ଆସିବ ‘ମିଷ୍ଟର ଇଣ୍ଡିଆ’ ସିନେମାର ସିକ୍ୱେଲ ! ପୁଣି ଥରେ ଏକାଠି ନଜର ଆସିବ ଶ୍ରୀଦେବୀ ଓ ଅନୀଲ୍ କପୁରଙ୍କ ଯୋଡି

ଆସିବ ‘ମିଷ୍ଟର ଇଣ୍ଡିଆ’ ସିନେମାର ସିକ୍ୱେଲ ! ପୁଣି ଥରେ ଏକାଠି ନଜର ଆସିବ ଶ୍ରୀଦେବୀ ଓ ଅନୀଲ୍ କପୁରଙ୍କ ଯୋଡି

photo courtesy -http://www.amarujala.com

ମିଷ୍ଟର ଇଣ୍ଡିଆ ବଲିଉଡର ଲୋକପ୍ରିୟ ସିନେମା ମଧ୍ୟରୁ ଅନ୍ୟତମ । ୧୯୮୭ ମସିହାରେ ଆସିଥିବା ଏହି ସିନେମାର ସିକ୍ୱେଲ ତିଆରି ହେବାକୁ ଯାଉଛି, ଯେଉଁଠିି ପୁଣି ଥରେ ଏକାଠି ଦେଖାଦେବେ ସିନେମାର ପୁରୁଣା ଯୋଡ଼ି । ମିଡିଆ ରିପୋର୍ଟ ଅନୁସାରେ ଶ୍ରୀଦେବୀ ଓ ଅନୀଲ୍ କପୁର୍ ମିଷ୍ଟର ଇଣ୍ଡିଆରେ ଏକାଠି ନଜର ଆସି ପାରନ୍ତି ।

ଖବର ଅନୁସାରେ ‘ମମþ’ ସିନେମାର ରିଲିଜ ପରେ ଶ୍ରୀଦେବୀ ଏହି ସିନେମାର ସୁଟିଂ ଆରମ୍ଭ କରିବେ । ଏହା ବ୍ୟତୀତ ଏହି ସିନେମାରେ ଆଉ ଏକ ନୂଆ ଯୋଡ଼ି ନଜର ଆସିବେ ବୋଲି ଜଣାପଡ଼ିଛି । ହୋଇପାରେ ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଦନ କପୁର୍ ଏହି ସିନେମାରେ ଅଭିନୟ କରିପାରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe