ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜର ଆଗାମୀ ସିନମା ‘ଟୟଲେଟ ଏକ ପ୍ରେମକଥା’ର ସୁଟିଂ ଶେଷ କରିଛନ୍ତି । ଏ ନେଇ ଅକ୍ଷୟ ଏହି ସିନେମାର ଏକ ଫଟୋକୁ ଶେୟାର କରିଛନ୍ତି । ‘ଟୟଲେଟ ଏକ ପ୍ରେମକଥା’ ସିନେମାରେ ଅକ୍ଷୟ କୁମାରଙ୍କ ସହ ଭୂମି ପେଡନେକର ଓ ଅନୁପମ ଖେର ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଶ୍ରୀ ନାରାୟଣ ସିଂ ଓ ପ୍ରଜଯୋକ ହେଲେ ଅରୁଣ ଭାଟ୍ଟିଆ ।
‘ଟୟଲେଟ ଏକ ପ୍ରେମକଥା’ ସିନେମାର ସୁଟିଂ ଶେଷ ! ଟ୍ୱିଟ ଜରିଆରେ ଫଟୋ ଶେୟାର କଲେ ଖିଲାଡି ତାରକା ଅକ୍ଷୟ କୁମାର
/kanak/media/post_attachments/wp-content/uploads/2017/02/555.jpg)