ନିଜ ମ୍ୟାନେଜରଙ୍କ ପ୍ରେମରେ ପଡିଲେ ନାୟିିକା ଶୃତି ହାସନ ! ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ହେଲା ଭାଇରାଲ

ନିଜ ମ୍ୟାନେଜରଙ୍କ ପ୍ରେମରେ ପଡିଲେ ନାୟିିକା ଶୃତି ହାସନ ! ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ହେଲା ଭାଇରାଲ

କମଲ ହାସନଙ୍କ ଝିଅ ଶୃତି ହାସନଙ୍କ ପ୍ରେମସଂପର୍କ ସବୁବେଳେ ଚର୍ଚ୍ଚାରେ ରହି ଆସିଛିି । ପୂର୍ବରୁ ଏନେଇ ଅନେକ ଆଲୋଚନା ହେଉଥିଲେ ହେଁ ଏବେ ଏହି ରାଜରୁ ପରଦା ଉଠିଛି କି ସେ କାହାକୁ ଡେଟ କରୁଚନ୍ତି । ପ୍ରକୃତ କଥା ହେଲା ଶୃତିଙ୍କ କିଛି ଫଟୋ ଏବେ ସାମ୍ନାକୁ ଆସିଛି ଯେଉଁଠି ସେ ମୁମ୍ବାଇ ଏୟାପୋର୍ଟରେ ଜଣେ ଖୁବ ଖାସଙ୍କ ସହ ନଜର ଆସିଥିଲେ ।

ସବୁଠାରୁ ମଜାଦାର କଥା ହେଲା ମିଡିଆକୁ ଦେଖି ମଧ୍ୟ ଶୃତି ମୁହଁ ଲୁଚାଇବାକୁ ଚେଷ୍ଟା ନକରି ନିଜ ଅନ୍ଦାଜରେ ପୋଜ ଦେଇଥିଲେ । କୁହାଯାଉଛି ଫଟୋରେ ତାଙ୍କ ସହ ଥିବା ଯୁବକ ଜଣକ ଆଉ କେହି ନୁହଁ ସେ ତାଙ୍କ ମ୍ୟାନେଜର । ନିକଟରେ ସେମାନେ ଉଭୟେ ଉଭୟଙ୍କୁ ଡେଟ କରିବା ଆରମ୍ଭ କରିଛନ୍ତି ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe