ଆମେ ଯେତେବେଳ କୌଣସି ବି ବଡ ତାରକାକୁ ଦେଖୁ ତୁରନ୍ତ କହୁ ଭାଗ୍ୟ ଭଲ ଥିବାରୁ ଏତେ ସଫଳତା ହାସଲ କରିଛି । କୁହାଯାଏ ସିନେ ତାରକାଙ୍କ ପିଲାମାନେ ଜନ୍ମ ହେବା ପରେ ହିଁ ଷ୍ଟାର ହୋଇ ଯାଆନ୍ତି, ମିଡିଆ ମଧ୍ୟ ସୋମାନଙ୍କ ବ୍ୟକ୍ତିଗତ ଜୀବନକୁ ସେହି ପ୍ରକାରେ ଚିତ୍ରଣ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି ଯେତେ ବଡ ତାରକା ହେଲେ ବି କୌଣସି ବି ସିନେମାରେ କାମ କରିବା ସମସ୍ତଙ୍କୁ ପୂର୍ବରୁ ଅଡିସନ ଦେବାକୁ ପଡେ । ଏବେ ନଜର ପକାନ୍ତୁ କିଛି ଲୋକପ୍ରିୟ ସେଲିବ୍ରିଟିଙ୍କ ଅଡିସନ୍ ଉପରେ ।
ଦବଙ୍ଗ ଖାନଙ୍କ ଅଡିସନ ଦେଖନ୍ତୁ ଏହି ଭିଡଓରେ...
ଦେଖନ୍ତୁ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଅଡିସନ ଭିଡିଓ....
ଅନୁଷ୍କା ଶର୍ମାଙ୍କ ଅଡିସନ୍ ଭିଡିଓ :
ରଣବୀର ସିଂଙ୍କ ଅଡିସନ୍ ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/1-11.jpg)