ରିୟଲିଟି ଶୋ’ ରେ ପୁଣି ରାଉରକେଲା ଝିଅଙ୍କ ଜଲୱା । ଆଣ୍ଡ୍ ଟିଭିି ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ’ –‘ୟୁ ଥିଙ୍କ୍ ୟୁ କ୍ୟାନ୍ ଡ୍ୟାନ୍ସ’ର ଫାଇନାଲରେ ପହଂଚିଛନ୍ତି ଓଡିଆ ଝିଅ ରୋଜା ରାଣା । ଶୋ’ ର ଆରମ୍ଭରୁ ଏପର୍ଯ୍ୟନ୍ତ ନିଜର ଦକ୍ଷତା ଓ ପାରଦର୍ଶିତା ପ୍ରଦର୍ଶନ କରି ସେ ଫାଇନାଲରେ ପହଂଚିଛନ୍ତି । ରୋଜାଙ୍କ ନୃତ୍ୟ ଶୋ’ ର ଜଜଙ୍କ ମନକୁ ଜିଣି ପାରିଛି । ରୋଜାଙ୍କ କୃତି ଓ ସଫଳତା ପାଇଁ ତାଙ୍କ ପରିବାର ଲୋକେ ବେଶ୍ ଖୁସି । ସେପଟେ ତାଙ୍କୁ ଅଧିକରୁ ଅଧିକ ଭୋଟ ଦେଇ ୱିନର୍ କରିବା ପାଇଁ ତାଙ୍କ ସହଯୋଗୀ ଓ କଲେଜ ଅଧ୍ୟାପକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
ରିୟଲିଟି ଶୋ’ରେ ଓଡିଆ ଝିଅଙ୍କ କୃତିତ୍ୱ : ‘ୟୁ ଥିଙ୍କ୍ ୟୁ କ୍ୟାନ୍ ଡ୍ୟାନ୍ସ’ର ଫାଇନାଲରେ ପହଂଚିଲେ ରୋଜା ରାଣା
/kanak/media/post_attachments/wp-content/uploads/2016/06/Roza-Rana-Wiki.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)