ଆଜି ୧୨ ଘଂଟିଆ ବଲାଙ୍ଗୀର ଓ ସୋନପୁର ବନ୍ଦ ! ଅଲଗା କୋଶଳ ପ୍ରଦେଶ ଦାବିରେ ହେଉଛିି ବନ୍ଦ ପାଳନ

24

କନକ ବ୍ୟୁରୋ : ଆଜି ୧୨ ଘଂଟିଆ ବଲାଙ୍ଗୀର ଓ ସୋନପୁର ବନ୍ଦ । ଅଲଗା କୋଶଳ ପ୍ରଦେଶ ଦାବିରେ ଏହି ବନ୍ଦ ପାଳନ କରୁଛିି କୋଶଳ ସମନ୍ୱୟ ସମିତି । ସକାଳ ୬ଟାରୁ ସମସ୍ତ ସ୍କୁଲ, କଲେଜ୍, ଅଫିସ୍, ଦୋକାନ ବଜାର ଓ ଗାଡି ଚଳାଚଳ ବନ୍ଦ ରହିଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯିବ । କୋଶଳ କ୍ରାନ୍ତି ଦଳ ପକ୍ଷରୁ କୁହାଯାଇଛି ଅଲଗା କୋଶଳ ରାଜ୍ୟ ନେଇ ଦୀର୍ଘ ଦିନ ହେବ ସେମାନେ ଦାବି କରୁଥିଲେ ମଧ୍ୟ ସରକାର ସେକଥା ଶୁଣୁନାହାଁନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.