ପରଦାରେ ଦେଖିବାକୁ ମିଳିବ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରୋମାନ୍ସ !

Advertisment
ପରଦାରେ ଦେଖିବାକୁ ମିଳିବ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରୋମାନ୍ସ !

photo courtesy-google

ପରଦାରେ ଦେଖିବାକୁ ମିଳିବ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରୋମାନ୍ସ । ପତ୍ନୀ ଅଂଜଳୀଙ୍କ ସହ ସଚିନଙ୍କ ପ୍ରେମଜୀବନୀକୁ ପ୍ରଶଂସକମାନେ ଦେଖିବାକୁ ପାଇବେ । ତାଜା ଖବର ଅନୁସାରେ ସଚିନଙ୍କ ବାୟୋପିକରେ ତାଙ୍କର ଉଭୟ ବ୍ୟକ୍ତିଗତ ଓ କ୍ରିକେଟ କ୍ୟାରିୟରକୁ ସ୍ଥାନ ଦିଆଯାଇଛି । ତେବେ ସିନେମାକୁ ଅଧିକ ଏଟଂରଟେନିଙ୍ଗ କରିବା ପାଇଁ ନିର୍ମାତା ସଚିନଙ୍କ ପ୍ରେମଜୀବନୀକୁ ସ୍ଥାନ ଦେବା ପାଇଁ ସ୍ଥିର କରିଛନ୍ତି । ମେ ୨୬ରେ ପରଦାକୁ ଆସୁଛି ସିନେମା ‘ସଚିନ ଏ ବିଲିନିୟର ଡ୍ରିମସ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe