କମଲ ହାସନଙ୍କ ଝିଅ ଶୃତି ହାସନଙ୍କ ପ୍ରେମସଂପର୍କ ସବୁବେଳେ ଚର୍ଚ୍ଚାରେ ରହି ଆସିଛିି । ପୂର୍ବରୁ ଏନେଇ ଅନେକ ଆଲୋଚନା ହେଉଥିଲେ ହେଁ ଏବେ ଏହି ରାଜରୁ ପରଦା ଉଠିଛି କି ସେ କାହାକୁ ଡେଟ କରୁଚନ୍ତି । ପ୍ରକୃତ କଥା ହେଲା ଶୃତିଙ୍କ କିଛି ଫଟୋ ଏବେ ସାମ୍ନାକୁ ଆସିଛି ଯେଉଁଠି ସେ ମୁମ୍ବାଇ ଏୟାପୋର୍ଟରେ ଜଣେ ଖୁବ ଖାସଙ୍କ ସହ ନଜର ଆସିଥିଲେ ।
ସବୁଠାରୁ ମଜାଦାର କଥା ହେଲା ମିଡିଆକୁ ଦେଖି ମଧ୍ୟ ଶୃତି ମୁହଁ ଲୁଚାଇବାକୁ ଚେଷ୍ଟା ନକରି ନିଜ ଅନ୍ଦାଜରେ ପୋଜ ଦେଇଥିଲେ । କୁହାଯାଉଛି ଫଟୋରେ ତାଙ୍କ ସହ ଥିବା ଯୁବକ ଜଣକ ଆଉ କେହି ନୁହଁ ସେ ତାଙ୍କ ମ୍ୟାନେଜର । ନିକଟରେ ସେମାନେ ଉଭୟେ ଉଭୟଙ୍କୁ ଡେଟ କରିବା ଆରମ୍ଭ କରିଛନ୍ତି ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/Screen-shot-2017-02-16-at-12.56.29-PM.png)