କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ପ୍ରବଳ ବରଫପାତ ସାଂଗକୁ ପ୍ରବଳ ବର୍ଷା ହେବା ଯୋଗୂଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବରଫପାତ ଯୋଗୁୁଁ କେତେକ ସ୍ଥାନକୁ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ଜାମ୍ମୁକାଶ୍ମୀରର ଡୋଡାରେ ପ୍ରବଳ ତୁଷାରପାତ ସାଂଗକୁ ବର୍ଷା ମଧ୍ୟ ଲାଗିରହିଛି । ଫଳରେ ତାପମାତ୍ରା ବହୁମାତ୍ରାରେ କମିଯାଇଛି ।
ଜାମ୍ମୁକାଶ୍ମୀର : ପ୍ରବଳ ତୁଷାରପାତ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ଓ ଗାଡି ଚଳାଚଳ ବନ୍ଦ
/kanak/media/post_attachments/wp-content/uploads/2017/03/22-3.jpg)