ଆଜି ରାଜଧାନୀରେ ବିଶାଳ ଶିକ୍ଷକ ସମାବେଶ, ବିଦ୍ୟାଳୟରେ ପାଠପଢା ପ୍ରଭାବିତ

Advertisment

ଆଜି ଗର୍ଜିବ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି । ରାଜଧାନୀ ଭୁବନେଶ୍ବରରେ ହେବ ଶିକ୍ଷକ ସମାବେଶ । ସମାବେଶ ପରେ ଅହୋରାତ୍ର ଧାରଣା ଦେବେ ଶିକ୍ଷକ ଶିକ୍ଷୟିତ୍ରୀ ।

ଆଜି ଗର୍ଜିବ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି । ରାଜଧାନୀ ଭୁବନେଶ୍ବରରେ ହେବ ଶିକ୍ଷକ ସମାବେଶ । ସମାବେଶ ପରେ ଅହୋରାତ୍ର ଧାରଣା ଦେବେ ଶିକ୍ଷକ ଶିକ୍ଷୟିତ୍ରୀ ।

1

Teachers’ Unions Stage Major Protest Photograph: (Kanak News)

କନକ ବ୍ୟରୋ: ଆଜି ଗର୍ଜିବ ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି । ରାଜଧାନୀ ଭୁବନେଶ୍ବରରେ ହେବ ଶିକ୍ଷକ ସମାବେଶ । ସମାବେଶ ପରେ ଅହୋରାତ୍ର ଧାରଣା ଦେବେ ଶିକ୍ଷକ ଶିକ୍ଷୟିତ୍ରୀ । ଆନ୍ଦୋଳନରେ ସାମିଲ ହେବେ ୮ଟି ଶିକ୍ଷକ ସଂଗଠନର ୧୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ । ଶିକ୍ଷକଙ୍କ ପେନସନ ଓ ବିଦ୍ୟାଳୟକୁ ଅନୁଦାନ ଦାବି କରିଛି ସଂଘ ।

ଇଣ୍ଡିଗୋ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ବିମାନ ଚଳାଚଳରେ ଅଚଳାବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପ୍ରତିକ୍ରିୟା

ଦାବି ପୂରଣ ପାଇଁ ପୂର୍ବରୁ ଅନେକ ପ୍ରତିଶ୍ରୁତି ମିଳିଥିଲେ ବି ସମାଧାନର ବାଟ ବାହାରି ପାରିନାହିଁ । ସରକାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ସଂଘ ଅଭିଯୋଗ କରିଛି । ସମସ୍ୟାର ସମାଧାନ ପାଇଁ ବାରମ୍ବାର କମିଟି ଗଠନ ହୋଇଥିଲେ ବି ଦାବି ପୂରଣ ହୋଇନଥିବାରୁ ଭୁବନେଶ୍ୱରରେ ଆନ୍ଦୋଳନ କରୁଛି ସଂଘ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe