ପର୍ଣ୍ଣଷ୍ଟାର ସନ୍ନି ଲିଓନି କଶ୍ମୀରରେ ସ୍ୱାମୀ ଡେନିଏଲ ବିବରଙ୍କ ସହ ଛୁଟି ଉପଭୋଗ କରୁଛନ୍ତି । ସନି ଏହାର କିଛି ଫଟୋ ସୋସିଆଲ ମିଡିଆରେ ଶେଆର କରିଛନ୍ତି । ଏହି ଫଟୋରେ ଉଭୟେ ବରଫ ପାହଡରେ ମସ୍ତୀ କରୁଥିବାର ନଜର ଆସୁଛନ୍ତି । ଏହାସହ ସନ୍ନି ବରଫରେ ଖସୁଥିବାର ଦୃଶ୍ୟକୁ ୟୁଟ୍ୟୁବ ଜରିଆରେ ଶେୟାର କରିଛନ୍ତି ।
ବରଫ ପାହଡରେ ସ୍ୱାମୀ ଡେନିଏଲଙ୍କ ସହ ଛୁଟି ଉପଭୋଗ କଲେ ପର୍ଣ୍ଣଷ୍ଟାର ସନ୍ନି ଲିଓନି
/kanak/media/post_attachments/wp-content/uploads/2017/02/yy.jpg)