ସିୱେଜ ସିପିଂ ଜିଏମ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା ! କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ମିଳିଲା ଜାମିନ

Advertisment
ସିୱେଜ ସିପିଂ ଜିଏମ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା ! କଂଗ୍ରେସ ନେତା ବାପି ସର୍ଖେଲଙ୍କୁ ମିଳିଲା ଜାମିନ

କନକ ବ୍ୟୁରୋ : ପାରାଦୀପ ସିୱେଜ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା । ଏହି ମାମଲାରେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ଜାମିନ ମଂଜୁର ହୋଇଛି । ବାପି ସର୍ଖେଲଙ୍କ ଜାମିନ ମଂଜୁର କରିଛନ୍ତି ହାଇକୋର୍ଟ । ପୂର୍ବରୁ ଶୁଣାଣି ଶେଷ ହୋଇଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଥିଲେ ମାନ୍ୟବର କୋର୍ଟ । ତେବେ ଆଜି ବିଧିବଦ୍ଧ ଭାବେ ଜାମିନ ମଂଜୁର କରିଛନ୍ତି କୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe