ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଥମିଲା ବର୍ଦ୍ଧିତ ଟୋଲଫି ଆଦାୟ ବିବାଦ । ୧୮ ତାରିଖର ବିଜ୍ଞପ୍ତି ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର । ପରବର୍ତୀ ନିଷ୍ପତି ଯାଏଁ ବର୍ଦ୍ଦିତ ଫି ଆଦାୟ ହେବନି । ବର୍ଦ୍ଧିତ ଫି ଆଦାୟକୁ ନେଇ ଗଲା କିଛି ଦିନ ହେବ ବିବାଦ ଉଗ୍ର ରୂପ ଧାରଣ କରିଥିଲା । ଶେଷରେ ପୂର୍ବ ନିଷ୍ପତି ଉପରେ ରାଜ୍ୟ ସରକାର ରୋକ ଲଗାଇଛନ୍ତି ।
ଥମିଲା ବର୍ଦ୍ଧିତ ଟୋଲ ଫି ଆଦାୟ ବିବାଦ
Advertisment
Follow Us