‘ମମ୍’ ସିନେମାର ପ୍ରମୋଶନ ପାଇଁ ‘ନଚ୍ ବଲିୟେ ୮’ମଞ୍ଚରେ ଶ୍ରୀଦେବୀ !

‘ମମ୍’ ସିନେମାର ପ୍ରମୋଶନ ପାଇଁ ‘ନଚ୍ ବଲିୟେ ୮’ମଞ୍ଚରେ ଶ୍ରୀଦେବୀ !

photo courtesy -http://resize.indiatvnews.com

ବଲିଉଡର ବିଗତ ଦିନର ଚୁଲବୁଲି ଅଭିନେତ୍ରୀ ଶ୍ରୀଦେବୀ ନିଜ ଆଗାମୀ ସିନେମା “ମମ୍”ର ପ୍ରମୋଶନ୍ରେ ଖୁବ୍ ବ୍ୟସ୍ତ । ଏବେ ସେ ଏହାର ପ୍ରମୋଶନ୍ ପାଇଁ ପହଞ୍ଚିିଛନ୍ତି “ନଚ୍ ବଲିଏ” ସିଜନ୍ ୮ର ମଂଚରେ ।ଏଥିରେ ଶ୍ରୀଦେବୀ ଦେଶୀ ଲୁକ୍ରେ ତଥା ଶାଢୀ ପିନ୍ଧିଥିବାର ନଜର ଆସିଛନ୍ତି ।

ଶ୍ରୀ ଦେବୀଙ୍କ ଫିଲ୍ମ “ମମ୍” ଜୁଲାଇ ୭ରେ ରିଲିଜ୍ ହେବାକୁ ଥିବା ବେଳେ ଏହାର ଟ୍ରେଲର୍ ମଧ୍ୟ ନିକଟରେ ଲଂଚ୍ ହୋଇଯାଇଛି । ଏ ସିନେମାଟି ଏକ ଡ୍ରାମା ବେସ୍ଡ୍ ସିନେମା ହୋଇଥିବାରୁ ସଫଳତା ପାଇବ ବୋଲି ଆଶା ରଖିଛନ୍ତି ଶ୍ରୀଦେବୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe