ଆଜି ୧୨ ଘଂଟିଆ ବଲାଙ୍ଗୀର ଓ ସୋନପୁର ବନ୍ଦ ! ଅଲଗା କୋଶଳ ପ୍ରଦେଶ ଦାବିରେ ହେଉଛିି ବନ୍ଦ ପାଳନ

ଆଜି ୧୨ ଘଂଟିଆ ବଲାଙ୍ଗୀର ଓ ସୋନପୁର ବନ୍ଦ ! ଅଲଗା କୋଶଳ ପ୍ରଦେଶ ଦାବିରେ ହେଉଛିି ବନ୍ଦ ପାଳନ

କନକ ବ୍ୟୁରୋ : ଆଜି ୧୨ ଘଂଟିଆ ବଲାଙ୍ଗୀର ଓ ସୋନପୁର ବନ୍ଦ । ଅଲଗା କୋଶଳ ପ୍ରଦେଶ ଦାବିରେ ଏହି ବନ୍ଦ ପାଳନ କରୁଛିି କୋଶଳ ସମନ୍ୱୟ ସମିତି । ସକାଳ ୬ଟାରୁ ସମସ୍ତ ସ୍କୁଲ, କଲେଜ୍, ଅଫିସ୍, ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯିବ । କୋଶଳ କ୍ରାନ୍ତି ଦଳ ପକ୍ଷରୁ କୁହାଯାଇଛି ଅଲଗା କୋଶଳ ରାଜ୍ୟ ନେଇ ଦୀର୍ଘ ଦିନ ହେବ ସେମାନେ ଦାବି କରୁଥିଲେ ମଧ୍ୟ ସରକାର ସେକଥା ଶୁଣୁନାହାଁନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe