ଏବେ ବଲିଉଡରେ ଚାଲିଛି ହଟ୍ ଏବଂ ବୋଲ୍ଡ ସିନର ସମୟ । ଆଉ ନୂଆ କରି ଅଭିନୟରେ ପାଦ ଦେଉଥିବା ନାୟକ ନାୟିକା ମାନଙ୍କ ମଧ୍ୟରେ ଏପରି ସିନ୍ ଦେବାରେ କହିବାକୁ ଗଲେ ଏକ ପ୍ରକାର ପ୍ରତିଯୋଗୀତା ଚାଲିଛି । ଆଉ ଏହିପରି ଜଣେ ନୂଆ ନାୟକ ହେଉଛନ୍ତି ଯୁବରାଜ ପାରାଶର୍ ଏବଂ ନାୟିକା ସୋନାଲୀ ରାଉତ । ରିଲ୍ ପାଇଁ ଦେଉଥିବା ହଟ୍ ସିନରେ ଉଭୟ ରିୟଲରେ ହୋଇଯାଇଥିଲେ ଉତ୍ତେଜିତ । ଆଉ ନିର୍ଦେଶକ କଟ୍ କହିବା ପରେ ବି ପରସ୍ପର ସହ ରୋମାନ୍ସରେ ମାତିଥିଲେ । ସିନେମାର ନାଁ ହେଉଛି ‘ଲଭ୍ ଲାଇଫ୍ ଆଣ୍ଡ୍ ସ୍କ୍ରୁ ଅପସ୍’।
ତେବେ ଏହି ସିନ୍ ପାଇଁ ଉଭୟେ ପ୍ରଥମେ ରାଜି ହେଉ ନଥିଲେ ହେଲେ ନିର୍ଦ୍ଦେଶକ ବୁଝାଇବାପରେ ରାଜି ହୋଇଥିଲେ । କିନ୍ତୁ ଯେତେବେଳେ ସିନ୍ ପାଇଁ ସାଓ୍ଵାର ତଳକୁ ଗଲେ ସେତେବେଳେ ସବୁକିଛି ଭୁଲି ଯାଇଥିଲେ । ଆଉ ନିର୍ଦେଶକଙ୍କ କଟ୍ ଶୁଣିପାରିନଥିଲେ । ଦୁହେଁ ଏହି ହଟ୍ ସିନ୍ ଦେବା ବେଳେ ଏମିତି ମଜି ଯାଇଥିଲେ ଯେ ବାଧ୍ୟ ହୋଇ ନିର୍ଦ୍ଦେଶକ ସେମାନଙ୍କ କାନରେ ଯାଇ କଟ୍ ବୋଲି କହିଥିଲେ ।
ଏହା ସହ ପଢନ୍ତୁ ଯେବେ ଅନ୍ତରଙ୍ଗ ମୁହୂର୍ତ୍ତରେ ଧରାପଡିଥିଲେ ଧର୍ମେନ୍ଦ୍ର ଓ ହେମା! ଜାଣନ୍ତୁ ତାପରେ କଣ ହେଲା . . . .