ଦେବଗଡ : ଜଙ୍ଗଲ ରାସ୍ତାରେ ଜଳି ଗଲା ଚଳନ୍ତା ସ୍କୋଡା କାର

ଦେବଗଡ : ଜଙ୍ଗଲ ରାସ୍ତାରେ ଜଳି ଗଲା ଚଳନ୍ତା ସ୍କୋଡା କାର

କନକ ବ୍ୟୁରୋ : ଜଳିଗଲା ଚଳନ୍ତା କାର । ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକର ବ୍ରହ୍ମସାଧୁବାଳ ନିକଟ ଜଙ୍ଗଲ ରାସ୍ତାରେ ଜଳି ଗଲା ସ୍କୋଡା କାର । ହଠାତ ଗାଡିରୁ ଧୁଆଁ ବାହାରି ଦେଖୁ ଦେଖୁ କାରରେ ନିଆଁ ଲାଗିଯାଇଥିଲା । ତେବେ ଗାଡିରେ ଥିବା ୨ ଜଣ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ସର୍ଟ ସର୍କିଟ ହୋଇ କାରରେ ନିଆଁ ଲାଗିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe