କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବରଗଡ ଡିଏଫଓ ସୁଲେରାମ ମାରାଣ୍ଡି । ବସରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ସେ ଧରାପଡିଛନ୍ତି । ସମ୍ବଲପୁରରୁ ନିଜ ଘର ଯଶିପୁରକୁ ଟଙ୍କା ନେଇ ଯାଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏକ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ଭିଜିଲାନ୍ସ ଅଫିସରେ ଡିଏଫଓଙ୍କୁ ଜେରା ଚାଲିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/DFO.jpg)