କନକ ବ୍ୟୁରୋ : ସୁନ୍ଦରଗଡ ଘରୋଇ ବସଷ୍ଟାଣ୍ଡ ନିକଟରେ ଥିବା ମାର୍କେଟ କଂପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ତିନିଟି ଦୋକାନ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଛି । ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି । ଖବର ପାଇଁ ୪ଟି ଦମକଳ ବାହିନୀ ମାର୍କେଟରେ ପହଂଚି ନିଅାଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ସୁନ୍ଦରଗଡ : ବସଷ୍ଟାଣ୍ଡ ନିକଟରେ ଥିବା ମାର୍କେଟ କଂପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ
/kanak/media/post_attachments/wp-content/uploads/2017/03/vlcsnap-2017-03-03-08h19m44s897.png)