ ହୋଇଥିଲା
- ବିଧାୟକ ନିହାର ମହାନନ୍ଦଙ୍କୁ ପୁଣି ପ୍ରାର୍ଥୀ କରି ହାରିଥିଲା କଂଗ୍ରେସ