ସଫଳତାର ନାହିିଁ ସଟକଟ୍ ! ଦେଖନ୍ତୁ କିଛି ଲୋକପ୍ରିୟ ସେଲିବ୍ରିଟିଙ୍କ ପ୍ରଥମ ଅଡିସନ୍

Advertisment
ସଫଳତାର ନାହିିଁ ସଟକଟ୍ ! ଦେଖନ୍ତୁ କିଛି ଲୋକପ୍ରିୟ ସେଲିବ୍ରିଟିଙ୍କ ପ୍ରଥମ ଅଡିସନ୍

Photo Courtesy : http://1.bp.blogspot.com

ଆମେ ଯେତେବେଳ କୌଣସି ବି ବଡ ତାରକାକୁ ଦେଖୁ ତୁରନ୍ତ କହୁ ଭାଗ୍ୟ ଭଲ ଥିବାରୁ ଏତେ ସଫଳତା ହାସଲ କରିଛି । କୁହାଯାଏ ସିନେ ତାରକାଙ୍କ ପିଲାମାନେ ଜନ୍ମ ହେବା ପରେ ହିଁ ଷ୍ଟାର ହୋଇ ଯାଆନ୍ତି, ମିଡିଆ ମଧ୍ୟ ସୋମାନଙ୍କ ବ୍ୟକ୍ତିଗତ ଜୀବନକୁ ସେହି ପ୍ରକାରେ ଚିତ୍ରଣ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି ଯେତେ ବଡ ତାରକା ହେଲେ ବି କୌଣସି ବି ସିନେମାରେ କାମ କରିବା ସମସ୍ତଙ୍କୁ ପୂର୍ବରୁ ଅଡିସନ ଦେବାକୁ ପଡେ  । ଏବେ ନଜର ପକାନ୍ତୁ କିଛି ଲୋକପ୍ରିୟ ସେଲିବ୍ରିଟିଙ୍କ ଅଡିସନ୍ ଉପରେ  ।

ଦବଙ୍ଗ ଖାନଙ୍କ ଅଡିସନ ଦେଖନ୍ତୁ ଏହି ଭିଡଓରେ...

ଦେଖନ୍ତୁ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଅଡିସନ ଭିଡିଓ....

ଅନୁଷ୍କା ଶର୍ମାଙ୍କ ଅଡିସନ୍ ଭିଡିଓ :

ରଣବୀର ସିଂଙ୍କ ଅଡିସନ୍ ଭିଡିଓ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe