ଆନ୍ଦୋଳନରୁ ଓହରିଲେ ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ! ତିନି ମାସ ଭିତରେ ଦାବି ପୂରଣ ନେଇ ନିଷ୍ପତି ପ୍ରତିଶ୍ରୁତି ଦେଲେ ସରକାର

Advertisment
ଆନ୍ଦୋଳନରୁ ଓହରିଲେ ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ !  ତିନି ମାସ ଭିତରେ ଦାବି ପୂରଣ ନେଇ ନିଷ୍ପତି ପ୍ରତିଶ୍ରୁତି ଦେଲେ ସରକାର

କନକ ବ୍ୟୁରୋ : ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ତାଙ୍କ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି । ଉଚ୍ଚଶିକ୍ଷା ପ୍ରମୁଖ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ସଂଘ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛି । ଆଗାମୀ ତିନି ମାସ ମଧ୍ୟରେ ଶିକ୍ଷକଙ୍କ ଦାବି ପୂରଣ ନେଇ ନିଷ୍ପତି ନିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ସୋମବାର ଠାରୁ ଆରମ୍ଭ ହେଉଥିବା ଯୁକ୍ତ ଦୁଇ ପରୀକ୍ଷାରେ ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ସଂଘ ସଭାପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe