‘ଦବଙ୍ଗ ୩’ ସିନେମାରେ ଦେଖିବାକୁ ମିଳିବ ପ୍ରଭୁଦେବା ଓ ସଲମାନ ଖାନଙ୍କ ଯୁଗଳବନ୍ଦୀ !

‘ଦବଙ୍ଗ ୩’ ସିନେମାରେ ଦେଖିବାକୁ ମିଳିବ ପ୍ରଭୁଦେବା ଓ ସଲମାନ ଖାନଙ୍କ ଯୁଗଳବନ୍ଦୀ !

photo courtesy -http://static.koimoi.com

ବଲିଉଡ ଭାଇଜାନଙ୍କ ପାଇଁ ନିର୍ଦ୍ଦେଶନା ଦେବେ ପ୍ରଭୁଦେବା । ସଲମାନଙ୍କ ଅଭିନୟ ଓ ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବ ‘ଦବଙ୍ଗ ୩’ । ପୂର୍ବରୁ ୱାଟେଂଡରେ ସଲମାନ ଓ ପ୍ରଭୁଦେବାଙ୍କ ଯୋଡି କମାଲ କରିଥିବାବେଳେ ଏବେ ‘ଦବଙ୍ଗ ୩’ ରେ ପୁଣି ଏମାନଙ୍କ ଯୁଗଳବନ୍ଦୀ ଜମିବ । ସିନେମା ପାଇଁ ସଲମାନ ସାଇନ କରିସାରିଛନ୍ତି ଓ ସୁଟିଂ ଆରମ୍ଭ କରିଥିବା ଜଣାପଡିଛି । ତେବେ ଦବଙ୍ଗ ନାୟିକା ସୋନାକ୍ଷୀ ସିହ୍ନାଙ୍କ ଅଭିନୟ ଦବଙ୍ଗ ୩ରେ ଦେଖିବାକୁ ନମିଳିପାରେ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe