ଶ୍ରୀଦେବୀଙ୍କ ଅଭିନୀତ ଲୋକପ୍ରିୟ ଗୀତ ହାୱାହାୱାଇରେ ନୃତ୍ୟ ପ୍ରଦର୍ଶନ କରିବେ ବିଦ୍ୟା ବାଲାନ !

ଶ୍ରୀଦେବୀଙ୍କ ଅଭିନୀତ ଲୋକପ୍ରିୟ ଗୀତ ହାୱାହାୱାଇରେ ନୃତ୍ୟ ପ୍ରଦର୍ଶନ କରିବେ ବିଦ୍ୟା ବାଲାନ !

phot courtesy -http://indianexpress.com

ଶ୍ରୀଦେବୀଙ୍କ ଅଭିନୀତ ଲୋକପ୍ରିୟ ଗୀତ "ହାୱାହାୱାଇ'ରେ ନୃତ୍ୟ ପ୍ରଦର୍ଶନ କରିବେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ । ବିଦ୍ୟା ନିଜ ଆଗାମୀ ସିନେମା ‘ତୁହ୍ମାରୀ ସୁଲୁ’ ରେ "ହାୱାହାୱାଇ' ଗୀତର ରିମେକରେ ଡ୍ୟାନ୍ସ କରିବେ । ଶ୍ରୀଦେବୀଙ୍କୁ ସମ୍ମାନ ଜଣାଇବା ପାଇଁ ସିନେ ନିର୍ଦ୍ଦେଶକ ଏହି ଯୋଜନା କରିଛନ୍ତି  ବୋଲି ସୂଚନା ମଳିଛି ।

ଏହି ଗୀତର ରିମେକ ପ୍ରସ୍ତୁତ କରିବେ ତନିସ୍କ ବାଗଚୀ । କେବଳ ଦୃଶ୍ୟାୟନ ନୁହେଁ ଗୀତରେ ନୂଆ ସ୍ୱର ମଧ୍ୟ ଦିଆଯିବ । ତେବେ ବିଦ୍ୟା ବାଲାନ ସହ ଅଭିନେତ୍ରୀ ନେହା ଧୂପିଆଙ୍କ ଅଭିନୟ ମଧ୍ୟ ରହିବ । ଡିସେମ୍ବର ୧ରେ ରିଲିଜ ହେବ ‘ତୁହ୍ମାରୀ ସୁଲୁ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe