ଉମରକୋଟ ବିଧାୟକ ସୁବାସ ଗଣ୍ଡ ଅସୁସ୍ଥ !

Advertisment
ଉମରକୋଟ ବିଧାୟକ ସୁବାସ ଗଣ୍ଡ ଅସୁସ୍ଥ !

କନକ ବ୍ୟୁରୋ : ଉମରକୋଟ ବିଧାୟକ ସୁବାସ ଗଣ୍ଡ ଅସୁସ୍ଥ । ଗତକାଲି ରାତିରେ ଛାତିରେ ୟନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ବିଶାଖାପାଟଣାର ଆପୋଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆଇସିୟୁରେ ସୁବାସଙ୍କର ଚିକିତ୍ସା ଚାଲିଛି । ଗତକାଲି ସୁବାସ ଶ୍ୱଶୂର ଘରକୁ ଯାଇଥିଲେ । ସେଠାରେ ସୁବାସ, ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସୁବାସ ୨୦୧୪ରେ ଉମରକୋଟ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe