ଆପଣ ଯଦି ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ଚଳିତ ମାସ ଶେଷ ସୁଦ୍ଧା ତିନିଟି ବିଶେଷ କାମ ଶେଷ କରି ଦିଅନ୍ତୁ । ନଚେତ ଡିସେମ୍ବର ପହିଲାରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ଯଦି ଆପଣ ଚାହୁଁଛନ୍ତି ଡିସେମ୍ବର ୧ରୁ ଆପଣଙ୍କ ପାଇଁ ନେଟ ବ୍ୟାଙ୍କିଂ ବନ୍ଦ ହୋଇ ନଯାଉ, ତେବେ ଯଥା ଶୀଘ୍ର ଆପଣ ଜମାଖାତାରେ ମୋବାଇଲ ନମ୍ବର ରେଜିଷ୍ଟର କରି ଦିଅନ୍ତୁ । ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପ୍ରକାଶ କି, ଯେଉଁମାନେ ନିଜର ମୋବାଇଲ ନମ୍ବର ଜମା ଖାତାରେ ରେଜିଷ୍ଟର କରି ନାହାନ୍ତି, ଏହି ରେଜିଷ୍ଟର ୩୦ ଡିସେମ୍ବର ସୁଦ୍ଧା କରି ନେବା ଉଚିତ । ନେଟ ବ୍ୟାଙ୍କିଂ ବନ୍ଦ ହୋଇଗଲେ ଅନ୍ଲାଇନ୍ .ନେଣଦେଣ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/sbi-file.jpg)
/kanak/media/post_attachments/wp-content/uploads/2018/10/SBI-1-insights-696x388-300x167.jpg)