ମିଷ୍ଟର ଇଣ୍ଡିଆ ବଲିଉଡର ଲୋକପ୍ରିୟ ସିନେମା ମଧ୍ୟରୁ ଅନ୍ୟତମ । ୧୯୮୭ ମସିହାରେ ଆସିଥିବା ଏହି ସିନେମାର ସିକ୍ୱେଲ ତିଆରି ହେବାକୁ ଯାଉଛି, ଯେଉଁଠିି ପୁଣି ଥରେ ଏକାଠି ଦେଖାଦେବେ ସିନେମାର ପୁରୁଣା ଯୋଡ଼ି । ମିଡିଆ ରିପୋର୍ଟ ଅନୁସାରେ ଶ୍ରୀଦେବୀ ଓ ଅନୀଲ୍ କପୁର୍ ମିଷ୍ଟର ଇଣ୍ଡିଆରେ ଏକାଠି ନଜର ଆସି ପାରନ୍ତି ।
ଖବର ଅନୁସାରେ ‘ମମþ’ ସିନେମାର ରିଲିଜ ପରେ ଶ୍ରୀଦେବୀ ଏହି ସିନେମାର ସୁଟିଂ ଆରମ୍ଭ କରିବେ । ଏହା ବ୍ୟତୀତ ଏହି ସିନେମାରେ ଆଉ ଏକ ନୂଆ ଯୋଡ଼ି ନଜର ଆସିବେ ବୋଲି ଜଣାପଡ଼ିଛି । ହୋଇପାରେ ଅନୀଲ କପୁରଙ୍କ ପୁଅ ହର୍ଷବର୍ଦ୍ଦନ କପୁର୍ ଏହି ସିନେମାରେ ଅଭିନୟ କରିପାରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/3-7.jpg)