Top 2

ରଘୁନାଥପାଲ୍ଲୀରେ ବିଜେପିକୁ ପାଣ୍ଡିଆନଙ୍କ ଟାର୍ଗେଟ । କହିଲେ, ନବୀନ ପଟ୍ଟନାୟକ ମାଗଣା ବିଜୁଳି ଘୋଷଣା କଲେ ବିରୋଧୀଙ୍କୁ କରେଣ୍ଟ ଲାଗୁଛି । post image

ରଘୁନାଥପାଲ୍ଲୀରେ ବିଜେପିକୁ ପାଣ୍ଡିଆନଙ୍କ ଟାର୍ଗେଟ । କହିଲେ, ନବୀନ ପଟ୍ଟନାୟକ ମାଗଣା ବିଜୁଳି ଘୋଷଣା କଲେ ବିରୋଧୀଙ୍କୁ କରେଣ୍ଟ ଲାଗୁଛି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡେ ଗଲା? କନ୍ଧମାଳ ସଭାରୁ ବିଜେଡି ସରକାରକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । post image

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡେ ଗଲା? କନ୍ଧମାଳ ସଭାରୁ ବିଜେଡି ସରକାରକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ ।

କନ୍ଧମାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନସଭାରେ ଦେବେ ଯୋଗ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । post image

କନ୍ଧମାଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନସଭାରେ ଦେବେ ଯୋଗ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର ।

କନ୍ଧମାଳ ଯିବା ପୂର୍ବରୁ ଭୁବନେଶ୍ୱର ରୋଡ ସୋ’ର ଭିଡ଼ିଓ ପୋଷ୍ଟ କଲେ ମୋଦୀ । କହିଲେ, ଏଥର ନିର୍ବାଚନରେ ଇତିହାସ ରଚିବ ଓଡ଼ିଶା । post image

କନ୍ଧମାଳ ଯିବା ପୂର୍ବରୁ ଭୁବନେଶ୍ୱର ରୋଡ ସୋ’ର ଭିଡ଼ିଓ ପୋଷ୍ଟ କଲେ ମୋଦୀ । କହିଲେ, ଏଥର ନିର୍ବାଚନରେ ଇତିହାସ ରଚିବ ଓଡ଼ିଶା ।

୨୦୨୪ ପାଇଁ ବ୍ରହ୍ମାସ୍ତ୍ର ଛାଡିଲା ବିଜେଡି ! ମାଗଣା ବିଜୁଳିକୁ ନେଇ ନବୀନଙ୍କ ଘୋଷଣା ସାଜିବ କି ଗେମଚେଞ୍ଜର? post image

୨୦୨୪ ପାଇଁ ବ୍ରହ୍ମାସ୍ତ୍ର ଛାଡିଲା ବିଜେଡି ! ମାଗଣା ବିଜୁଳିକୁ ନେଇ ନବୀନଙ୍କ ଘୋଷଣା ସାଜିବ କି ଗେମଚେଞ୍ଜର?

ରାୟଗଡାରେ ରାଜନାଥଙ୍କ ପ୍ରଚାର । କହିଲେ ଓଡ଼ିଶାରେ ଏଥର ମାହୋଲ ବଦଳିଛି, ଲୋକେ କହୁଛନ୍ତି ୨୧ରୁ ୨୧ ଆସନ ଜିତିବ ବିଜେପି ।  post image

ରାୟଗଡାରେ ରାଜନାଥଙ୍କ ପ୍ରଚାର । କହିଲେ ଓଡ଼ିଶାରେ ଏଥର ମାହୋଲ ବଦଳିଛି, ଲୋକେ କହୁଛନ୍ତି ୨୧ରୁ ୨୧ ଆସନ ଜିତିବ ବିଜେପି । 

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ପ୍ରଚାର କଲେ ପାଣ୍ଡିଆନ । କହିଲେ, ହିଞ୍ଜିଳିର ରୂପାନ୍ତରଣ ମଡେଲ ପୂରା ରାଜ୍ୟରେ ଲାଗୁ ହେଉଛି । post image

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ପ୍ରଚାର କଲେ ପାଣ୍ଡିଆନ । କହିଲେ, ହିଞ୍ଜିଳିର ରୂପାନ୍ତରଣ ମଡେଲ ପୂରା ରାଜ୍ୟରେ ଲାଗୁ ହେଉଛି ।

ଦମ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି, ୧୦% ଆସନ ବି ପାଇବନି । ଓଡ଼ିଶାକୁ ୨୫ ବର୍ଷ ପଛକୁ ନେବାକୁ ଚାହୁଁଛି ବିଜେପି । ପ୍ରଚାର ମୈଦାନରୁ ପାଣ୍ଡିଆନଙ୍କ ଟାର୍ଗେଟ । post image

ଦମ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି, ୧୦% ଆସନ ବି ପାଇବନି । ଓଡ଼ିଶାକୁ ୨୫ ବର୍ଷ ପଛକୁ ନେବାକୁ ଚାହୁଁଛି ବିଜେପି । ପ୍ରଚାର ମୈଦାନରୁ ପାଣ୍ଡିଆନଙ୍କ ଟାର୍ଗେଟ ।

ଶେରଗଡରେ ଭିକେ ପାଣ୍ଡିଆନ । ରୋଡ ସୋ’ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର, କହିଲେ ସୁଯୋଗ ଆସିଛି ପୁଣି ନବୀନଙ୍କୁ ଆଶୀର୍ବାଦ କରନ୍ତୁ । post image

ଶେରଗଡରେ ଭିକେ ପାଣ୍ଡିଆନ । ରୋଡ ସୋ’ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର, କହିଲେ ସୁଯୋଗ ଆସିଛି ପୁଣି ନବୀନଙ୍କୁ ଆଶୀର୍ବାଦ କରନ୍ତୁ ।

ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏଁ କରିବେ ରୋଡ ସୋ’ । post image

ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏଁ କରିବେ ରୋଡ ସୋ’ ।

ସବସ୍କ୍ରାଇବ କରନ୍ତୁ