୪୯ ବର୍ଷ ବୟସରେ ପାଦ ଦେଲେ ଜୁହି ଚାୱଲା

୪୯ ବର୍ଷ ବୟସରେ ପାଦ ଦେଲେ ଜୁହି ଚାୱଲା

source-google

ବଲିଉଡର ଚୁଲବୁଲି ଅଭିନେତ୍ରୀ ଜୁହି ଚାୱଲାଙ୍କର ଆଜି ଜନ୍ମଦିନ । ସେ ଆଜି ୪୯ ବର୍ଷ ବୟସରେ ପାଦ ଦେଇଛନ୍ତି । ଜୁହି ଚାୱଲା ବଲିଉଡର ଅନେକ ହିଟ୍ ସିନେମାରେ ଅଭିନୟ କର ସାରିିଛନ୍ତି ଏବଂ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଏଯାଏ କମିନି । ୧୯୮୪ ରେ ସେ ମିସ ଇଣ୍ଡିଆ ଟାଇଟଲ ଜିତିଥିଲେ ।

ତାଙ୍କର ଅଭିନୟ ଜୀବନରେ ସେ କେବଳ ହିନ୍ଦୀ ନୁହେଁ ପଞ୍ଜାବୀ , ମାଲାୟାଲମ , କନ୍ନଡ , ତାମିଲ ଓ ତେଲୁଗୁ ସିନେମାରେ ମଧ୍ୟ ଅଭିନୟ କରି ସାରିଛନ୍ତି । ଜୁହି  ସିନେମାରେ ଅଭିନୟ କରିବା ବନ୍ଦ କରି ଦେଇଥିଲେ ମଧ୍ୟ ବିଭିନ୍ନ ଟିଭି ସୋରେ ସେ ଏବେ ବି ନଜର ଆସୁଛନ୍ତି । ଜୁହି ଚାୱଲା ଆଇପିଏଲ ଟିମ କୋଲକୋତା ନାଇଟ ରାଇଡରର୍ସର ମାଲିକାଣୀ  ଅଟନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe