ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ବରୁଣ ଧୱନ ସିନେ ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ସୋ ‘କଫି ଉଇଥ କରଣ’ରେ ନଜର ଆସିବେ । ସୋର ସେଟରେ କରଣ ଓ ଆଲିଆଙ୍କ ସହ କିଛି ଫଟୋକୁ ବରୁଣ ନିଜେ ଟ୍ୱିଟର ମାଧ୍ୟମରେ ଶେୟାର ମଧ୍ୟ କରିଛନ୍ତି । ବରୁଣ ଓ ଆଲିଆ ତାଙ୍କ ଆଗାମୀ ସିନେମା ‘ବଦ୍ରୀନାଥ କୀ ଦୁହ୍ଲନିୟା’ର ପ୍ରଚାର ପାଇଁ ଏହି ସୋରେ ଯୋଗ ଦେବେ ବୋଲି ଜଣାପଡିଛି । ଉଭୟେ କରଣଙ୍କ ସିନେମା ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ ଜରିଆରେ ଡେବ୍ୟୁ କରିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us