ଅତାବିରା ଜନତା ଏଥର କାହାକୁ ଦେବେ ସୁଯୋଗ ! ଆଜି ଭୋଟର ଭଗବାନଙ୍କ ହାତରେ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ

92

କନକ ବ୍ୟୁରୋ : ବରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ । ଅତାବିରା, ଭେଡେନ ବ୍ଳକ ଓ ଅତାବିରା ଏନଏସିକୁ ନେଇ ଅତାବିରା ନିର୍ବାଚନ ମଣ୍ଡଳୀ ଗଠିତ । ଅତାବିରା ଓ ଭେଡେନ ବ୍ଲକ୍ ବିଜେଡି କବଜାରେ ଥିବାବେଳେ ଅତାବିରା ଏନଏସିର ସମସ୍ତ ୧୧ଟି ୱାର୍ଡ ବିଜେଡି ଦଖଲରେ ରହିଛି ।

୨୦୧୯ର ଲଢେଇ
ବିଜେଡି: ସ୍ନେହାଙ୍ଗୀନି ଛୁରିଆ
କଂଗ୍ରେସ: ନିହାର ମହାନନ୍ଦ
ବିଜେପି: ମିଲନ ସେଠ୍

ବିଜେଡି: ସ୍ନେହାଙ୍ଗୀନି ଛୁରିଆ
– ୨୦୧୪ରେ ବିଧାୟକ
– ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ
– ୨୦୦୯ରେ ପରାଜିତ

କଂଗ୍ରେସ: ନିହାର ମହାନନ୍ଦ
– ୨୦୦୯ରେ ବିଧାୟକ
– ୨୦୧୪ରେ ପରାଜିତ
– ଦକ୍ଷ ସଂଗଠକ

ବିଜେପି: ମିଲନ ସେଠ୍
– ୨୦୧୪ରେ ପରାଜିତ
– ୨୦୦୯ରେ ସ୍ୱାଧୀନ ଭାବେ ଲଢି ତୃତୀୟ ସ୍ଥାନ
– ତୃତୀୟଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି

ମୈଦାନରେ ମହିଳା ପ୍ରାର୍ଥୀ
ସ୍ନେହାଙ୍ଗୀନି ଛୁରିଆ ( ବିଜେଡି )

ମୁହାଁମୁହିଁ ପ୍ରାର୍ଥୀ
– ବିଧାୟିକା ତଥା ମନ୍ତ୍ରୀ ସ୍ନେହାଙ୍ଗୀନୀ ଛୁରିଆଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି
– କଂଗ୍ରେସ ପ୍ରାର୍ଥୀ ନିହାର ମହାନନ୍ଦ ୨୦୦୯ରେ ବିଧାୟକ ଥିଲେ, ୨୦୧୪ରେ ହାରିଯାଇଥିଲେ
– ଗତ ନିର୍ବାଚନରେ ହାରିଥିବା ମିଲନ ସେଠ୍ଙ୍କୁ ପୁଣି ଟିକେଟ୍ ଦେଇଛି ବିଜେପି

ଅତାବିରା ବିଧାନସଭା ଆସନ
– ୨୦୦୯ରେ ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀ ବଦଳରେ ଅତାବିରା ନିର୍ବାଚନ ମଣ୍ଡଳୀ ତିଆରି କରାଗଲା ।
– ୨୦୦୯ରେ କଂଗ୍ରେସର ନିହାର ମହାନନ୍ଦ ବିଧାୟକ
– ୨୦୧୪ରେ ବିଜେଡିର ସ୍ନେହାଙ୍ଗୀନି ଛୁରିଆ ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୨ ହଜାର ୫୦୬
– ମତ ଦେଇଥିଲେ – ୧ ଲକ୍ଷ ୫୪ ହଜାର ୯୪୩
– ଭୋଟଦାନ ହାର – ୭୬.୫୧%

୨୦୧୪ର ଫଳାଫଳ
ପ୍ରାର୍ଥୀ                         ଦଳ              ଭୋଟ           ପ୍ରତିଶତ               ଫଳାଫଳ
ସ୍ନେହାଙ୍ଗୀନି ଛୁରିଆ       ବିଜେଡି          ୬୯,୬୦୨         ୪୪.୯୨%                ବିଜୟୀ
ମିଲନ ସେଠ୍              ବିଜେପି          ୩୩,୭୩୫         ୨୧.୭୭%                ପରାସ୍ତ
ନିହାର ରଂଜନ ମହାନନ୍ଦ  କଂଗ୍ରେସ        ୪୪,୧୨୮         ୨୮.୪୮%                 ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ସ୍ନେହାଙ୍ଗୀନି ଛୁରିଆ
ଦଳ – ବିଜେଡି
ଭୋଟ – ୬୯,୬୦୨
ପ୍ରତିଶତ – ୪୪.୯୨%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ମିଲନ ସେଠ୍
ଦଳ – ବିଜେପି
ଭୋଟ – ୩୩,୭୩୫
ପ୍ରତିଶତ – ୨୧.୭୭%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ନିହାର ରଂଜନ ମହାନନ୍ଦ
ଦଳ – କଂଗ୍ରେସ
ଭୋଟ – ୪୪,୧୨୮
ପ୍ରତିଶତ – ୨୮.୪୮%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ସ୍ନେହାଙ୍ଗୀନି ଛୁରିଆ ନିର୍ବାଚନ ଜିତିଥିଲେ
– ୬୯ ହଜାର ୬୦୨ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ନିହାର ରଂଜନ ମହାନନ୍ଦଙ୍କୁ ପରାସ୍ତ କରିଥିଲେ
– ୨୫ ହଜାର ୪୭୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୯ ହଜାର ୧୪୪
– ମତ ଦେଇଥିଲେ – ୧ଲକ୍ଷ ୨୪ ହଜାର ୫୯୦
– ଭୋଟଦାନ ହାର – %

୨୦୦୯ର ଫଳାଫଳ
ପ୍ରାର୍ଥୀ                         ଦଳ            ଭୋଟ                ପ୍ରତିଶତ           ଫଳାଫଳ
ସ୍ନେହାଙ୍ଗିନୀ ଛୁରିଆ         ବିଜେଡି          ୩୬,୦୬୬         ୨୮.୯୫%        ପରାସ୍ତ
ନିହାର ରଞ୍ଜନ ମହାନନ୍ଦ    କଂଗ୍ରେସ        ୪୯,୩୯୬          ୩୯.୬୫%        ବିଜୟୀ
ବିପିନ ଭୂସାଗର             ବିଜେପି          ୧୧,୦୬୬         ୦୮.୮୮%         ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସ୍ନେହାଙ୍ଗିନୀ ଛୁରିଆ
ଦଳ – ବିଜେଡି
ଭୋଟ – ୩୬,୦୬୬
ପ୍ରତିଶତ – ୨୮.୯୫%
ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ବିପିନ ଭୂସାଗର
ଦଳ – ବିଜେପି
ଭୋଟ – ୧୧,୦୬୬
ପ୍ରତିଶତ – ୦୮.୮୮%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ନିହାର ରଞ୍ଜନ ମହାନନ୍ଦ
ଦଳ – କଂଗ୍ରେସ
ଭୋଟ – ୪୯,୩୯୬
ପ୍ରତିଶତ – ୩୯.୬୫%
ଫଳାଫଳ – ବିଜୟୀ

ସ୍ୱାଧୀନର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ମିଲନ ସେଠ୍
ଦଳ – ସ୍ୱାଧୀନ
ଭୋଟ – ୧୬,୩୦୮
ପ୍ରତିଶତ – ୧୩.୦୯%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– କଂଗ୍ରେସର ନିହାର ରଞ୍ଜନ ମହାନନ୍ଦ ବିଜୟ ହାସଲ କରିଥିଲେ
– ୪୯ ହଜାର ୩୯୬ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପରାସ୍ତ କରିଥିଲେ
– ୧୩ ହଜାର ୩୨୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ସ୍ୱାଧୀନ ପ୍ରାର୍ଥୀ ମିଲନ ସେଠ୍ ୧୬ ହଜାର ୩୦୮ ଭୋଟ୍ ପାଇ ତୃତୀୟ ସ୍ଥାନରେ ଥିଲେ
– ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ ବିଜେପି ପ୍ରାର୍ଥୀ ବଦଳାଇଥିଲା
– ବିଜେପିର ବିପିନ ଭୂସାଗରଙ୍କ ବଦଳରେ ମିଲନ୍ ସେଠ୍ ନିର୍ବାଚନ ଲଢ଼ିଥିଲେ ।
– ୨୦୦୯ ସ୍ୱାଧୀନ ପ୍ରାର୍ଥୀ ମିଲନ ସେଠଙ୍କୁ ବିଜେପି ପ୍ରାର୍ଥୀ କରିଥିଲା
– ବିଜେଡ଼ି ସ୍ନେହାଙ୍ଗୀନୀ ଛୁରିଆଙ୍କୁ ପୁଣି ପ୍ରାର୍ଥୀ କରି ବିଜୟୀ ହୋଇଥିଲା
– ବିଧାୟକ ନିହାର ମହାନନ୍ଦଙ୍କୁ ପୁଣି ପ୍ରାର୍ଥୀ କରି ହାରିଥିଲା କଂଗ୍ରେସ

Comments are closed.